ଶନିବାର 11 ଜାନୁୟାରୀ 2020 – ଆଜି 5ଟି ରାଶିର ଧନ ପ୍ରାପ୍ତି ଯୋଗ ରହିଛି

ଆଜି ଆମେ ଆପଣଙ୍କୁ ଶନିବାର ଦିନ ୧୧ ଜାନୁୟାରୀ ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି କୌଣସି ପ୍ରକାର ନିବେଶ କରିବା ପାଇଁ ସମୟ ଭଲ ନାହିଁ, ନିସ୍ପତି କରିବା ପାଇଁ ସମୟ ନିଅନ୍ତୁ ଜଲ୍ଦି କଲେ ନିସ୍ପତି ହାନିକାରକ ହୋଇ ପାରେ । ଆଜି ଆପଣ ବହୁତ ପରିଶ୍ରମ କରିବେ, ଆଜି ଆପଣ କାର୍ଯ୍ୟ ମନ ଧ୍ୟାନ ଦେଇ କରିବେ । ଖରାପ ସାଙ୍ଗମାନଙ୍କ ଦ୍ଵାରା ହାନି ହୋଇ ପାରେ, ସମ୍ପର୍କ ଭଲ ହୋଇବେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ ।

ବୃଷ :

ଘର ପରିବାର ପାଇଁ ଆଜି ଆପଣ ଦାଇତ୍ଵହିନ ରହିବେ କାହା ପାଇଁ ଚିନ୍ତା କରିବେ ନାହିଁ, କୌଣସି ବଡ କାର୍ଯ୍ୟ ପୂର୍ଣ ହେଲେ ଆପଣ ବହୁତ ଖୁସି ହୋଇବେ । ଅପ୍ରତକ୍ଷ ରୂପରେ ଲାଭ ପ୍ରାପ୍ତ ହୋଇବ, ସୁଖ ସୁବିଧା ସାଧନ ଯୋଗାଡ କରି ପାରନ୍ତି । ଆଜି ଆପଣଙ୍କ ପାଇଁ ସହଜ ଦେଖା ଯାଉ ନାହିଁ, ଆପଣ ଘର କାରଣରୁ ଚିନ୍ତା ରେ ରହିବେ । ଲୋକଙ୍କୁ ଆଜି ଟିକେ ମାନସିକ ଚିନ୍ତା ରହିବ, ଏହି ରାଶି ଲୋକ ଆଜି ଯେତେ ପରିଶ୍ରମ କରିବେ ତାହା ଫଳ ପ୍ରାପ୍ତ କରିବେ ।

ମିଥୁନ :

ବିଦ୍ୟାର୍ଥୀମାନଙ୍କ ପାଇଁ ଦିନ ଟିକେ ସମସ୍ୟା ହୋଇ ପାରେ, କିଛି ଅନାଆବଶ୍ୟକ ଖର୍ଚ ସାମ୍ନା କୁ ଆସି ପାରେ । ଅଟକି ଥିବା ଟଙ୍କା ଆଜି ଫେରିକି ପାଇ ପାରନ୍ତି, ଧନ ପ୍ରାପ୍ତି ପାଇଁ ବହୁତ ଭଲ ଅବସର ଅଟେ । ଆଜି ଆପଣଙ୍କ ପରିଶ୍ରମ ପ୍ରଶଂସା ଲୋକ କରିବେ, ପରିଶ୍ରମ ପାଇଁ ସଫଳତା ପ୍ରାପ୍ତି ହୋଇ ପାରେ । ପ୍ରତିଦ୍ବନ୍ଦୀ ଏବଂ ପ୍ରତିଯୋଗୀତା ହାନିକାରକ ହୋଇ ପାରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

କର୍କଟ :

ନୂଆ କାର୍ଯ୍ୟ ପାଇଁ ବହୁତ ଶୁଭ ସମୟ ଅଟେ, ଆଜି ଆପଣଙ୍କ ଆତ୍ମବିଶ୍ଵାସ ଆକାଶ ଛୁଇଁବ । ଆଜି ଆପଣଙ୍କ ଆର୍ଥିକ ଯୋଜନା ସଫଳ ହୋଇବ, ଆପଣ ଘର ଓ କାର୍ଯ୍ୟ ମଧ୍ୟରେ ସଠିକ ସନ୍ତୁଳନ ବନେଇ ରଖିବେ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଘର ପରିବାର ରେ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ ।

ସିଂହ :

ବହୁତ ସମୟ ଧରି ଭାରି ଲାଭ ପ୍ରାପ୍ତ କରି ପାରିବେ, ନୂଆ କାର୍ଯ୍ୟ ପାଇଁ ନିବେଶ କରି ପାରନ୍ତି ସମୟ ଶୁଭ ଅଟେ । ସମୟ ଆପଣଙ୍କ ପାଇଁ ବହୁତ ଭଲ ଚାଲିଛି, ଆପଣ ଏହାର ଲାଭ ପରେ ପାଇବେ ଏବେ ଯେମିତି ସବୁ ଚାଲିଛି ସେମିତି ଚାଲିବାକୁ ଦିଅନ୍ତୁ । ଆଜି ଆପଣ ନିଜ ଭବିଷୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତା କରିବେ, ଶରୀର ରେ ଥକାନ ଏବଂ ଅଳସ ଏବଂ ମନ ରେ ଅଶାନ୍ତି ଅନୁଭୂତି ହବ ।

କନ୍ୟା :

ଲୋକ ସରକାରୀ ଲାଭ ପ୍ରାପ୍ତି କରିବେ, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ ।

ତୁଳା :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି । ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

ବିଛା :

ଆଜି ଆପଣଙ୍କ ଶତ୍ରୁମାନେ ଆପଣଙ୍କ ପାଇଁ ଷଡୟନ୍ତ୍ର କରି ପାରନ୍ତି ଏବଂ ଆପଣଙ୍କୁ ଚିନ୍ତା ଦେଇ ପାରନ୍ତି । ଭଲ କଥା ବାରତା ଏବଂ ସ୍ଵଭାବ ଆପଣଙ୍କ ଲାଭ ପାଇଁ ବହୁତ ଗୁଡେ ରାସ୍ତା ଦେଖେଇବ, ସମସ୍ଯା ସମୟରେ ବୁଦ୍ଧି ଖର୍ଚ କରନ୍ତୁ ନିଜ ଜୀବନ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଛାଇକିରି ବା ବ୍ୟବସାୟ କ୍ଷେତ୍ର ରେ ସ୍ପର୍ଦ୍ଧା ଯୁକ୍ତ ରହିବ, ଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ, ଅଳସୁଆ ଅନୁଭବ କରିବେ ।

ଧନୁ :

ଆଜି ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ । କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ ।

ମକର :

ବହୁତ ସମୟ ଧରି ଭାରି ଲାଭ ପ୍ରାପ୍ତ କରି ପାରିବେ, ନୂଆ କାର୍ଯ୍ୟ ପାଇଁ ନିବେଶ କରି ପାରନ୍ତି ସମୟ ଶୁଭ ଅଟେ । ସମୟ ଆପଣଙ୍କ ପାଇଁ ବହୁତ ଭଲ ଚାଲିଛି, ଆପଣ ଏହାର ଲାଭ ପରେ ପାଇବେ ଏବେ ଯେମିତି ସବୁ ଚାଲିଛି ସେମିତି ଚାଲିବାକୁ ଦିଅନ୍ତୁ । ଆଜି ଆପଣ ନିଜ ଭବିଷୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତା କରିବେ, ଶରୀର ରେ ଥକାନ ଏବଂ ଅଳସ ଏବଂ ମନ ରେ ଅଶାନ୍ତି ଅନୁଭୂତି ହବ ।

କୁମ୍ଭ :

ଜୀବନସାଥି ବୁଦ୍ଧି ଓ ସ୍ଵଭାବ ଦେଖି ଆପଣଙ୍କ ମନ ବହୁତ ପ୍ରଶନ ରହିବେ, ପରିବାର ରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ । ସମ୍ପର୍କୀୟ ଲୋକଙ୍କ ଘର କାମ ରେ ଆପଣଙ୍କୁ ସପୋର୍ଟ ମିଳି ପାରେ, ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ । ଆଜି ଆପଣଙ୍କୁ ଆରାମ କରିବା ଆବଶ୍ୟକ ଅଟେ, ପୁରୁଣା ଟଙ୍କା ଫେରି ପାଇବେ ।

ମୀନ :

ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ, ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ । କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ, ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଆଜି ଦିନ ବହୁତ ଭଲ ଅଟେ । ଯାତ୍ରା ର ଯୋଗ ହେଉଛି ପରିବାର ସହ ବୁଲିବାକୁ ଯାଇ ପାରନ୍ତି, ଆଜି ଆପଣଙ୍କୁ କିଛି ଭଲ ଅବସର ପ୍ରାପ୍ତ ହୋଇ ପାରେ ଯାହା ଦ୍ଵାରା ଆପଣଙ୍କ ଭବିଷ୍ୟ ଭଲ ହୋଇବ ।

Leave a Reply

Your email address will not be published. Required fields are marked *