ଶନିବାର 7 ଡିସେମ୍ବର 2019 – ଏହି ୩ଟି ରାଶିଙ୍କ ଜୀବନ ଆଜି ବଦଳିବ, ଆସନ୍ତୁ ଜାଣିବା ଆପଣଙ୍କ ଦିନ କିପରି ଯିବ

ଆଜି ଆମେ ଆପଣଙ୍କୁ ରାଶିଫଳ ବିଷୟରେ କହିବା ଯାଉଛୁ ଯାହା ଅନୁଯାଇ ଆପଣ ନିଜ ଦିନ ପ୍ଳାନ କରି ପାରିବେ । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ସବୁ ଖୁସି ଏବଂ ଉତ୍ସାହ ବୃଦ୍ଧି ହେବ, ଆପଣ କାର୍ଯ୍ୟ ଓ ପରିବାର ମଧ୍ୟରେ ହଇରାଣ ହୋଇ ପାରନ୍ତି । ଆପଣଙ୍କ ଦିନ ଶୁଭ ଅଟେ, କିନ୍ତୁ କାର୍ଯ୍ୟ କ୍ଷମତା ବଢିବାକୁ ଲାଗିବ, ନିଷ୍ପତ୍ତି ନବା ଆଗରୁ ଚିନ୍ତନ ଅବଶ୍ୟ କରନ୍ତୁ । ଏମିତି ସ୍ଥିତି ରେ ସାନ୍ତ ଓ ସରଳ ରୁହନ୍ତୁ, ରଣନୀତି ବନେଇ କାର୍ଯ୍ୟ କରନ୍ତୁ । କୌଣସି ସମସ୍ୟା ସରିବ, ଆପଣଙ୍କ କାର୍ଯ୍ୟ ଓ କ୍ଷମତା ଆପଣଙ୍କୁ ନୂଆ ନାମ ଦେବ ।

ବୃଷ ରାଶି :

ଆଜି ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢିବ, ଅଟକିଥିବା ଧନ ଓ ଉଧାର ପ୍ରାପ୍ତ ହବ । ଆପଣ ଆଇନ ଏବଂ ସିଦ୍ଧାନ୍ତକୁ ପ୍ରାଥମିକତା ଦେବେ, ଜୀବନସାଥୀ ସାହାଯ୍ୟ ଆପଣଙ୍କ ଭାଗ୍ୟ ଉଜ୍ଵଳ କରିବ । ମନ ଉପରେ କୌଣସି ପ୍ରକାର ଚିନ୍ତା ଭାର ରହିବ, ରାଗ ଉପରେ ନିୟନ୍ତ୍ର ରଖିବା ପାଇଁ ଚେଷ୍ଟା କରନ୍ତୁ । ଦୁଷ୍ଟ ଲୋକଙ୍କ ଠାରୁ ବଞ୍ଚି କରି ରହିବା ପାଇଁ ଚେଷ୍ଟା କରନ୍ତୁ ।

ମିଥୁନ ରାଶି :

ଆଜି ଆପଣଙ୍କୁ ଭଲ ଖବର ମିଳି ପାରେ, ଧନ ଲାଭ ଯୋଗ ଅଛି । ଆଜି ଆପଣଙ୍କ ଉପରେ ବହୁତ କାର୍ଯ୍ୟ ଭାର ରହିବା ଯେତେ ପାରୁଛନ୍ତି ସରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ରୋଜଗାର ପାଇଁ ନୂଆ ରାସ୍ତା ପାଇବେ, ସମ୍ପତ୍ତି ଓ ଗାଡି ବିକ୍ରି ବା କିଣା ଲାଭ ହୋଇ ପାରେ ।

କର୍କଟ ରାଶି :

ଆଜି ଆପଣଙ୍କ ଆୟ ବଢିବ, ଆପଣଙ୍କ ଭଲ ବ୍ୟବହାର ପାଇଁ ଆପଣ ଅନ୍ୟ ଲୋକଙ୍କୁ ପ୍ରଭାବିତ କରି ପାରିବେ । ଆପଣ ଆଜି ନିଜ କ୍ଷେତ୍ର ରେ ପ୍ରଭାବିତ କାର୍ଯ୍ୟ କରିବେ, ଦାନ ପୂନ୍ୟ କଲେ ଲାଭକାରୀ ହେବ । ଦ୍ଵିପ୍ରହର ପରେ ଦିନ ଭଲ ରହିବ ।

ସିଂହ ରାଶି :

ଯଦି ଆଜି ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖିବେ ତେବେ ବହୁତ ପ୍ରକାର ସମସ୍ୟା ଠାରୁ ବଞ୍ଚି ପାରନ୍ତି, ପାରିବାରିକ ବାତାବରଣ ଭଲ ରହିବ । ଅଚିହ୍ନା ଲୋକଙ୍କ ଉପରେ ଅତ୍ୟଧିକ ଭରସା କରନ୍ତୁ ନାହିଁ, ବ୍ୟର୍ଥ ଖର୍ଚ କରନ୍ତୁ ନାହିଁ ଏବଂ ଯେତେ ଚେଷ୍ଟା କରନ୍ତୁ ରୋଜଗାର ବଢେଇବା ପାଇଁ । ଆଜି ସମ୍ପତ୍ତି କାର୍ଯ୍ୟ ହୋଇ ପାରେ ଯୋଗ ହେଉ ଅଛି ।

କନ୍ୟା ରାଶି :

ଆଜି ଆପଣଙ୍କ କାମ ଆଗ ଅଟକିବ ତା ପରେ କାମ ହୋଇବ, ଘର ପରିବାର ରେ ସମସ୍ୟା ହୋଇ ପାରେ । ଆପଣଙ୍କୁ ନିଜ ବ୍ୟର୍ଥ ଖର୍ଚ ଉପରେ ନିୟନ୍ତ୍ରଣ କରିବା ଉଚିତ ଅଟେ । ଆପଣ ନିଜ ବଳ ଠାରୁ ଅଧିକ ନିଜ ବୁଦ୍ଧି ଦ୍ଵାରା କାମ ସମ୍ପୂର୍ଣ କରିବାରେ ସଫଳ ହୋଇବେ । ଆଜି ଆପଣଙ୍କର ଭଲ ବ୍ୟବସାୟ ଯୋଗ ଅଛି, ମନ ଓ ସ୍ୱାସ୍ଥ୍ୟ ସବୁ ଭଲ ରହିବ ।

ତୁଳା ରାଶି :

ଆଜି ଆପଣଙ୍କ ମାନ ସମ୍ମାନ ବଢିବ, ବିଦେଶ ସାଙ୍ଗ ଖବର ପାଇବେ । ଆଜି ଆପଣ ନିଜ କାର୍ଯ୍ୟ କ୍ଷେତ୍ର ରେ ସମସ୍ତଙ୍କୁ ଆକର୍ଷିତ କରିବେ, ଅଲଗା ଅଲଗା କାମ ପାଇଁ ଲାଭ ମିଳିବ ଯାହା ଦ୍ଵାରା ମନ ଖୁସି ହୋଇବ । କାହା ସହ ଝଗଡା କରନ୍ତୁ ନାହିଁ, ସାବଧାନ ରୁହନ୍ତୁ ଆପଣଙ୍କ ଅନୁଭବ ଆପଣଙ୍କ କାର୍ଯ୍ୟ ରେ ସାହାଯ୍ୟ କରିବ ।

ବିଛା ରାଶି :

ଆଜି ଆପଣଙ୍କ ଜୀବନ ପ୍ରତି ଆପଣଙ୍କ ଭାବନା ବଦଳିବ, ମନ ପ୍ରସନ୍ନ ଓ ଖୁସି ରହିବ । ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସମସ୍ତେ ଆପଣଙ୍କୁ ବହୁତ ପ୍ରଶଂସା କରିବେ । କୌଣସି କଥା ପାଇଁ ଆପଣ ଡଋ ପାରନ୍ତି, ମନ ଭିତରେ ଆସୁଥିବା ପ୍ରଶ୍ନ ପାଇଁ ଚିନ୍ତିତ ହୋଇ ପାରନ୍ତି ।

ଧନୁ ରାଶି :

ଆଜି ବ୍ୟବସାୟ କ୍ଷେତ୍ର ରେ ଆପଣ ଅଲଗା ପ୍ରକାର କାର୍ଯ୍ୟ କରିବେ ଯାହା ଦ୍ଵାରା ଆପଣଙ୍କ ନା ଉପରୁକୁ ଉଠିବ । ମାଁ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ପରିବାର ଲୋକଙ୍କର ଭରପୁର ସାହାଯ୍ୟ ପାଇବେ । ଆଜି ଆପଣ ନିଜକୁ ବହୁତ ସକ୍ଷମ ବୋଲି ଅନୁଭବ କରିବେ ।

ମକର ରାଶି :

ଆଜି ଆପଣ ଆଇନ ଏବଂ ସିଦ୍ଧାନ୍ତ ଉପରେ ପ୍ରାଥମିକତା ଦେବେ, ଅହଙ୍କାରୀ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ । ଅସୁରକ୍ଷା ଭାବନା ପାଇଁ ମନ ଭିତରେ କିଛି ନକାରାତମାକ କଥା ଆସି ପାରେ, ସମୟ ଶାନ୍ତିପୂର୍ଣ ରଖିବା ପାଇଁ ଚେଷ୍ଟା କରନ୍ତୁ ।

କୁମ୍ଭ ରାଶି :

ହଟାତ କିଛି ଭଲ ଓ ଖୁସି ଖବର ମିଳି ପାରେ, ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କ ସହକାରୀ ଆପଣଙ୍କୁ ବହୁତ ପ୍ରକାରରେ ସାହାଯ୍ୟ କରିବେ । ରୋଜଗାର ରେ ଉନ୍ନତି ପ୍ରାପ୍ତ ହବ, ମନରେ ଆସୁଥିବା ଭାବନା ପାଇଁ କିଛି ଚିନ୍ତିତ ହୋଇ ପାରନ୍ତି । ପରିବାର ସମସ୍ୟା ଅସୁବିଧା କରି ପାରନ୍ତି ।

ମୀନ ରାଶି :

ଆଜି ଆପଣଙ୍କ ଜୀବନ ପ୍ରାପ୍ତି ଆପଣଙ୍କ ଭାବନା ବଦଳିବ ଆଜି ଆପଣ ନିଜ ଜୀବନକୁ ସକାରାତ୍ମକ ଭାବରେ ଦେଖି ପାରିବେ । ନୂଆ ଦାଇତ୍ଵ ପାଇଁ ଆପଣ ଖୁସି ପାଇବେ, ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହବ । କାର୍ଯ୍ୟ କ୍ଷେତ୍ର ସମସ୍ୟା ସମାଧାନ ହବ, ଅଲଗା କାର୍ଯ୍ୟ ପାଇଁ ମନ ଭଲ ରହିବ ।

Leave a Reply

Your email address will not be published. Required fields are marked *