ଶୁକ୍ରବାର 10 ଏପ୍ରିଲ 2020 – ମା ସନ୍ତୋଶିଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଧନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୧୦ ଏପ୍ରିଲ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । ଆର୍ଥିକ ସମୟ ଭଲ ରହିବ, ଆପଣ ନୂଆ ଚାକିରି ଖୋଜିବାରେ ଲାଗିବେ, ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ।ଆଜି ଭାବି ଚିନ୍ତି କାମ କରନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଆପଣ ବୁଢୀ ପ୍ରୟୋଗ କରନ୍ତୁ ଆପଣଙ୍କ ଜୀବନ ପ୍ରତି ଭଲ ରହିବ ।

ବୃଷ :

ଏହି ରାଶି ଲୋକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତି, ଗାଡି ଧ୍ୟାନ ସହ ଚଳେଇବା ପାଇଁ ରଖନ୍ତୁ । ଆଜି ଆପଣ ନିଜ ନିୟନ୍ତ୍ରଣ ହରେଇବେ ସେଥିପାଇଁ ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ, ଧନ ଆପଣଙ୍କ ଜୀବନରେ ଆସିବାର ସମ୍ଭାବନା ଅଟେ ।

ମିଥୁନ :

ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । ଲୋକ ଆଜି ନିଜ ଜୀବନସାଥୀ ଦ୍ଵାରା ବହୁତ ସାହାଜ୍ଯ ପ୍ରାପ୍ତ କରିବେ, କିନ୍ତୁ ଆପଣଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ । ଅନ୍ୟ ସାହାଜ୍ଯ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରିବେ ।

କର୍କଟ :

ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ । ଆଜି ବିରୋଧୀମାନଙ୍କ ଠାରୁ ଦୂରେଇ ରୁହନ୍ତୁ, ସମସ୍ଙ୍କୁ ନିଜ କଥା କୁହନ୍ତୁ ନାହିଁ, ନଚେତ କିଛି ଖରାପ ହୋଇ ପାରେ ସାବଧାନ ହୋଇ ରୁହନ୍ତୁ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ ।

ସିଂହ :

ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବଧା ବଢି ପାରେ, ଆଜି ସଫଳତା ପାଇଁ ଆପଣଙ୍କୁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡିବ । ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ । ଆଜି ଆପଣଙ୍କୁ ସବୁ କ୍ଷେତ୍ର ରେ ସଫଳତା ପ୍ରାପ୍ତ ହୋଇବ ।

କନ୍ୟା :

କିଛି ଲୋକ ପାରିବାରିକ ସମସ୍ଯା ସାମ୍ନା କରିବେ, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ । ଆଜି ପ୍ରମୋଶନ ପାଇବା ସମ୍ଭାବନା ଅଟେ, ଜୀବନସାଥି ସହ ପ୍ରେମ ସହ କଥା ହୁଅନ୍ତୁ । ପାରିବାରିକ ଜୀବନ ସୁଖମୟ ଅଟେ, ସନ୍ତାନ ଦାଇତ୍ବ ପରି ପୂର୍ଣ ହୋଇ ପାରେ ।

ତୁଳା :

କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ । ଆଜି ପାରିବାରିକ ସୁଖ ଏବଂ ସମୃଦ୍ଧି ରେ ବୃଦ୍ଧି ହୋଇବ, କିଛି ଧନ ରାଶି ଆପଣଙ୍କ ଖର୍ଚ ହୋଇ ପାରେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି, ସମ୍ପର୍କ ଭଲ ହୋଇବ, ଜୀବନସାଥୀ ଆଜି ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି ।

ବିଛା :

ଆଜି ଆପଣଙ୍କ ପାରିବାରିକ ସମସ୍ଯା ଦୂର ହୋଇବ, ଘର ଝଗଡା ଆପଣଙ୍କ ପାଇଁ ହାନିକାରକ ଅଟେ । ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ।

ଧନୁ :

ନୂଆ ଭାବନା ବା ଚିନ୍ତନ ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ, ଶତ୍ରୁମାନେ ଆଜି ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ଆପଣଙ୍କୁ ନିଜ ଭଲ ପାଇବା ମିଳିବ ଯାହା ପାଇଁ ଆପଣ ଅପେକ୍ଷା କରି ଥିଲେ, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।

ମକର :

ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ସାମାଜିକ କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରାପ୍ତ ହୋଇବ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି ।

କୁମ୍ଭ :

ଆଜି ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । ଆଜି ଆପଣଙ୍କ ଜୀବନରେ କିଛି ଅସମ୍ଭବ ହବାର ସମ୍ଭାବନା ଅଟେ ମନ ଅଜଣା ଦର ପ୍ରତି ଚିନ୍ତିତ ରହିବ । ଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ମୀନ :

ଆଜି କରିଥିବା ନିବେଶ ଆପଣଙ୍କ ପାଇଁ ବହୁତ ଲାଭ କାରୀ ଅଟେ, ଧର୍ମ କର୍ମ କାର୍ଯ୍ୟରେ ଆପଣଙ୍କ ରୁଚି ରହିବ, ସରକାରୀ କାର୍ଜ୍ଯାଳୟ ରେ ଅଟକି ଥିବା କାର୍ଯ୍ୟ ଆଜି ପୂର୍ଣ ହୋଇବେ । କୌଣସି ନିଷ୍ପତ୍ତି ତୁରନ୍ତ କଲେ ଆପଣଙ୍କୁ ଅସୁବିଧା ହୋଇ ପାରେ , ଆଜି ଆଇନ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *