ବୁଧବାର 26 ଫେବୃୟାରୀ 2020 – ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଆମେ ଆପଣଙ୍କୁ ବୁଧବାର ଦିନ ୨୬ ଫେବୃଆରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ସାଙ୍ଗମାନଙ୍କ ସହ ଦେଖା ଆପଣଙ୍କ ପାଇଁ ଲାଭକାରୀ ରହିବ ଓ ମନ ଶାନ୍ତି ପ୍ରାପ୍ତ କରିବ, କମ ପରିଶ୍ରମ ଦ୍ଵାରା ମଧ୍ୟ ଅଧିକ ଧନ ଲାଭ ହବାର ଅଛି । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇପାରେ ।

ବୃଷ :

ଆଜି ହଟାତ ଧନ ଲାଭ ହବାର ଯୋଗ ହେଉଛନ୍ତି, ସହକର୍ମୀ ମାନେ ଆପଣଙ୍କ କଥା ସଠିକ ଭାବରେ ବୁଝି ପାରିବେ ନାହିଁ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବାକୁ ଲାଗିବ, ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । ପ୍ରେମ ସମ୍ବନ୍ଧ ଭଲ ରହିବ, ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ମିଥୁନ :

ଆଜି ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ ଅଟେ, ଯଦି ବାହାରେ କୌଠି ଯିବାର ଯୋଜନା ଅଛି ତେବେ ଏହା ଅନ୍ତିମ ସମୟ ରେ ପରିବର୍ତନ ହୋଇପାରେ । ଆଜି ଆପଣଙ୍କ ପରିଶ୍ରମ ଫଳ ପ୍ରାପ୍ତି ହୋଇବ, କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି ।

କର୍କଟ :

ଆଜି ଆପଣଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ କରିବା ଉଚିତ ଅଟେ, ଏହା ଦ୍ଵାରା ଆପଣଙ୍କ ଅସୁବିଧା ହବ ସେଥିପାଇଁ ଦେଖି ଚାହିଁ କଥା କୁହନ୍ତୁ । କାର୍ଯ୍ୟ ସ୍ଥଳ ରେ ଅଧିକାରୀ ମାନଙ୍କ ଦ୍ଵାରା ଆପଣଙ୍କୁ ସମସ୍ଯା ହୋଇବ, ଘରୋଇ ସୁଖ ସୁବିଧା ବଢିବାକୁ ଲାଗିବ, ଉଧାର ଟଙ୍କା ବା ଅଟକି ଥିବା ଧନ ଆଜି ଆପଙ୍କୁ ପ୍ରାପ୍ତି ହବ ।

ସିଂହ :

ଆଜି ଦିନ ଆପଣ ବହୁତ ବ୍ୟସ୍ତ ରହିବେ, ନିଜ ପରିଶ୍ରମ ଦ୍ଵାରା ପ୍ରତିଷ୍ଠା ଓ ଧନ ପ୍ରାପ୍ତ କରିବେ । ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ପରି ପୂର୍ଣ ରହିବ, କୌଣସି ନୂଆ କାମ ପାଇଁ ଆପଣ ନିବେଶ କରିବେ । ପାଠ ପଢାରେ ମନ ଲାଗିବ ନାହିଁ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ,ଆଜି ଗାଡି ଉପରେ ଖର୍ଚ ହବ ।

କନ୍ୟା :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ଆଜି ଆପଣଙ୍କୁ କୌଣସି ପ୍ରକାର ରିସ୍କ ନବା ଠିକ ନୁହ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ତୁଳା :

ଆଜି ଆପଣଙ୍କ ପାରିବାରିକ ଜୀବନ ରେ ସୁଖ ଶାନ୍ତି ପ୍ରାପ୍ତ ହବ, ବ୍ୟାପାରିମାନଙ୍କ ଯୋଜନା ସଫଳ ରହିବ, ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରିବେ । ହଡ ବଡ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କ ପାଇଁ ଅସୁବିଧା ଆରମ୍ଭ ହୋଇ ପାରେ ।

ବିଛା :

ଆଜି ମାନସିକ ଚିନ୍ତା ପାଇଁ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ସେଥିପାଇଁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଆଜି ଆପଣ ଧନ ନିବେଶ କଲେ ବହୁତ ଲାଭ ପ୍ରାପ୍ତ କରିବେ, କିନ୍ତୁ ଚାକିରି କ୍ଷେତ୍ର ରେ କିଛି ଚିନ୍ତା ବିଷୟ ଅଟେ ।

ଧନୁ :

ଆଜି ନିଜ ଘର ଲୋକ ଓ ସମ୍ପର୍କୀୟ ଲୋକଙ୍କ ସହ ଅଧିକ ସମୟ ରହିବା ପାଇଁ ଚେଷ୍ଟା କରନ୍ତୁ , ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ । ଶତ୍ରୁମାନଙ୍କ ସହ ମିତ୍ରତା କରିବା ଆପଣଙ୍କ ପାଇଁ ହାନିକାରକ ରହିବ ।

ମକର :

ଆଜି କାର୍ଯ୍ୟ କ୍ଷେତ୍ର ରେ ଆସୁଥିବା ଅସୁବିଧା ଦୂର ହବ, ଆଜି କମ ସମୟରେ ଆପଣଙ୍କ କାର୍ଯ୍ୟ ପୂର୍ଣ ହୋଇବ, ଆଜି ଆପଣଙ୍କ ଅଟକି ଥିବା ଧନ ଆପଣଙ୍କୁ ମିଳିବ । ବ୍ୟବସାୟ ବଢିବାକୁ ଲାଗିବ, ପରିବର୍ତନ ପ୍ରକୃତି ନିୟମ ଅଟେ ।

କୁମ୍ଭ :

ଆଜି ଆପଣ ସବୁଦିନ ଠାରୁ ଅଧିକ ଥକା ଅନୁଭବ କରିବେ, କାର୍ଯ୍ୟସ୍ଥଳ ରେ କୌଣସି ବୁଢୀ ଲୋକ ସହ ଝଗଡା ହୋଇପାରେ । ବ୍ୟବସାୟ ଏବଂ ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି ।

ମୀନ :

ଆଜି ଆପଣଙ୍କ ଜୀବନ ରେ କିଛି ନୂଆ ନୂଆ ପରିବର୍ତନ ହବ । ଖରାପ ଖାଦ୍ଯ ପଦାର୍ଥ ଖାଇ ଆପଣ ନିଜ ସ୍ୱାସ୍ଥ୍ୟ ଖରାପ କରି ପାରନ୍ତି, ନିଜ ପରିବାର ଲୋକଙ୍କ ସହ କଠୋର ବ୍ୟବହାର ଆପଣଙ୍କ ଶାନ୍ତି ଖରାପ କରି ପାରେ ସେଥିପାଇଁ ସମସ୍ତଙ୍କ ସହ ନରମ ହୋଇ କଥା କୁହନ୍ତୁ ।

Leave a Reply

Your email address will not be published. Required fields are marked *