ରବିବାର 7 ଜାନୁୟାରୀ 2021- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ସପ୍ତାହର ପ୍ରଥମ ଦିନ ବ୍ୟାପାରରେ ସକାରାତ୍ମକ ଚେଞ୍ଜେସରେ ନୂଆ ସଉଦାର ପ୍ରାପ୍ତି ହେବ । ସାମାଜିକ କାର୍ଯ୍ୟ କରିବା ଓ ସମଯରେ ଶୁଭ ବ୍ୟୟ ଦ୍ଵାରା ସନମାନର ପ୍ରାପ୍ତି ହେବ ଓ ଭୌତିକ ବିକାଶର ଯୋଗ ହେଉଛି । ପ୍ରେମ ଜୀବନରେ କିଛି ଟେନସନ ଆସିପାରେ ଓ ମାତା ପକ୍ଷରୁ ବୈଚାରିକ ମତଭେଦ ହୋଇପାରେ । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଘରର କୌଣସି ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା  ହୋଇପାରେ । ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।

ବୃଷ:- କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କ ଧ୍ୟାନ ନୂଆ ଯୋଜନାରେ ଲାଗିବ । ଏହା ସହିତ ଆପଣଙ୍କର ଅନୁକୂଳ ବାତାବରଣ ବନିବ ତଥା ଆପଣଙ୍କ ସାଥି ସହଯୋଗ ମଧ୍ୟ କରିବେ । ପ୍ରେମ ଜୀବନରେ ଆନନ୍ଦ ଦାୟକ ସମୟ ବ୍ଯତୀତ ହେବ । ଦିନର ଅଧାରେ ଟେନସନ ପରେ ମଧ୍ୟ ପରାକ୍ରମରେ ବୃଦ୍ଧି ହେବ । ପରିବାରରେ ଖୁସି ମଙ୍ଗଲ ମୟ ପରିବର୍ତନ ବା ମନୋରଥ ସିଦ୍ଧ ହେବ । କାନୁନି ବିବାଦରେ ଆପଣଙ୍କ ବିଜୟ ହେବ । ଭାଗ୍ୟ 84 ପ୍ରତିଶତ ସହଯୋଗ କରିବ ।

ମିଥୁନ :- ଆଜିର ଦିନ ବହୁତ ରଚନାତ୍ମକ ରହିବ । କଳାତ୍ମକ ବା ରଚନାତ୍ମକ କାମକୁ ପୁରା କରିବାରେ ଆପଣଙ୍କ ଦିନ ବିତିବ। ଆଜି ଆପଣ ସେହି କାର୍ଯ୍ୟ କରିବେ ଯାହା ଆପଣଙ୍କୁ ସବୁଠୁ ଅଧିକ ପ୍ରିୟ ଅଟେ ଆଉ ରିଲାକ୍ସ କରିବାର ସମୟ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସିନିୟର ସହଯୋଗୀର ସାଥ ମିଳିବ ଓ ନୂଆ ପ୍ରୋଜେକ୍ଟକୁ ବହୁତ ଅଧିକ ବନାଇବା ପାଇଁ କିଛି କଥା ମନରେ ଆସିପାରେ । ଜୀବନ ସାଥୀଠୁ ଶୁଭ ସମାଚାର ମିଳିବ ଓ ତାଙ୍କ ଉନ୍ନତି ଦ୍ଵାରା ମନ ପ୍ରସନ୍ନ ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

କର୍କଟ :- ଆଜିର ଦିନ ଆପଣଙ୍କ ପାଇଁ ସୃଜନାତ୍ମକ ରହିବା । ବ୍ୟସ୍ତତା ଭିତରେ ଧର୍ମ ଅଧ୍ୟାତ୍ମ ପାଇଁ ସମୟ ବାହାର କରିବେ, ଏଥିରେ ମନକୁ ଶାନ୍ତି ମିଳିବ । ବହୁତ ଦିନରୁ ପଡିଥିବା କାମ ଆଜି ପୁରା ହେବ ଓ ପରିବାର ସହିତ ଜରୁରୀ ଜିନିଷକୁ ନେଇ ମହତ୍ଵ ପୂର୍ଣ ଚର୍ଚା ହେବ । ଅଫିସରେ ବିଚାର ଅନୁସାରେ ମହୋଲ ବନିଯିବ ଓ ଆପଣଙ୍କ ସହଯୋଗୀ ମଧ୍ୟ ସାହାର୍ଯ୍ୟ କରିବା ପାଇଁ ଆସିପାରନ୍ତି । ବିବାହ ଯୋଗ ଜାତକଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ସିଂହ :- ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହିତ ମନ ମାଳିନ୍ୟ ହୋଇପାରେ । ଏଥିରେ ଆପଣଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଆଣିବାକୁ ଚେଷ୍ଟା କରିପାରନ୍ତି । ପାରିବାରିକ ଖର୍ଚରେ ନିୟତ୍ରଣ ରଖନ୍ତୁ ଅନ୍ଯଥା ଆର୍ଥିକ ସନ୍ତୁଳନ ବିଗିଡି ଯାଇପାରେ । ଜୀବନ ସାଥି ସହିତ ଭଲ ସମୟ ବ୍ଯତୀତ ହେବ ଓ ଭବିଷ୍ୟକୁ ନେଇ ଚର୍ଚା ହୋଇପାରେ । ସନ୍ଧ୍ଯା କାଳ ମଙ୍ଗଳମୟ କାର୍ଯ୍ୟରେ ବ୍ଯତୀତ ହେବ । ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଯଦି ଆପଣ କୌଣସି ଅସୁବିଧାରେ ଅଛନ୍ତି ଓ ପ୍ରେମିସାଥିଙ୍କ କଥାରେ ଚିନ୍ତିତ ଅଛନ୍ତି ଆପଣ ନିଜ ଅସୁବିଧା ଓ ଅସମର୍ଥତା ସଫା କହିଦେବ ଉଚିତ । ଧ୍ୟାନ ରଖନ୍ତୁ ଏହି ଅସୁବିଧା ଶୀଘ୍ର ସେଶ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ମହତ୍ବପୂର୍ଣ କାଗଜ ପତ୍ର ସମ୍ଭାଳିକି ରଖନ୍ତୁ । ଭାଗ୍ୟ 50 ପ୍ରତିଶତ ସହଯୋଗ କରିବ ।

ତୁଳା :-ପାରିବାରିକ ସମ୍ପତିର ବିବାଦରେ ବ୍ଯତୀତ ହେଉଛିତ ସ୍ଥିତି ଆପଣଙ୍କ ପକ୍ଷରେ ନଜର ଆସିବ । କାର୍ଯ୍ୟ ବ୍ୟବହାରରେ ଜଡିତ ସବୁ ବିବାଦ ଆଜି ସମାଧାନ ହେବ । କାର୍ଯ୍ୟ କ୍ଷେତ୍ରରେ ନୂଆ ପ୍ରୋଜେକ୍ଟରେ କିଛି କାମ ଆରମ୍ଭ ହୋଇପାରେ । ଦୈନିକ ବ୍ୟାପାରୀର ଆୟରେ ବୃଦ୍ଧି ହେବ ଓ ନୂଆ ସ୍ରୋତ ବନିବ । ପ୍ରେମ ଜୀବନରେ ଆପଣଙ୍କ ସନମାନ ବଢିବ ଓ ପରିବାରକୁ ନିଜ ସାଥି ବିଷୟରେ କହିବେ । ଭାଗ୍ୟ ୮୭ ପ୍ରତିଶତ ସହଯୋଗ କରିବ ।

ବିଛା :- ଆଜି ଦିନଭରି ଲାଭର ଅବସର ପ୍ରାପ୍ତ ହେବ ଓ ଆର୍ଥିକ ସ୍ଥିତି ମଜଭୁତ ରହିବ । ପରିବାରରେ ସୁଖ ଶାନ୍ତି ଓ ସ୍ଥିରତାର ଆନନ୍ଦ ଉଠାଇବ । ଚାକିରି ବା ବ୍ୟାପାରରେ କିଛି ନବୀନତା ଆଣିବେତ ଆଗକୁ ଯାଇ ଆପଣାକୁ ଲାଭ ହେବ । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ ଓ ସନ୍ତାନ ତରଫରୁ ଶୁଭ ସମାଚାର ମିଳିବ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ଧନୁ :-  ବିଜନେସରେ କୌଣସି କଷ୍ଟ ଉଠାଇବେତ ଲାଭ ହେବାର ଆଶା ହୋଇପାରେ । ପ୍ରତିଦିନର କାମରେ କିଛି ନୂଆ କାମରେ ହାତ ଲଗାଇବେତ । କୌଣସି ପରିଚିତଙ୍କ ପାଇଁ ପଇସାର ଆବଶ୍ୟକ ପଡିପାରେ । ଭାଗ୍ୟ ୮୪ ପ୍ରତିଶତ ପର୍ଯ୍ୟନ୍ତ ସହଯୋଗ କରିବ ।

ମକର :- ସନ୍ତାନ ସହିତ ସମ୍ବନ୍ଧିତ କୌଣସି ବଡ ନିସ୍ପତି ନେବାକୁ ପଡିପାରେ । ଆୟର ନୂଆ ସ୍ରୋତ ବିକଶିତ ହେବ ଆଉ ପ୍ରେମ ଜୀବନକୁ ସମ୍ପର୍କରେ ବଦଳାଇବାକୁ ଚେଷ୍ଟା କରିବେ । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ଅସୁବିଧାର ସମନ୍ନା କରିବାକୁ ପଡିପାରେ । ବହୁତ ପ୍ରକାର କାମ ଏକ ସହିତ ଆସିବା ଦ୍ଵାରା ଚିନ୍ତା ବଢିବ । ବ୍ୟାପାରରେ ନୂଆ ନିବେଶ ଆପଣଙ୍କ ପାଇଁ ଲାଭରେ ସ୍ଥିତି ବୃଦ୍ଧି କରିପାରେ ।

କୁମ୍ଭ :- ଆଜିର ଦିନ ପରିବାର ଲୋକଙ୍କ ସହିତ ବ୍ଯତୀତ ହେବ । ଭାଗ୍ଯର ସହଯୋଗ ମିଳିବା ସହିତ ଖୁସି ଖବର ମଧ୍ୟ ମିଳିବ । ସ୍ୱାସ୍ଥ୍ୟ ପ୍ରତୀ ସଚେତ ରହିବାର ଆବଶ୍ୟକ  ରହିଛି । ବହୁତ ଦିନର କାର୍ଯ୍ୟକୁ ପୁରା କରିବାରେ ସହଯୋଗ ମିଳିବ ଆଉ ଛାତ୍ରର ବୌଧିକ କ୍ଷମତାର ବିକାଶ ମଧ୍ୟ ହେବ । ମାତା ପକ୍ଷରୁ ବହୁତ ସହଯୋଗ ମିଳିବ ଓ ପାରିବାରିକ ସମ୍ପତି ମିଳିବ ର ବହୁତ ସମ୍ଭାବନା ରହିଛି । ଭାଗ୍ୟ ୮୬ ପ୍ରତିଶତ ସହଯୋଗ ମିଳିବ

ମୀନ :- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସୁଖରେ ବ୍ଯବଧାନ ଆସିପାରେ । ରାଶିର ସ୍ଵାମୀ ଶନି କାରଣ ମାର୍ଗ ଉଦୟ ହେଉଛି । କୌଣସି ବିପରୀତ ସମାଚାର ଶୁଣି ହଠାତ ଯାତ୍ରାରେ ଯିବାକୁ ହେବ । ସେଥିପାଇଁ ସାବଧାନ ରୁହନ୍ତୁ ଓ ଝଗଡା ବିବାଦରୁ ବଞ୍ଚିକି ରୁହନ୍ତୁ । ଭାଗ୍ୟ ୫୪ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *