ମଙ୍ଗଳବାର 17 ଡିସେମ୍ବର 2019 – ଆଜି ଏହି ୭ଟି ରାଶିଙ୍କ ଜୀବନ ରେ ଶୁଭ ପରିବର୍ତନ ହେବ, ଅନ୍ୟ ସବୁରାଶିଙ୍କୁ ରହିବାକୁ ପଡିବ ସାବଧାନ

ଗ୍ରହ ଚଳନ ଓ ନକ୍ଷତ୍ର ର ସ୍ଥିତିକୁ ନେଇ ରାଶିଫଳର ବିଚାର କରାଯାଏ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ କିଛି ପୁରୁଣା ସାଙ୍ଗ ସହ ଆହୁରି ଥରେ ସମ୍ପର୍କ ହୋଇ ପାରେ, ଆପଣଙ୍କ ବ୍ୟବହାର ରେ ହଟାତ ଆସି ଥିବା ପରିବର୍ତନ ଆପଣଙ୍କ ବହୁତ ଘନିଷ୍ଠ ଲୋକଙ୍କୁ ଆଘାତ କରି ପାରେ । ଆପଣଙ୍କୁ ପାଠ ରେ ସାହାଯ୍ୟ ପ୍ରାପ୍ତ ହବ । ସାମାଜିକ ରୂପରେ ଆଜି ଆପଣ ବହୁତ ଚିନ୍ତା ରେ ରହିବେ, ବିବାହିତା ଦମ୍ପତି ଅସୁବିଧାରେ ରହିବ, କିନ୍ତୁ କିଛି କ୍ଷେତ୍ର ରେ ସଙ୍ଘର୍ଷ କରିବେ ।

ବୃଷ ରାଶି :

ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଭୁଲ ବୁଝା ମଣା ପାଇଁ ଦାମ୍ପତ୍ୟ ଜୀବନ ଚିନ୍ତାମୟ ରହିବ । ସବୁ ପ୍ରକାର ପରିସ୍ଥିତି ସହ ସାମ୍ନା କରିବା ପାଇଁ ଆପଣ ସକ୍ଷମ ଅଟନ୍ତି । ଆଜି ଆପଣଙ୍କ ଦିନ ବ୍ୟସ୍ତ ରହି ପାରେ । ସମ୍ପର୍କ ଭଲ ରହିବ ଏବଂ ବିଶେଷ ଯୋଗ ହୋଇ ପାରେ କିନ୍ତୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ମିଥୁନ ରାଶି :

ଆଜି ଆପଣଙ୍କ ମନ ରେ କିଛି ଚିନ୍ତନ ରହିବ, କୌଣସି ପାରିବାରିକ ସମସ୍ୟା ଉଧାର ପାଇଁ ସକ୍ଷମ ହୋଇବେ । ଜୀବନସାଥୀ ସହ ଭୁଲ ବୁଝା ମଣା ହୋଇ ପାରେ, ବହୁତ ସିଗ୍ର ଆପଣଙ୍କୁ ନିଜ ଭାବନା ବା ଅନୁଭବ କହିବା ପାଇଁ ଚାନ୍ସ ମିଳିବ, ଦରକାର ପଡିଲେ ମଧ୍ୟ ଟଙ୍କା ସାହାଯ୍ୟ ପାଇ ପାରିବେ । କାର୍ଯ୍ୟ କ୍ଷେତ୍ର ରେ ବହୁତ ଅସୁବିଧା ସାମ୍ନା କୁ ଆସିବ, ଯାହା ଦ୍ଵାରା ପରିସ୍ଥିତି ଖରାପ ହୋଇ ପାରେ ।

କର୍କଟ ରାଶି :

କର୍କଟ ରାଶି ଲୋକଙ୍କ ବ୍ୟବହାର ରେ ବ୍ୟସ୍ତତା ରହିବ, ଆର୍ଥିକ ଆୟୋଜନ ଭଲ ଭାବରେ ହୋଇବେ । ବ୍ୟବସାୟରେ ଲାଭ ପାଇବା ଆପଣଙ୍କ ପାଇଁ ଟିକେ କଷ୍ଟକର ଅଟେ, ଗାଡି ଚଳେଇଲା ବେଳେ ଧ୍ୟାନ ରଖନ୍ତୁ । ପ୍ରେମ ପ୍ରସଙ୍ଗ ଛୋଟ କଥା ପାଇଁ ଖରାପ ହୋଇ ପାରେ ସେଥିପାଇଁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ ରାଶି :

ଆଜି ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହୋଇବ, ଘରେ ଅତିଥି ଆସିଲେ ଘର ଲୋକେ ପ୍ରସନ୍ନ ହୋଇବେ । ବ୍ୟବସାୟରେ ଆପଣ ଧୀରେ ଧୀରେ ବିକାଶ କରିବେ । ପରିଶ୍ରମ ଦ୍ଵାରା ଆପଣ ନିଜ ଲକ୍ଷକୁ ପାଇ ପାରିବେ, ସ୍ଵାର୍ଥପର ଲୋକ ଆପଣଙ୍କ କାର୍ଯ୍ୟ ଖରାପ କରି ପାରନ୍ତି । ବ୍ୟର୍ଥ ଚିନ୍ତା ସ୍ୱାସ୍ଥ୍ୟ ଖରାପ କରି ପାରେ । ଚାକିରି ରେ କାର୍ଯ୍ୟ ଭାର ଅତ୍ୟଧିକ ରହିବ, ପ୍ରେମ ସମ୍ପର୍କ ରେ ଦୂରତା ଆପଣଙ୍କ ଚିନ୍ତା ବଢେଇବ ।

କନ୍ୟା ରାଶି :

ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ନିଜ ରାଗ ଏବଂ ଆବେଶ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ । ମହିଳା ସାଙ୍ଗ ସହ ଦେଖା ହୋଇ ପାରେ ଓ ତାଙ୍କ ସାହାଯ୍ୟ ରେ ଆପଣ ଲାଭ ମଧ୍ୟ ପ୍ରାପ୍ତ କରିବେ । ଆଜି ଚାକିରିଆ ଲୋକଙ୍କ ପାଇଁ ବହୁତ ଶୁଭ ଦିନ ଅଟେ ଲାଭ ହେବ । କିଛି ଉପହାର ମିଳି ପାରେ, ସମ୍ପର୍କ ପାଇଁ ଆପଣଙ୍କ ଦାଇତ୍ଵଭାର ବଢିବ ।

ତୁଳା ରାଶି :

ଆଜି ହଟାତ ଧନ ପ୍ରାପ୍ତି ଯୋଗ ଅଛି, କୋର୍ଟ ଆଇନ କାର୍ଯ୍ୟ ଠାରୁ ଦୂରେଇକି ରୁହନ୍ତୁ, ଚାକିରିଆ ଲୋକଙ୍କ ପାଇଁ ଭଲ ଯୋଗ ଅଛି । ଆର୍ଥିକ ଲାଭ ପ୍ରାପ୍ତ ହୋଇ ପାରେ ଏବଂ କାର୍ଯ୍ୟ କ୍ଷେତ୍ର ରେ ଉପଲବଧି ମଧ୍ୟ ମିଳି ପାରେ ଯୋଗ ହେଉ ଅଛି । କାର୍ଯ୍ୟ କ୍ଷେତ୍ର ରେ ଟଙ୍କା ଖର୍ଚ କରନ୍ତୁ ନାହିଁ, ପରିବାର ସହ ଧାର୍ମିକ ସ୍ଥାନ ରେ ଯାତ୍ରା ପାଇଁ ଯାଇ ପାରନ୍ତି ।

ବିଛା ରାଶି :

ଆଜି ଆପଣ ନିଜ ସାଙ୍ଗ ଦ୍ଵାରା କିଛି ଭଲ ଖବର ପାଇ ପାରନ୍ତି, ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ଆଜି ଆପଣଙ୍କ ଆତ୍ମବିଶ୍ଵାସ ଭଲ ରହିବ । ବ୍ୟବସାଇକ ଲୋକଙ୍କ ପାଇଁ ସମୟ ଚିନ୍ତା ର ବିଷୟ ଅଟେ, ଭାଗ୍ୟ ସାହାଯ୍ୟ ପାଇବେ, ଶିକ୍ଷା କାର୍ଯ୍ୟ ପାଇଁ ମାନ ସମ୍ମାନ ବଢିବ । ଆଜି ଆପଣଙ୍କୁ ଅନ୍ୟ ଲୋକଙ୍କର ସାହାଯ୍ୟ କରିବା ପାଇଁ ସୁଯୋଗ ମିଳିବ, ଭଲ ନିଷ୍ପତ୍ତି ପାଇଁ ଲାଭ ପାଇବେ ।

ଧନୁ ରାଶି :

ଶିକ୍ଷା କାର୍ଯ୍ୟ କ୍ଷେତ୍ର ରେ ସମ୍ମାନ ପ୍ରାପ୍ତ ହୋଇବ, ଛୋଟ ଛୋଟ କଥା ପାଇଁ ଆପଣ ରାଗିବେ । କୌଣସି କାର୍ଯ୍ୟ ପାଇଁ ଅବହେଳା କରନ୍ତୁ ନାହିଁ । ଚାକିରିଆ ଲୋକଙ୍କ ଦିନ ସାମାନ୍ୟ ରୂପରେ ଶୁଭ ରହିବ, ପରିବାର ରେ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ ।

ମକର ରାଶି :

ଆଜି କାହା ସହ ଭୁଲ ବୁଝା ମଣା ହୋଇ ପାରେ, ପ୍ରପାର୍ଟି ସମ୍ବନ୍ଧିତ କୌଣସି ନିଷ୍ପତ୍ତି ବ୍ୟସ୍ତ ହୋଇ କରନ୍ତୁ ନାହିଁ, ଶିକ୍ଷା କ୍ଷେତ୍ର ରେ ସମାନ ପ୍ରାପ୍ତ ହୋଇ ପାରେ । ଆର୍ଥିକ କାମ ପାଇଁ ସମୟ ପ୍ରତିକୂଳ ରହିବ, ରୋଜଗାର ରେ ଲାଭ ହବ । ନୂଆ କାର୍ଯ୍ୟ ପାଇଁ ଅଫର ମିଳିବ, ବ୍ୟବସାୟ ଓ ଚାକିରି ରେ ସବୁ ଭଲ ହବ ।

କୁମ୍ଭ ରାଶି :

ଆପଣଙ୍କ ଦିନ ଆଜି ସୁଖପୂର୍ଣ ହୋଇବ, କାର୍ଯ୍ୟ ସ୍ଥଳ ରେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ । ପରିବାର ରେ ଧାର୍ମିକ କାର୍ଯ୍ୟ ହୋଇବ, ମାଁ ବାପାଙ୍କର ଆଶୀର୍ବାଦ ଓ ସାହାଯ୍ୟ ପ୍ରାପ୍ତ ହୋଇବ ।  ଆଜି ଆପଣ ଅନ୍ୟ କାହା ଠାରୁ ସାହାଯ୍ୟ ପାଇ ପାରନ୍ତି, କୌଣସି ଧାର୍ମିକ ଯାତ୍ରା ଆପଣଙ୍କ ଜୀବନ ବଦଳି ପାରେ ଏବଂ ସକାରାତ୍ମକ ବିଚାର ଉତ୍ତପନ ହେବ ।

ମୀନ ରାଶି :

ଆଜି ଆପଣ ଆର୍ଥିକ କାର୍ଯ୍ୟ ପାଇଁ ସାବଧାନ ରୁହନ୍ତୁ, ନିଜ ରାଗ ବା କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ, ପରିବାର ସହ କୌଣସି ଧାର୍ମିକ ଯାତ୍ରା ପାଇଁ ଯାଇ ପାରନ୍ତି । ଆଜି ଆପଣ ମଜବୁତ ମନୋବଳ ସହ ସାହସୀ କାର୍ଯ୍ୟ ରେ ହାତ ଦେବେ, ବିରୋଧୀମାନଙ୍କ ଠାରୁ ବଞ୍ଚି ରହିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ଭାବନା ଗୋଟେ କଥା ପାଇଁ ସ୍ଥିର ରହିବନି ତଥା ଲଗାତାର ପରିବର୍ତନ ହୋଇ ଚାଲିବ, ଭାବି ଥିବା କାର୍ଯ୍ୟ ପୂର୍ଣ ହୋଇ ପାରେ ।

Leave a Reply

Your email address will not be published. Required fields are marked *