ଗୁରୁବାର 18 ଫେବୃୟାରୀ 2021- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୩ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ପ୍ରେମ ଓ ବୈବାହିକ ସମ୍ବନ୍ଧରେ ବହୁତ ସୁଧାର ହେବାର ସମ୍ଭାବନା ରହିଛି । ଆପଣଙ୍କୁ ଭୌତିକ ଆରମ୍ଭ ଓ ବିଳାସର ବୃଦ୍ଧି ହେବ । ଆପଣଙ୍କ ବ୍ଯବସାୟିକ ସାଥି ସହିତ ଆପଣଙ୍କ ବୁଝାମଣା ଖରାପ ହୋଇପାରେ । ଶୁଭ ସମାଚାର, ଲେଖା ଜୋଖା କାର୍ଯ୍ୟରେ ବିଶେଷ ସାବଧାନ ରୁହନ୍ତୁ । ଆପଣ ଓ ଆପଣଙ୍କ ଜୀବନ ସାଥିଙ୍କ ଭିତରେ ଦୂରତା ବଢିପାରେ । ଛୁଆ ମାନଙ୍କ ସହିତ ଜଡିତ କିଛି ସମସ୍ଯା କିଛି ଚିନ୍ତାର କାରଣ ହୋଇପାରେ ।

ବୃଷ :- ଆଜି ଆପଣ ନିଜ ବୁଦ୍ଧି ଦ୍ଵାରା କାମ କରନ୍ତୁ । କାହା ସହିତ ବିବାଦ ହେବାର ଆଶଙ୍କା ରହିଛି, ବାଣିରେ ସଂଯମତା ରକ୍ଷା କରନ୍ତୁ । ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ବା ଯୋଗ କରିବା ଉପଯୋଗୀ ରହିବ । ଆପଣ ନିଜ କାମ ଉପରେ ଧ୍ୟାନ ରଖିବା ଉଚିତ । ବେସୀ ସାମାଜିକ ଓ ବ୍ଯବହରିକ ହେବା କଷ୍ଟ ଦାଯକ ହୋଇପାରେ । ଚାକିରି ବ୍ୟବସାୟରେ ଦିନ ସାମାନ୍ଯ ରହିବ ।

ମିଥୁନ :- ଆଜି ଆପଣଙ୍କ ପ୍ରତିଷ୍ଠା ଓ ଲୋକ ପ୍ରିୟତାରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ଯା ସମ୍ଭବ ଅଟେ । କାମ ମାମଲାରେ ନିଜେ ନିଜକୁ ହଜେଇବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କ ପାଇଁ ବଡ କାରଣ ହୋଇପାରେ । ଆପଣ ନିଜେ ନିଜକୁ ଧୋକା ଦେଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ସ୍ଥିତି ରହିବ । ଆପଣ ସାମାନ୍ଯ କାର୍ଯ୍ୟକୁ କରିବାକୁ ଆଳସ୍ୟ ଅନୁଭବ କରିବେ । ଆପଣଙ୍କ ଖର୍ଚ ଅଧିକ ହୋଇପାରେ ।

କର୍କଟ :- କର୍କଟ ରାଶିର ଲୋକଙ୍କୁ କାମ ମାମଲାରେ ଭଲ ଫଳ ମିଳିବ ଓ ଆପଣଙ୍କ କାମକୁ ତାରିଫ ମଧ୍ୟ ମିଳିବ । ଆପଣଙ୍କ ବ୍ୟକ୍ତିତ୍ବ ଓ ରଙ୍ଗ ରୂପକୁ ଭଲ ବନେଇବା ପାଇଁ ଚେଷ୍ଟା ସନ୍ତୋଷ ଜନକ ପ୍ରମାଣିତ ହେବ । ପ୍ରେମ ଜୀବନ ପାଇଁ ଆଜିର ଡିନ ବହୁତ ବଢିଆ ରହିବ । ଆପଣଙ୍କ ପ୍ରିୟ ଆପଣଙ୍କୁ ହୃଦୟର କଥା କହିବେ । ଜୀବନ ସାଥି ସହିତ କେଉଁଠିକୁ ବୁଲିବା ପାଇଁ ଯାଇପାରନ୍ତି । ପରିବାରରେ ଶୁଭ କାର୍ଯ୍ୟ ହେବ ।

ସିଂହ :- ଥକା ପଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ଯା ଉତପନ ହୋଇପାରେ । କାର୍ଯ୍ୟ ସ୍ଥଳରେ କାହା ଉପରେ ଆଖି ବୁଜି ବିଶ୍ବାସ କରନ୍ତୁ ନହିଁ । ଛାତ୍ର ଦିନସାରା ବହୁତ ଥକା ଅନୁଭବ କରିବେ । ପରିଜନଙ୍କ ସହଯୋଗ ଦ୍ଵାରା କାର୍ଯ୍ୟ ହେବ । ଆପଣଙ୍କୁ ସଜେସନ ଦିଆଯାଉଚିକି କ୍ରୋଧ ବା ଅହଂକାରକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନହିଁ । ଘର ମାମଲାରେ କିଛି ସମସ୍ଯା ରହିପାରେ । ପ୍ରତିଯୋଗୀ ପରୀକ୍ଷା ପାଇଁ ବିଦ୍ୟାର୍ଥୀଙ୍କ ବହୁତ ପରିଶ୍ରମ କରିବାକୁ ପଡିବ । କମ ସମୟରେ କାମକୁ ପୁରା କରିବେ ।

କନ୍ୟା :- ଆପଣଙ୍କ କାର୍ଯ୍ୟ ସ୍ଥଳରେ ତାରିଫ ହେବ । ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ସ୍ୱାସ୍ଥ୍ୟ ବିଗିଡି ପାରେ । ନିଜ ଖାଇବା ପିଇବାରେ ଟିକେ ଧ୍ୟାନ ରଖନ୍ତୁ । ଯାତ୍ରାରେ ଅସୁବିଧା ହୋଇପାରେ । ଭାଗ୍ୟ ସହଯୋଗ କରିବ ଓ ଆପଣଙ୍କ ସମସ୍ଯାର ସମାଧାନ ହେବ । ବହୁତ ଦିନ ପରେ ଆପଣଙ୍କୁ ଭଲ ସମୟ ମିଳିପାରେ ।

ତୁଳା :- ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ପରିବାରରେ ଖୁଶିର ମାହୋଲ ରହିବ । ସାଙ୍ଗ ସାଥି ସହିତ ବୁଲିବାକୁ ଯିବାକୁ ଯୋଜନା ବନାଇ ପାରନ୍ତି । ବାଣୀର ମଧୁରତା ଦ୍ଵାରା ଅନ୍ୟ ଲୋକଙ୍କ ମନରେ ନିଜ ସକାରାତ୍ମକ ଛାପ ଛାଡିବେ । ଯାହା ଉପରେ ଆପଣ ସନ୍ଦେହ କରୁଛନ୍ତି, ତାହା ଭୁଲ ଅଟେ । ହଠାତ ଧନ ଲାଭ ହେବାର ଯୋଗ ବନୁଛି । କୌଣସି ଜରୁରୀ କାମରେ ଟିକେ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିପାରେ ।

ବିଛା :- ଆଜି ଆପଣଙ୍କର ପାରିବାରିକ ଜୀବନ ବହୁତ ଭଲ ରହିବ । ପରିଚିତ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଅସୁବିଧାକୁ ଦୂର କରିବ । ପ୍ରେମ ଜୀବନ ପାଇଁ ଦିନ ମାନ ବହୁତ ଭଲ ରହିବ । ଆପଣ ଆପଣଙ୍କ ମିତ୍ରଙ୍କ ପାଇଁ ଭଲପାଇବା ଅନୁଭବ କରିବେ । ପିତାଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ । ପୁରୁଣା ରୋଗ ପାଇଁ ଚିନ୍ତିତ ରହିବେ । କାମ ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ଆପଣଙ୍କୁ କାମ କରିବାର ବହୁତ ଅବସର ମିଳିବ ।

ଧନୁ :- ଆଜିର ଦିନ ଆପଣଙ୍କ ବୁଦ୍ଧି ଓ କଳ୍ପନାଶକ୍ତିକୁ ଉଚାରେ ରଖିବ । ନିଜ ସାଙ୍ଗର ସଜେସନ ନିଅନ୍ତୁ, ଯାହା ଅଧିକ ଦିନ ପାଇଁ ସାହାର୍ଯ୍ୟ କାରି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ପାଠ ପଢିବାରେ ଛାତ୍ରଙ୍କ ରୁଚି ବଢିବ । ଘର ଉପଯୋଗୀ ଜିନିଷ କିଣିପାରନ୍ତି । ଜୀବନ ଶୈଳୀରେ ଚେଞ୍ଜେସ ଆସିପାରେ । ଚିନ୍ତା ଛାଡନ୍ତୁ, ବିଶ୍ବାସ ରଖି ଆଗକୁ ବଢନ୍ତୁ ।

ମକର :- ଆଜି ଆପଣ କୌଣସି ଜରୁରୀ କାମ କରିବାରେ ସଫଳ ହେବେ । ଆପଣ ବ୍ୟାପାରକୁ ନୂଆ ଗତି ଦେବା ପାଇଁ ଆଜି କିଛି ନୂଆ ଯୋଜନା ବନାଇବେ । ଆପଣଙ୍କ ଦାୟିତ୍ଵ ହୀନତା ପାଇଁ କାର୍ଯ୍ୟ କ୍ଷେତ୍ରରେ କୌଣସି ସମସ୍ଯା ଉତ୍ପନ ହୋଇପାରେ । ଆର୍ଥିକ ସଙ୍କଟ ଆସିପାରେ । ଏମିତି ସମୟରେ ଇଶ୍ଵରଙ୍କ ଆରାଧନା ଏବଂ ଆଧ୍ୟାତ୍ମିକତା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିପାରେ ।

କୁମ୍ଭ :- ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ଯ ରହିବ ଓ ବିରୋଧୀବି ଆଜି ଶାନ୍ତ ରହିବେ । ଆପଣ କିଛି ଏମିତି ଜିନିସରେ ସାମିଲ ହୋଇବେ ଯେଉଁଠି ଆପଣଙ୍କୁ ଅଲଗା ଲୋକଙ୍କ ତରଫରୁ କାମ କରିବାକୁ ହେବ । ପାରିବାରିକ ଜୀବନରେ ଅକାରଣରେ ଚିନ୍ତା ଆସିପାରେ । ସମ୍ପର୍କ କ୍ଷେତ୍ରରେ ବିସ୍ତାର ହେବ । ଚାକିରିରେ ବଦଳି ହୋଇପାରେ । ଆପଣଙ୍କୁ କାହାର ଯତ୍ନ ନେବାକୁ ପଡିପାରେ । ପ୍ରଭାବଶାଳି ବ୍ୟକ୍ତିଙ୍କ ଠାରୁ ଲାଭ ମିଳିବ ।

ମୀନ :- ବହୁତ ଦିନରୁ ମନରେ ଚାଲୁଥିବା କଥା ଆଜି ନିଜ ଜୀବନସାଥି ଆଗରେ ପ୍ରକାଶ କରିବେ । ଅଫିସରେ କାମର ଭାର ଟିକେ ଅଧିକ ପଡିବ । ବ୍ୟସ୍ତତା କାରଣରୁ ନିଜ ଜୀବନରେ ଉଥଲ ପୁଥଲ ସମ୍ଭବ ହୋଇପାରେ । କାମରେ ଧ୍ୟାନ ଦିଅନ୍ତୁ ଓ ନିଜ ଭବିଷ୍ୟକୁ ବନାଇବା ପାଇଁ ସେ ସବୁ କାର୍ଯ୍ୟ କରିବାକୁ ହେବ ଯାହା ଫଳରେ ଆପଣଙ୍କର ଭଲ ହେବ । ବେସୀ ତେଲ ଜିନିଷ ଖାଆନ୍ତୁ ନହିଁ ।

Leave a Reply

Your email address will not be published. Required fields are marked *