ବୁଧବାର 20 ନଭେମ୍ବର 2019 – ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ରାଶି ଫଳର ଲୋକଙ୍କୁ ମିଳିବ କର୍ମରେ ସଫଳତା

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣ ଭାଗ୍ୟଶାଳି ରହିବେ, ଏହା ଆପଣଙ୍କ ସବୁଠାରୁ ଭଲ ଦିନମାନଙ୍କ ମଧ୍ୟରୁ ଗୋଟେ ରହିବ, କାର୍ଯ୍ୟ କ୍ଷେତ୍ର ରେ କରିଥିବା ପ୍ରୟାସ ଆଜି ସଫଳତା ଏବଂ ପ୍ରଗତି ହୋଇବ । ସ୍ଥାନ ପରିବର୍ତନ କଲେ ମନ ପ୍ରସନ ରହିବ, ମାଁଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ । ଆଜି ପୁରା ଦିନ ଆପଣ ବ୍ୟସ୍ତ ରହିବେ କିନ୍ତୁ କୌଣସି କାମ ଆପଣଙ୍କ ପୂର୍ଣ୍ଣ ହେବ ନାହିଁ ।

ବୃଷ ରାଶି :

ଆଜି ଆପଣଙ୍କ ଦିନ ଚିନ୍ତା ପୂର୍ଣ୍ଣ ହୋଇ ପାରେ, ଆପଣଙ୍କ ଜୀବନ ସଠିକ ଭବିଷ୍ୟ ଆଡକୁ ଅଗ୍ରସର ହେଉଛି ଏବଂ ଏମିତିଆ ସମୟ ରେ ଆପଣଙ୍କୁ ନିଜ ଧ୍ୟାନ ସଠିକ ଜାଗା ରେ କେନ୍ଦ୍ରିତ କରିକି ରଖିବା ଉଚିତ । ହଟାତ ଅଟକିଥିବା ଟଙ୍କା ଆଜି ପାଇପାରିବେ, ଛାତ୍ର ଛାତ୍ରାଙ୍କ ପାଇଁ ଅତି ଶୁଭ ଦିନ ଅଟେ । ଚାକିରି ବା କ୍ୟାରିୟର ପାଇଁ ଅତ୍ୟଧିକ ପରିଶ୍ରମ ଆବଶ୍ୟକ ଅଟେ ।

ମିଥୁନ ରାଶି :

ଆଜି ଆପଣଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ କରିବା ଅତି ଆବଶ୍ୟକ ଅଟେ, କୋର୍ଟ କଚେରୀ କାମ ଆଜି ଆପଣଙ୍କ ପାଇଁ ଅନୁକୂଳ ହେବ । ଧ୍ୟାନ ରଖନ୍ତୁ ଅପେକ୍ଷା କଲେ ସବୁକିଛି ପାଇ ପାରିବେ ହଡବଡ ହେଲେ ଆସିବା ଜିନିଷ ବି ଯାଇ ପାରେ । କଥା ବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ହେଉଥିବା କାମ ବି ଅଟକି ଯାଇ ପାରେ ।

କର୍କଟ ରାଶି :

ଦାମ୍ପତ୍ୟ ଜୀବନ ଆଜି ନୂଆ ରାସ୍ତା ନବ ଏବଂ ଆପଣଙ୍କ ଜୀବନସାଥୀ ମୂଲ୍ୟ ଆପଣ ଜାଣିବେ । କଥା ହେଲା ବେଳେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ଆପଣଙ୍କ ବ୍ୟକ୍ତିତ୍ଵ ସମସ୍ତଙ୍କୁ ଦେଖାଯିବ । ଶିକ୍ଷା କ୍ଷତ୍ରରେ ସାହାଯ୍ୟ ପାଇବେ ଓ ନିଜ ପ୍ରୟାସ ପାଇଁ ସଫଳତା ବି ପାଇବେ ।

ସିଂହ ରାଶି :

ଆଜି ଆପଣ ଭାବନା କିଛି ବିଶେଷ କାମ ପାଇଁ ପରିବର୍ତ୍ତନ ହେବ, ସମ୍ପର୍କ ପ୍ରଭାବରେ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ, ମାନସିକ ସ୍ତର ରେ ନିଜକୁ ବ୍ୟସ୍ତ ପାଇବେ । କାର୍ଯ୍ୟକ୍ଷତ୍ର ଅନୁଯାଇ ଆଜିର ଦିନ ଆପଣଙ୍କ ସବୁ କାମ ପାଇଁ ସଫଳତା ପାଇ ପାରନ୍ତି ଏହାର ଭରପୁର ଲାଭ ଉଠାନ୍ତୁ । ପ୍ରେମ ରେ ସଫଳତା ପ୍ରାପ୍ତ ହେବ, ନିଜ ପାର୍ଟନର ଙ୍କୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ ।

କନ୍ୟା ରାଶି :

ପ୍ରେମ ଓ ଦାମ୍ପତ୍ତ୍ୟ ଜୀବନ ରେ ମତଭେଦ ହୋଇ ପାରେ, କାର୍ଯ୍ୟ ପାଇଁ ଅଧିକ ଦୌଡାଦୌଡି ହୋଇପାରେ । ଆଜି ଆପଣଙ୍କ ସାଙ୍ଗ ଓ ସମ୍ବନ୍ଧିମାନଙ୍କ ସହ ସମ୍ପର୍କ ଘନିଷ୍ଟ ହେବାର ଯୋଗ ହେଉଛି । ଚାକିରି ଖୋଜୁଥିବା ଲୋକଙ୍କ ଖୋଜା ସମାପ୍ତ ହେବ, ହଟାତ ଅତ୍ୟଧିକ ଖର୍ଚ୍ଚ ହବାର ଯୋଗ ଅଛି । ହଡବଡ ହେଲେ ହାନି ହୋଇପାରେ ସାବଧାନ ରୁହନ୍ତୁ, ଆପଣଙ୍କ କାର୍ଯ୍ୟ ରେ ଉନ୍ନତ୍ତି ଦେଖାଯିବ ।

ତୁଳା ରାଶି :

ଆଜି ଆରମ୍ଭ କାମ ଅପୂର୍ଣ ରହିବ, ଚାକିରି ବଦଳିଲେ ସନ୍ତୋଷ ପାଇବେ, ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବ, ଆପଣଙ୍କ ବ୍ୟବସାୟ ରେ ହଟାତ ବୃଦ୍ଧି ହେବାର ସଂକେତ ଦେଖାଯିବ । ବରିଷ୍ଠ ଲୋକଙ୍କ ସହ ପରିଚୟ ହେବ, ଉନ୍ନତ୍ତି ହେବ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ସ୍ୱାସ୍ଥ୍ୟ ଖରାପରୁ ଚିନ୍ତିତ ରହିବେ । ବହୁତ ଦିନରୁ ଅଟକିଥିବା କାମ ପୂର୍ଣ ହେବ ଓ ଏହା କାରଣରୁ ମନ ଖୁସି ରହିବ ।

ବିଛା ରାଶି :

ଆଜି ପରିବାର ରେ ଆଦାନ ପ୍ରଦାନରୁ ସଚେତ ରୁହନ୍ତୁ, ଆଜି ଖାଇବା ଉପରେ ଧ୍ୟାନ ଦିଅନ୍ତୁ ଶୁଭକାରୀ ହେବ । ଅଲଗା ଲୋକ ବିନା କାରଣରୁ ଆପଣଙ୍କ ସହ ଝଗଡା କରି ପାରନ୍ତି ସମ୍ଭାଳି କରି ରହିବେ । ବଡ କମ୍ପାନୀ ରୁ ଚାକିରି ପାଇଁ ଡାକେରା ଆସି ପାରେ, ରାଜନୈତିକ ଲୋକଙ୍କୁ ମାନ ସମ୍ମାନ ରେ ବୃଦ୍ଧି ହେବ । ଆଜି ଯେଉଁ ଲୋକ ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଞ୍ଚନ୍ତି ସେ ଆରମ୍ଭ କରନ୍ତୁ ନାହିଁ ଦିନ ଭଲ ନାହିଁ ।

ଧନୁ ରାଶି :

ଆଜି ଆପଣ ବଡ ନିଷ୍ପତ୍ତି ଭାବି ଚିନ୍ତି କରି ନିଅନ୍ତୁ, ବ୍ୟବସାୟ ରେ ହାନି ହବାର ଯୋଗ ହେଉଛି ସେଥିପାଇଁ ସତର୍କ ରୁହନ୍ତୁ । ଗାଡି ଚଲଉଥିବା ସମୟ ରେ ବା ମେସିନ କାମ କରୁଥିବା ସମୟ ରେ ବିଶେଷ ଧ୍ୟାନ ଦିଅନ୍ତୁ । ସରକାରୀ ଲୋକଙ୍କ ପାଇଁ ଦିନ ସଫଳ ଅଟେ, ଆପଣ ଯେଉଁ କାମ ପରିଶ୍ରମ ରେ କରୁଛନ୍ତି ସେହାକୁ ମନ ଦେଇ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଳିବାର ଆଶା ଅଛି ।

ମକର ରାଶି :

ଆଜି ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ ଆସାର ମିଳି ପାରେ ବା ପାର୍ଟନର୍ସିପ ହୋଇପାରେ । ନିଷ୍ପତ୍ତି ନବାରେ ହଇରାଣ ହୋଇପାରନ୍ତି, ମନ ଧ୍ୟାନ ଦେଇ ନିଶ୍ଚୟ କରନ୍ତୁ ଆପଣ କଣ କରୁଛନ୍ତି ଓ କଣ ଚାହୁଞ୍ଚନ୍ତି । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

କୁମ୍ଭ ରାଶି :

ଆଜି ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଦିନ ଶୁଭ ହେବ ଭାଇ ଭଉଣୀ ସାମାଜିକ ସ୍ଥିତି ରେ ହଟାତ ବୃଦ୍ଧି ହେବ । ପ୍ରେମ ସମ୍ବନ୍ଧ ଚିନ୍ତା ର ବିଷୟ ହୋଇ ପାରେ, ବିପଦ ଡାକନ୍ତୁ ନାହିଁ ଭାଇମାନଙ୍କ ସାହାଯ୍ୟ ନିଅନ୍ତୁ ସୁଖ ପ୍ରାପ୍ତି ହେବ । ଆପଣଙ୍କ ଖର୍ଚ ଆପଣଙ୍କ ଆୟରୁ ଅଧିକ ହେବ, ବିନା କାରଣ ଖର୍ଚ୍ଚରୁ ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ ।

ମୀନ ରାଶି :

ଆଜି ନିଜ ବ୍ୟବହାର ନକାରାତ୍ମକ କରନ୍ତୁ ନାହିଁ, ଅନ୍ୟ କାହାଠୁ ଉପହାର ପ୍ରାପ୍ତ କରିବା ପାଇଁ ଏହା ସଠିକ ସମୟ । ଶାରୀରିକ କଷ୍ଟ ଓ ବାଧା ପାଇଁ ହାନି ସମ୍ଭବ ଅଟେ ।  କିଛି କିଣିବା ଆଗରୁ ସେହି ଜିନିଷ ଉପଯୋଗ କରନ୍ତୁ ଯାହା ଆପଣଙ୍କ ପାଖ ରେ ଅଛି । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ ।

Leave a Reply

Your email address will not be published. Required fields are marked *