ଶନିବାର 7 ମାର୍ଚ୍ଚ 2020- ଆଜି ଶନି ଦେବଙ୍କ କୃପାରେ ଏହି ୩ଟି ରାଶିଙ୍କୁ ମିଳିବ ବ୍ୟବସାୟରେ ପ୍ରଚୁର ଲାଭ

ଆମେ ଆପଣଙ୍କୁ ଶନିବାର ଦିନ ୭ ମାର୍ଚ୍ଚ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣ ନୂଆ କ୍ଷେତ୍ର ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ରାସ୍ତା ଖୋଜିବେ, ସବୁ ଦିନ କାମ ଉପରେ ଧ୍ୟାନ ଏବଂ ମନ ଦବା ଉଚିତ, ସକାରାତ୍ମକ କଥା ଆଗକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ ଭାଗ୍ୟ ବଦଳିବ । ଆଜି ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଆଜି ଗଲେ ଫେରିବ ନାହିଁ ।

ବୃଷ :

ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ । ଆଜି ଆପଣଙ୍କୁ ନୂଆ ଏବଂ ତୀର୍ଥ ସ୍ଥାନ ବୁଲିବା ପାଇଁ ଯୋଗ ହେଉଛି, ନିଜ କାମ ଏବଂ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଉଚିତ ।

ମିଥୁନ :

ଆଜି ଆପଣଙ୍କ ପରିବାର ସମସ୍ଯା ବଢି ପାରେ, ଆପଣଙ୍କ ଆତ୍ମବିଶ୍ବାସ ଏବଂ ମନୋବଳ ଆପଣଙ୍କୁ ପ୍ରତେକ ଅସୁବିଧା ରେ ସାହାଜ୍ଯ କରିବ, ଆଜି ଆପଣ ମନ୍ଦିର ଦର୍ଶନ ପାଇଁ ଯାଇ ପାରନ୍ତି । ମନେ ରଖନ୍ତୁ ଖରାପ ଜିନିଷ ଅଧିକ ଆକର୍ଷିତ ହୋଇ ଥାଏ କିନ୍ତୁ ଏହାର ପରିଣାମ ମଧ୍ୟ ଖରାପ ହୋଇ ଥାଏ ।

କର୍କଟ :

ପାଠ କ୍ଷେତ୍ର ରେ ମାନ ସମ୍ମାନ ବଢିବ ଏବଂ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ଆପଣ ନିଜ ମୁଣ୍ଡ ଥଣ୍ଡା କରି କାମ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହବ । ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ ।

ସିଂହ :

ନୂଆ ପ୍ରସ୍ତାବ ଭଲ ଦେଖା ଯାଇ ପାରେ କିନ୍ତୁ ହଡ ବଡ ହୋଇ ନିଷ୍ପତ୍ତି କରିବା ଉଚିତ ନୁହ । ଆଜି ଆପଣ ଗୋଟେ ସୁଖୀ ପାରିବାରିକ ଜୀବନ ବିତେଇବେ, ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

କନ୍ୟା :

ବହୁତ ସମୟ ଧରି ପରିବାର ରେ ହଉ ଥିବା ସମସ୍ଯା ଦୂର ହୋଇ ଜୀବ, କିଛି ଲୋକ ଆପଣଙ୍କୁ ସବୁବେଳେ ସପୋର୍ଟ କରିବେ । ଚାକିରି କରୁଥିବା ଲୋକ ନିଜ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ, ଭାଇ ଭଉଣୀ ଦ୍ଵାରା ଆର୍ଥିକ ରୂପ ରେ ଲାଭ ପ୍ରାପ୍ତ ହବ ।

ତୁଳା :

ଆଜି ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ପାରିବାରିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହି ପାରନ୍ତି, ଉପହାର ବା ସମ୍ମାନ ରେ ବୃଦ୍ଧି ହବ । ଆଜି ଆପଣଙ୍କୁ ନିଜ ସତ ଭଲ ପାଇବା ପ୍ରାପ୍ତ ହବ, ସାଙ୍ଗମାନଙ୍କ ପାଇଁ ଆଜି ଆପଣ ବହୁତ ଭଲ ସାହାଜ୍ଯ କାରୀ ହୋଇବେ ।

ବିଛା :

ଆଜି କୌଣସି ନିଷ୍ପତ୍ତି ଜଲ୍ଦି ଜଲ୍ଦି କରନ୍ତୁ ନାହିଁ ସବୁ ଖରାପ ହୋଇ ପାରେ ଭଲ କାମ ମଧ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ । ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଆପଣଙ୍କୁ ଚିନ୍ତା ଦେଇ ପାରେ ।ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବ୍ୟକ୍ତିଗତ ଖରଚ ବଢିକରି ରହିବ ।

ଧନୁ :

ଆଜି ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ ।ଆଜି ଆପଣଙ୍କୁ ସେହି ଭଳି ଚାକିରି ମିଳିବ ଯାହା ଅପେକ୍ଷା ଆପଣ କେତେ ଦିନ ଧରି କରୁଥିଲେ । ଦାନ କରନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଟେ ।

ମକର :

ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଆଜି ହଟାତ ଧନ ଲାଭ ପାଇଁ ଆପଣଙ୍କ ମନ ଖୁସି ରହିବ, ଗତ କିଛି ସମସ୍ୟା ଗୁଡିକ ଆଜି ଆପଣଙ୍କୁ ଅସୁବିଧାରେ ପକେଇ ପାରେ, ମହିଳା ଅଧିକାରୀଏନକେ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହୋଇବ ।

କୁମ୍ଭ :

ଆଜି କାହାକୁ ଧାର ଉଧାର ଦିଅନ୍ତୁ ନାହିଁ, ଏବଂ ନିଅନ୍ତୁ ନାହିଁ ଅନ୍ଯଥା ହାନି ହୋଇ ପାରେ ଏମିତି କଲେ ମାଁ ଲକ୍ଷ୍ମୀ କୁପିତ ହୋଇ ଥାନ୍ତି ସେଥିପାଇଁ ଘରୁ ଧନ ଖରଚ କରନ୍ତୁ ନାହିଁ । ଆଜି ଶେୟର ବଜାର ରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ଅଟେ, ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ ।

ମୀନ :

ଆପଣ ପାଠ ପାଇଁ କିଛି ଚିନ୍ତିତ ରହି ପାରନ୍ତି ଏହା ଆପଣଙ୍କ ପାଇଁ ମଧ୍ୟ ହୋଇ ପାରେ ନଚେତ ଯଦି ସନ୍ତାନ ଅଛି ତେବେ ସନ୍ତାନ ପାଠ ଚିନ୍ତା ମଧ୍ୟ ହୋଇ ପାରେ । ନୂଆ କାର୍ଯ୍ୟ ପାଇଁ ସ୍ତ୍ରୀ ଏବଂ ସନ୍ତାନ ସାହାଜ୍ଯ ଏବଂ ଭଲ ପାଇବା ପ୍ରାପ୍ତ ହବ, ବିଦ୍ୟାର୍ଥୀମାନଙ୍କ ପାଠ ଉପରେ ମନ ରହିବ ।

Leave a Reply

Your email address will not be published. Required fields are marked *