ଗୁରୁବାର 14 ନଭେମ୍ବର 2019 – ସବୁ ଦୁଃଖରୁ ମିଳିବ ମୁକ୍ତି, ମା ଲକ୍ଷ୍ମୀ ଆଜି ବଦଳାଇବେ ଏହି ୬ଟି ରାଶି ର ଭାଗ୍ୟ

ରାଶିଫଳ ଜୀବନ ରେ ବହୁତ ମହତ୍ଵ ରଖି ଥାଏ । ରାଶିଫଳ ଦ୍ଵାରା ଭବିଷ୍ୟ ରେ ଆସୁଥିବା ଘଟଣା ର ଅନୁଭବ ହୋଇଥାଏ, ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଏବଂ ନକ୍ଷତ୍ର ଜାଗା ଦ୍ଵାରା ନିର୍ଧାରିତ ହୋଇଥାଏ । ଏହି ରାଶିଫଳରୁ ଆମେ ଆମର ଭବିଷ୍ୟ ବିଷୟରେ ଜାଣି ଥାଉ । ଏଥିରୁ ଆମେ ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ , ବିବାହ, ଚାକିରି ଆଦି ବିଷୟରେ ଜାଣି ପାରିବା । ତେବେ ଆସନ୍ତୁ ଜାଣିବା ଆଜି ଦିନ ର ରାଶିଫଳ ।

ମେଷ ରାଶି :

ଆଜି ଆପଣ ନିଜ ତରଫରୁ କାହାକୁ ରଗାନ୍ତୁ ନାହିଁ, ନୂଆ ଅନ୍ଦାଜ ଲୋକଙ୍କ ଭିତରେ ନୂଆ କୌତୁହଳ ଆଣିବ । ଆପଣଙ୍କୁ ବ୍ୟବସାୟ ଏବଂ  ବ୍ୟକ୍ତିଗତ ସବୁ କଥା ସମ୍ଭାଳିବାକୁ ପଡିବ । ଆଜି ଆପଣ ବହୁତ ଦୟାଳୁ ମୁଡ ରେ ରହିବେ ଏବଂ ଦରକାର ଲୋକ କୁ ସାହାଯ୍ୟ କରିବେ ।

ବୃଷ ରାଶି :

ଆଜି ଆପଣ ଦାଇତ୍ଵ ଭାର ନିଜ ମୁଣ୍ଡ ରେ ନେଇ ପାରିବେ, ଆପଣଙ୍କ ଜୀବନ ସଠିକ ଭବିଷ୍ୟ ଆଡୁକୁ ଅଗ୍ରସର ହେଉଛି ଏବଂ ଏମିତିଆ ସମୟ ରେ ଆପଣଙ୍କୁ ନିଜ ଧ୍ୟାନ ସଠିକ ଜାଗା ରେ କେନ୍ଦ୍ରିତ କରିକି ରଖିବା ଉଚିତ ।

ମିଥୁନ ରାଶି :

ଆଜି ଆପଣ ଅଲଗା ଲୋକଙ୍କୁ ଯେତିକି ସାହାଯ୍ୟ କରିବେ ସେତିକି ଲାଭ ରେ ରହିବେ, ଚାକିରି ରେ ପ୍ରଗତି ହବ କୌଣସି ଏମିତିଆ ଲୋକ ର ସାହାଯ୍ୟ ନିଅନ୍ତୁ ଯିଏ ଆପଣଙ୍କ ଭାବନା କୁ ଭଲ ଭାବରେ ବୁଝୁଥିବ ଏବଂ ଆପଣ ତାଙ୍କୁ । ମାତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ ବ୍ୟୟ ଅଧିକ ରହିବ । ଛାତ୍ର ସଫଳ ରହିବେ । ସନ୍ତାନ ଫଳରୁ ସୁଖ ପାଇବେ ।

କର୍କଟ ରାଶି :

ବର୍ତମାନ ଚାଲୁଥିବା କାମ ରେ ଲାଭ ପାଇପାରିବେ, ଆପଣଙ୍କ ଦ୍ଵାରା ନିୟା ଯାଇଥିବା ନିର୍ଣ୍ଣୟ ସଠିକ ହବ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ରହିବ, ଆର୍ଥିକ କାମ ପାଇଁ ନୂଆ ଚାନ୍ସ ମିଳିବ । ଧର୍ମ, ରୀତି-ରିବାଜ, ଧ୍ୟାନ ଏବଂ ପ୍ରାର୍ଥନା ଆପଣଙ୍କୁ ଶାନ୍ତି, ଶକ୍ତି ଏବଂ ପ୍ରେରଣା ଦେବେ ।

ସିଂହ ରାଶି :

ଆଜି ଆପଣ ଜଣଙ୍କ ପ୍ରତି ଆକର୍ଷଣ ଅନୁଭବ କରିବେ । କାମରେ ବଡ ମାଧ୍ୟମ ରେ ଧନ ଲାଭ ହବ । ଆଜି ଆପଣ ଘର ଲୋକଙ୍କ ସହ ବୁଲିବାକୁ ଯାଇ ପାରନ୍ତି ।

କନ୍ୟା ରାଶି :

ଆଜି କାମ ପାଇଁ ଯାତ୍ରା କରିବାକୁ ପଡିପାରେ, କାହା ପ୍ରତି ନିଷ୍ଠା ରଖିଲେ ଆପଣ ଲୋକଙ୍କୁ ଖୁସି କରିପାରିବେ ଏବଂ ମନ କିଣି ପାରିବେ । ନୂଆ ବିଜନେସ ପ୍ରୋପୋଜଳ ପାଇପାରିବେ ।

ତୁଳା ରାଶି :

ଆଜି ଆପଣଙ୍କ ପରିବାର ରେ ଖୁସି ରହିବ, ଯାହା ଦ୍ଵାରା ଆପଣଙ୍କ ମନ ପ୍ରଫୁଲିତ ରହିବ । କଳାକାର ଲୋକଙ୍କୁ ଉନ୍ନତି ମିଳିବ, ନୂଆ କୋର୍ସ ପାଇଁ ଶୁଭ ଦିନ ଅଟେ । କେଉଁ ବଡ ସମାରୋହ ର ଭାଗ ହବାର ଲାଭ ପ୍ରାପ୍ତ ହବ ଓ ସଫଳତା ବି ମିଳି ପାରେ ।

ବିଛା ରାଶି :

ଆଜି ପରିବାର ରେ ସୁଖ ଶାନ୍ତି ଓ ସମୃଦ୍ଧି ବାତାବରଣ ହୋଇ ରହିବ, ମାନ ସମ୍ମାନ ପ୍ରାପ୍ତି ହେବ । ଅଲଗା ଲୋକ ବିନା କାରଣରୁ ଆପଣଙ୍କ ସହ ଝଗଡା କରି ପାରନ୍ତି ସମ୍ଭାଳି କରି ରହିବେ ।

ଧନୁ ରାଶି :

ଆଜି ଆପଣ ବଡ ନିଷ୍ପତ୍ତି ଭାବି ଚିନ୍ତି କରି ନିଅନ୍ତୁ, ବ୍ୟବସାୟ ରେ ହାନି ହବାର ଯୋଗ ହେଉଛି ସେଥିପାଇଁ ସତର୍କ ରୁହନ୍ତୁ । ଗାଡି ଚଲଉଥିବା ସମୟ ରେ ବା ମେସିନ କାମ କରୁଥିବା ସମୟ ରେ ବିଶେଷ ଧ୍ୟାନ ଦିଅନ୍ତୁ ।

ମକର ରାଶି :

ଆଜି ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ ଆସାର ମିଳି ପାରେ ବା ପାର୍ଟନସିପ ହୋଇପାରେ । ନିଷ୍ପତ୍ତି ନବାରେ ହଇରାଣ ହୋଇପାରନ୍ତି, ମନ ଧ୍ୟାନ ଦେଇ ଭାବନ୍ତୁ ଆପଣ କଣ କରୁଛନ୍ତି ଓ କଣ ଚାହୁଞ୍ଚନ୍ତି ।

କୁମ୍ଭ ରାଶି :

ଆଜି ଜମି ବାଡି କାମ ଆଗକୁ ବଢିବ, ଜୀବନସାଥି ସାହାଯ୍ୟ ଆପଣଙ୍କୁ ନୂଆ ଊର୍ଜା ପ୍ରଦାନ କରିବ । ପ୍ରେମ ସମ୍ବନ୍ଧ ଚିନ୍ତା ର ବିଷୟ ହୋଇ ପାରେ, ବିପଦ ଡାକନ୍ତୁ ନାହିଁ ଭାଇମାନଙ୍କ ସାହାଯ୍ୟ ନିଅନ୍ତୁ ସୁଖ ପ୍ରାପ୍ତି ହେବ ।

ମୀନ ରାଶି :

ବ୍ୟବସାୟ ରେ ଉନ୍ନତ୍ତି ହେବାର ଯୋଗ ହେଉଛି, ବିବାହିତ ଜୀବନ ସୁଖମୟ ହେବ । କିଛି କିଣିବା ଆଗରୁ ସେହି ଜିନିଷ ଉପଯୋଗ କରନ୍ତୁ ଯାହା ଆପଣଙ୍କ ପାଖ ରେ ଅଛି ।

Leave a Reply

Your email address will not be published. Required fields are marked *