ସୋମବାର 11 ନଭେମ୍ବର 2019- ଏହି ତିନୋଟି ରାଶିଙ୍କ ପାଇଁ ଆର୍ଥିକ ସମୃଦ୍ଧି ଦେଖାଦେବ, ଏହି ୫ଟି ରାଶି ରୁହନ୍ତୁ ସାବଧାନ

ରାଶିଫଳ ଆମ ଯିବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଯିବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଯିବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ବ୍ୟକ୍ତିତ୍ବ ପ୍ରଭାବଶାଳି ରହିବ, ଭାଗ୍ୟ ଦ୍ଵାରା ଭରପୁର ଲାଭ ମିଳିବ କିନ୍ତୁ ଏହା ଆପଣଙ୍କ ଉପରେ ଅଛି ଯେ ଆପଣ କେଉଁ ପ୍ରକାର ଉପଯୋଗ କରିବେ । ସ୍ୱାସ୍ଥ୍ୟ ଧ୍ୟାନ ଦେଇ ଯାତ୍ରା କରିବାରୁ ବଞ୍ଚନ୍ତୁ, ସକାରାତ୍ମକ ଊର୍ଜା ଭରପୁର ପାଇବେ । ଶତୃ ହାନି କରିବା ପାଇଁ ଚେଷ୍ଟା କରିବେ, ଦିନ ଚିନ୍ତା ରେ ଯିବ । ଯିବନସାଥୀ ଉପରେ ହୋଇଥିବା ସନ୍ଦେହ ଭବିଷ୍ୟ ରେ ଆପଣଙ୍କ ସମ୍ପର୍କ ଖରାପ କରି ପାରେ ।

ବୃଷ ରାଶି :

ବ୍ୟବସାୟ ରେ ନୂଆ ଯୋଜନା ଲାଗୁ ହେଇପାରେ, ଆର୍ଥିକ ଲାଭ ହେବ । ମନପସନ୍ଦ ଭୋଜନ ଖାଇବାକୁ ପାଇବେ, ସୁଖଦାୟକ ଯାତ୍ରା ହୋଇ ପାରେ । ଆପଣଙ୍କ ପରିଶର୍ମ ଫଳ ପାଇବେ, କାରୋବାର ଠିକ ଚାଲିବ । ବିଦ୍ୟାର୍ଥୀମାନଙ୍କୁ ପରିଶ୍ରମ ଦ୍ଵାରା ଫଳ ମିଳିବ । ପୁରୁଣା ସାଙ୍ଗ ଦେଖା ହେଲେ ପ୍ରଶାନ୍ତ ମିଳିବ । ସାମାଜିକ ମାନ ପ୍ରତିଷ୍ଠା ବଢିବ, ଆଜି ଭଳି ଦିନରେ ଘର ଲୋକଙ୍କ ଦ୍ଵାରା ସୁଖ ଓ ସାହାଯ୍ୟ ପ୍ରାପ୍ତ ହେବ ।

ମିଥୁନ ରାଶି :

ଅଳସୁଆ ଅଭ୍ଯାସ କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଆଜି ଆପଣ ଅଫିସ ମିଟିଙ୍ଗ ରେ ବ୍ୟସ୍ତ ରହିବେ, ଆଜି ଆପଣଙ୍କ ଚିନ୍ତାଧାରା ସମସ୍ତଙ୍କୁ ଆକର୍ଷିତ କରିବ । ଆପଣଙ୍କ ପରିବାର ପ୍ରତି ଆପଣଙ୍କ ଦାଇତ୍ଵ ବଢିବ, ଯିବନସାଥୀ ଭାବନାକୁ ଆପଣ ସମ୍ମାନ କରିବେ । କୌଣସି ନୂଆ କାମ କରିବା ଆଗରୁ ଭଲଭାବରେ ଚିନ୍ତା କରନ୍ତୁ ଭାବନ୍ତୁ ଓ ତା ବିଷୟରେ ସବୁ ଜାଣି ଶୁଣି କାମ କରନ୍ତୁ ।

କର୍କଟ ରାଶି :

ଆଜି ଆପଣଙ୍କୁ ଆର୍ଥିକ ଲାଭ ହେବ, ଅଲଗା ଲୋକଙ୍କ ଠାରୁ ଆସା ରଖନ୍ତୁ ନାହିଁ ପୂର୍ଣ୍ଣ ହେବ ନାହିଁ । ହଟାତ ଧନ ଲାଭ ହେବାର ଅବସର ପାଇବେ, ସାଙ୍ଗ ଓ ଯିବନସାଥୀ ସାହାଯ୍ୟ ରେ କାମ ସରଲ ହୋଇ ଯିବ । ଘର ପରିବାର ସୁଖ ଶାନ୍ତି ରେ ରହିବେ, ଆପଣଙ୍କ ଭାବନା ଓ ଚିନ୍ତା ଧାରା ବଦଳିବ । ଆଜି ଆପଣ କାମ କାର୍ଯ୍ୟ ରେ ସଫଳ ରହିବେ, ସମାଜ ରେ ସମ୍ମାନ ଓ ପ୍ରତିଷ୍ଠା ବଢିବାକୁ ଲାଗିବ ।

ସିଂହ ରାଶି :

ଘର ଚିନ୍ତା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରି ପାରେ, ନୂଆ ଯୋଜନା ଲାଭକାରୀ ହେବ । ଆଜି ମହତ୍ଵପୂର୍ଣ୍ଣ କାମ ପୂର୍ଣ୍ଣ ହେବ, ଆଜି ମନ ପ୍ରସନ୍ନ ହେବ କାମକାର୍ଯ୍ୟରେ ବୃଦ୍ଧି ହେବ । ଅଲଗା କାମ ପାଇଁ କାହାର ସାହାଯ୍ୟ ପାଇ ପାରନ୍ତି, ପୁରୁଣା ଝଗଡା ଝାଣ୍ଟି ସରି ଯିବ । ଗାଡି ପ୍ରୟୋଗ ସାବଧାନ ହୋଇ କରନ୍ତୁ, ଆଜି ଆପଣ ବୁଲିବା ଓ ପଇସା ଖର୍ଚ ମୁଡରେ ରହିବେ କିନ୍ତୁ ଏହା କଲେ ଆପଣ ପରେ ପସ୍ତେଇବେ ।

କନ୍ୟା ରାଶି :

କ୍ଯାରିୟରରେ ନୂଆ ରାସ୍ତା ଦେଖା ଯିବ, ନବା ଦବା କାମରେ ଗଡବଡ ଦେଖି ମନ ଅଶାନ୍ତ ରହିବ । ନକାରାତ୍ମକ ବିଚାର ମନକୁ ଆସି ପାରେ ତାକୁ ଦୂରେଇ ରଖନ୍ତୁ, ଲୋକଙ୍କ ଉପରେ ଅତିବିଶ୍ଵାସ କରିବା ଉଚିତ ନୁହେଁ ବଞ୍ଚିକରି ରୁହନ୍ତୁ । ଆଜି ଲେଖକ ବା କୌଣସି ପ୍ରକାର କଳାକାର ପାଇଁ ନିଜ କଳା ପ୍ରଦର୍ଶନ ଦିନ ଅଟେ ଓ ସେ ନିଜ କଳା ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ ।

ତୁଳା ରାଶି :

ଆଜି ଆପଣଙ୍କ ଚିନ୍ତା କମ ହବ ଓ ତା କାରଣରୁ ଆପଣଙ୍କ ମନ ଖୁସି ରହିବ । ବ୍ୟବସାୟକ ବାଧା ଆସିବ, ସହ କର୍ମଚାରୀମାନଙ୍କ ସହ ବିବାଦ ହୋଇ ପାରେ । ଆପଣଙ୍କ ଧ୍ୟାନ ପରିବାର ଓ ଟଙ୍କା ଉପରେ ରହିବ, ସବୁ ସୁଯୋଗ ଲାଭ ଉଠେଇବା ପାଇଁ ଆପଣ ଚେଷ୍ଟା କରିବେ । ଆପଣଙ୍କ ସବୁ କାମ ସହଜ ରେ ସଋ ଯିବେ ।  କୌଣସି ଧାର୍ମିକ ସ୍ଥଳ ରେ ଯାଇ ପାରନ୍ତି ବା ଯାତ୍ରା କରି ପାରନ୍ତି ମନକୁ ସୁଖ ଓ ଶାନ୍ତି ପ୍ରାପ୍ତ ହେବ ।

ବିଛା ରାଶି :

ଧାର୍ମିକ କାମ ପାଇଁ ମନ ରୁଚି ରହିବ, ମାନ ସମ୍ମାନ ପ୍ରାପ୍ତି ହେବ । ହଟାତ କେଉଁଦୂର ବାଟ ଯିବାର ଯୋଗ ହେଉଛି, ଆପଣଙ୍କ ମନରେ ପଇସା ବିଷୟରେ କିଛି ପ୍ଲାନିଙ୍ଗ ଚାଲିବ । ଆଜି ଯେଉଁ ଲୋକ ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଞ୍ଚନ୍ତି ସେ ଆରମ୍ଭ କରନ୍ତୁ ନାହିଁ ଦିନ ଭଲ ନାହିଁ । ଜିବନସାଥୀ ଓ ସନ୍ତାନକୁ ନେଇ ଚିନ୍ତା ରେ ରହିବେ, ବ୍ୟବସାୟ ଓ ଚାକିରି ରେ ପରିସ୍ଥିତି ଅନୁକୂଳ ରହିବେ । ଡେରି ସନ୍ଧ୍ଯା ରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ ।

ଧନୁ ରାଶି :

ଆଜି ଦିନ ଆପଣଙ୍କ ପ୍ରୟାସ କୌଣସି ଜମି କୁ ନିଜର ଅଧୀନ କରିବାରେ ସମାପ୍ତ ହେବ, ଏହି କାମ ପାଇଁ ଆପଣଙ୍କ ଘର ଲୋକେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି । ନିଜ ରାଗ ଉପରେ ନିୟନ୍ତ୍ରଣ ରଖି କାମ କରନ୍ତୁ ଅବଶ୍ୟ ସଫଳ ହେବେ । ଉଧାରୀ ପାଇଁ ମନ ଚିନ୍ତିତ ରହି ପାରେ ମନ ଶାନ୍ତି ପାଇଁ ଆଧ୍ୟାତ୍ମିକ କାମରେ ରୁଚି ବଢିବ । ବ୍ୟବସାୟରୁ ସନ୍ତୁଷ୍ଟି ପ୍ରାପ୍ତ ହେବ, ଏବଂ ଧାର ଟଙ୍କା ଅଳପ ପରିଶ୍ରମ କଲେ ଫେରି ଆସିବ ।

ମକର ରାଶି :

ଆଜି ହେଉଥିବା ନିଷ୍ପତ୍ତି ପ୍ରାୟତଃ ଆପଣଙ୍କ ପକ୍ଷ ରେ ହେବ, ପରିବାର କାମ କାର୍ଯ୍ୟ ପାଇଁ ଆପଣଙ୍କୁ ଅଧିକ ସମୟ ଦବାକୁ ପଡି ପାରେ । ଆଜି ପରି ଦିନରେ ଆଇନ କାମ ଦୂରେଇ ଯିବ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଅଚଳ ସମ୍ପତ୍ତି କାରୋବାର ବିଷୟରେ ନୂଆ ଭାବନା କାହା ସହ ବନାନ୍ତୁ ନାହିଁ ଅଲଗା ଲୋକ ଏହାର ଲାଭ ନେଇ ପାରନ୍ତି । ପ୍ରଭାବଶାଳି ଲୋକଙ୍କ ସହଯୋଗ ଓ ମାର୍ଗଦର୍ଶନ ପ୍ରାପ୍ତ ହେବ, ସାଙ୍ଗମାନଙ୍କ ସାହାଯ୍ୟ ରେ କାମ ସଫଳ ହେବ ।

କୁମ୍ଭ ରାଶି :

ଆଜି ଆପଣ ଦ୍ଵିଧା ରେ ରହିବେ, କାମ କାର୍ଯ୍ୟ ଅଧିକ ରହିବ ନୂଆ କାମ ଆରମ୍ଭ କରନ୍ତୁ ନାହିଁ । ଆପଣଙ୍କ ଦ୍ଵିବିଧାପୂର୍ଣ୍ଣ ବ୍ୟବହାର ଆପଣଙ୍କୁ ଅସୁବିଧା ରେ ପକାଇ ପାରେ । ଆଜି ଆପଣଙ୍କ ପାରିବାରିକ ଯିବନ ସୁଖମୟ ହେବ, ଜିବନର ସବୁଠାରୁ କଠିନ ପରିସ୍ଥିତି ରେ ବି ଆପଣ ନିଜ ଜିବନସାଥୀ ସାହାଯ୍ୟ ପାଇ ପାରିବେ । ଆପଣଙ୍କ ପ୍ରୟାସ ସକାରାତ୍ମକ ପରିଣାମ ଦେବେ, ସ୍ୱାସ୍ଥ୍ୟ ପାଇଁ ଯାହା ଉଚିତ କରନ୍ତୁ ବ୍ୟର୍ଥ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ ।

ମୀନ ରାଶି :

ଆଜି ଆପଣ ଟଙ୍କା ଅସୁବିଧା ଆଜି ନୂଆ କାମ ପାଇଁ ମନ ଖୁସି ରହିବ କିନ୍ତୁ ଅଧିକ ଉତ୍ସାହ ହାନି କରିପାରେ ଏହାର ବି ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଘର କାମ ପାଇଁ ଯୋଜନା କାରାଗାର ଅଟେ, ନୂଆ କାମ କରିବାରୁ ବଞ୍ଚନ୍ତୁ ନଚେତ ହାନି ହୋଇପାରେ । ପ୍ରେମ ସମ୍ପର୍କ ରେ ଘନିଷ୍ଟତା ବଢିବ, ଅତିଥି ଗଣ ଘରୁକୁ ଆସି ପାରନ୍ତି ।

Leave a Reply

Your email address will not be published. Required fields are marked *