ମହାଶିବରାତ୍ରି, ଶୁକ୍ରବାର 21 ଫେବୃଆରୀ 2020 – ଭୋଲେନାଥଙ୍କ କୃପାରୁ ଆଜି ଏହି ୭ଟି ରାଶିଙ୍କୁ ମିଳିବ ଖୁସି ଖବର

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୨୧ ଫେବୃଆରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :


ଆଜି ଦିନ ଆରମ୍ଭ ବହୁତ ଭଲ ଖୁସି ଖବର ଠାରୁ ହବ, କ୍ଯାରିୟର ପାଇଁ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ପ୍ରାପ୍ତ ହବ, ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସମୟ ଅଟେ କେତେକ ପ୍ରତିଯୋଗୀତା ରେ ଲାଭ ପ୍ରାପ୍ତ କରିବେ । କୌଣସି ନୂଆ କାମ ପାଇଁ ଆପଣ ନିବେଶ କରିବେ, ତୀର୍ଥ ଯାତ୍ରା ଯୋଗ ଅଛି କୌଣସି ଧାର୍ମିକ ଜାଗା ଯାଇ ପାରନ୍ତି । ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ ।

ବୃଷ :

ଆଜି ଆପଣଙ୍କୁ କୌଣସି ବଡ ଅଡର ମିଳି ପାରେ, ପରିଶ୍ରମ ଓ ପ୍ରୟାସ ଦ୍ଵାରା କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ନିଜ ଲୋକ ସାହାଜ୍ଯ କରିବେ ଓ ଚିନ୍ତା ଦୂର ହବ । ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।

ମିଥୁନ :

ଶିକ୍ଷା ରେ ଆସୁଥିବା ବାଧା ଆଜି ଦୂର ହବ, ପରିଣାମ ଆପଣଙ୍କ ପକ୍ଷ ରେ ରହିବ, ଆଜି ଆପଣଙ୍କୁ ନିଜ ଜୀବନ ନୂଆ ଅନୁଭବ ପ୍ରାପ୍ତ ହବ, ବ୍ୟବସାଇକ କାର୍ଯ୍ୟ ରେ ଚିନ୍ତା ର ବିଷୟ ଅଟେ । ଖରାପ ଖାଦ୍ଯ ପଦାର୍ଥ ଖାଇ ଆପଣ ନିଜ ସ୍ୱାସ୍ଥ୍ୟ ଖରାପ କରି ପାରନ୍ତି, ଆପଣଙ୍କ ପାଖରେ ନିଜ ଆୟ ଦ୍ଵାରା କିଛି ନୂଆ ଏବଂ ଲାଭକାରୀ କାର୍ଯ୍ୟ କରିବା ପାଇଁ ବୁଢୀ ଏବଂ ଶକ୍ତି ରହିବ । କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି ।

କର୍କଟ :

ଆଜି ବ୍ୟର୍ଥ ଝଗଡା ରେ ପଡନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ନୁହ, ଆପଣଙ୍କ ଠାରୁ ଅଧିକ ବୟସ ଲୋକ ଆପଣଙ୍କ ଠାରୁ ଆକର୍ଷିତ ହୋଇ ପାରନ୍ତି, ଆର୍ଥିକ ସ୍ଥିତି ରେ ସୁଧାର ଆସିବ କିନ୍ତୁ ସାବଧାନ ହୋଇ ନୂଆ ସମ୍ପତି ରେ ନିବେଶ କରନ୍ତୁ । ଆଜି ଆପଣଙ୍କ ଯାତ୍ରା ମହଙ୍ଗା ହୋଇ ପାରେ କିନ୍ତୁ ଏହା ସହ ଯାତ୍ରା ଲାଭକାରୀ ମଧ୍ୟ ରହିବ । ପ୍ରେମ ସମ୍ବନ୍ଧ ଭଲ ରହିବ, ଆପଣଙ୍କୁ ତେଲ ଜିନିଷ ଖାଇବା ଉଚିତ ନୁହ ସେଥିପାଇଁ ନିଜ ଖାଇବା ପିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ସିଂହ :

ଆଜି ଆପଣଙ୍କୁ କୌଣସି ପୁରୁଣା ଟଙ୍କା ଫେରେଇବାରେ ସମସ୍ୟା ହୋଇପାରେ, ଆପଣଙ୍କ ସଫଳତା ରେ ବୃଦ୍ଧି ହୋଇବ, ସମ୍ପର୍କ ସ୍ଥାପିତ ହବ ଓ ଆପଣ କିଛି ପ୍ରଭାବଶାଳୀ ଲୋକଙ୍କୁ ଦେଖା କରିବେ, ଆଜି ଆପଣଙ୍କ ଅଟକି ଥିବା ଧନ ଆପଣଙ୍କୁ ମିଳିବ । ବ୍ୟବସାରେ ଆଜି ଆପଣ ଲାଭପୂର୍ଣ ସୌଦା କରିବେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ , ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

କନ୍ୟା :

ଯଦି ଆଜି ଆପଣ ନିଜ ରାଗ ଓ କଥା ଉପରେ ନିୟନ୍ତ୍ରଣ ରଖିବେ ନାହିଁ ତେବେ ବ୍ୟର୍ଥ କଥା ରେ ଫସି ପାରନ୍ତି, ପରିବାର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇପାରେ । ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣଙ୍କ ଦ୍ଵାରା ହୋଇ ଥିବା ନିଷ୍ପତ୍ତି ସଠିକ ହୋଇବ, ଅଳପ ସମୟରେ ଧନ ପ୍ରାପ୍ତି ଲୋଭ ଛାଡି ଦିଅନ୍ତୁ ଏବଂ ଧନ ନିବେଶ ରେ ମନ ଦିଅନ୍ତୁ ।

ତୁଳା :

ଆଜି ଅତ୍ୟଧିକ କଥା କୁହନ୍ତୁ ନାହିଁ, ଅନ୍ୟ ଲୋକଙ୍କ ପବନ କଥା ଠାରୁ ଦୂରେଇ ରୁହନ୍ତୁ, ପରିବାରରେ ସୁଖ ଶାନ୍ତି ଆସିବ ଓ ଛୁଆ ଆପଣଙ୍କ ପାଇଁ ଗର୍ବ ଅନୁଭବ କରିବେ । ଆଜି ଆପଣ ଧନ ନିବେଶ କଲେ ବହୁତ ଲାଭ ପ୍ରାପ୍ତ କରିବେ, କିନ୍ତୁ ଚାକିରି କ୍ଷେତ୍ର ରେ କିଛି ଚିନ୍ତା ବିଷୟ ଅଟେ । ଆଜି ପୁରୁଣା ସାଙ୍ଗମାନଙ୍କ ସହ ଦେଖା ହୋଇପାରେ, ହଡ ବଡ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କ ପାଇଁ ଅସୁବିଧା ଆରମ୍ଭ ହୋଇ ପାରେ ।

ବିଛା :

ଆଜି ଆପଣଙ୍କ ଭାଗ୍ୟବର୍ଦ୍ଧକ ଦିନ ଅଟେ, ଆଜି ଆପଣ ଯେକୌଣସି କାମ ଆରମ୍ଭ କରିବେ ତାହା ଆପଣଙ୍କ ପାଇଁ ସଫଳ ରହିବ, ଆଜି ଆପଣଙ୍କ ପାଇଁ ବହୁତ ଭଲ ପରିବାର ପ୍ରସ୍ତାବ ଆସିବ, ଛୁଆ ନିଜ ନିଜ କ୍ଷେତ୍ର ରେ ଭଲ କରିବେ । ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ, ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ ।

ଧନୁ :

ଆଜି ସ୍ୱାସ୍ଥ୍ୟ ମାମଲା ରେ ଆପଣଙ୍କୁ ପେଟ ସମ୍ବନ୍ଧିତ ରୋଗ ସମସ୍ୟା ହୋଇ ପାରେ, ଆପଣଙ୍କ ଶତ୍ରୁ ଆପଣଙ୍କ ବିରୋଧ ରେ କାମ କରିପାରିବେ ନାହିଁ । ଆଜି ଶେୟର ମାର୍କେଟ ରେ ନିବେଶ କରିବା ପାଇଁ ଆପଣଙ୍କୁ ଅବସର ପ୍ରାପ୍ତ ହୋଇବ, ବ୍ୟାପାରିମାନଙ୍କ ଯୋଜନା ସଫଳ ରହିବ, ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରିବେ ।

ମକର :

ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ଆଜି ପରିବାର ଏବଂ ପାର୍ଟନର ଦ୍ଵାରା ମନ ଅନୁଯାଇ ସାହାଜ୍ଯ ପ୍ରାପ୍ତ ନ ହବାରୁ ମନ ନିରାଶ ହୋଇବ ।

କୁମ୍ଭ :

ସମସ୍ତଙ୍କୁ ସାହାଜ୍ଯ କରିବା ଆପଣଙ୍କ ଅଭ୍ଯାସ ସମାପ୍ତ ହୋଇ ଜୀବ କାହିଁକିନା ଆପଣଙ୍କ ଆବଶ୍ୟକତା ସମୟରେ ଆପଣଙ୍କ ସହ କେହି ନଥିବେ । ହଟାତ ଖର୍ଚ ବଢିବାରୁ ଆପଣଙ୍କ ମନ ଅଶାନ୍ତ ରହିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବାକୁ ଲାଗିବ, ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

ମୀନ :

ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ । ଆଜି ଆପଣଙ୍କ ପରିଶ୍ରମ ଫଳ ପ୍ରାପ୍ତି ହୋଇବ, ଆପଣ ନିଜ ସମ୍ପର୍କୀୟ ବା ଅନ୍ୟ ଲୋକଙ୍କ ଅସୁବିଧା ସମାଧାନ କରିବା ପାଇଁ ସକ୍ଷମ ରହିବେ । ବ୍ୟବସାୟ ଏବଂ ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି ।

Leave a Reply

Your email address will not be published. Required fields are marked *