ଶୁକ୍ରବାର 8 ନଭେମ୍ବର 2019 – ଏହି ଚାରୋଟି ରାଶିଙ୍କ ଜାତକକୁ ମାଁ ଦୂର୍ଗା ଦେବେ ବରଦାନ, ହେଉଛି ସୌଭାଗ୍ୟ ର ଯୋଗ

ଶୁକ୍ରବାର ଚାରୋଟି ରାଶିଙ୍କୁ ମାଁ ଦୂର୍ଗା ବରଦାନ ଦେବେ, ଆସନ୍ତୁ ଜାଣିବା ଏହି ରାଶିଙ୍କ ବିଷୟରେ । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ନୂଆ କାମ ସମ୍ବନ୍ଧରେ ଆପଣ ଆୟୋଜନ କରିବେ ଓ ସଫଳତା ପ୍ରାପ୍ତ କରିବେ । ଧାର୍ଯ୍ୟ କମ ରହି ପରେ ଯାହା ଦ୍ଵାରା କିଛି ଖରାପ ହୋଇ ପାରେ ସେଥିପାଇଁ ନିଜ ଧର୍ଯ୍ୟକୁ ହରାନ୍ତୁ ନାହିଁ । ପରିବାର ସମସ୍ୟା ବଢିବାକୁ ଲାଗିବ ଧ୍ୟାନ ଦିଅନ୍ତୁ । ସାଙ୍ଗମାନଙ୍କ ସାହାଯ୍ୟ ପାଇ ପାରିବେ, ପିତାଙ୍କ ମତ ଉପଯୁକ୍ତ ହେବ ଆପଣଙ୍କ ପାଇଁ ଲାଭକାରୀ ଅଟେ । ପାରିବାରିକ ଦାଇତ୍ଵ ରେ ଭୁଲ ହୋଇପାରେ ଯାହା ପାଇଁ ଘର ଲୋକେ ଚିନ୍ତିତ ରହିବେ । ଆର୍ଥିକ କାର୍ଯ୍ୟ ରେ ଧ୍ୟାନ ଦିଅନ୍ତୁ ଅତ୍ୟନ୍ତ ଲାଭ ହବ ।

ବୃଷ ରାଶି :

ଏହି ରାଶି ଲୋକ ଆଜି ହଡବଡ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, କିଛି ନୂଆ ଆରମ୍ଭ ହୋଇ ପାରେ । ଚାକିରି ରେ ଇଛା ବୃଦ୍ଧି ହେବ ଓ ଦାଇତ୍ଵ ଭାର ସମ୍ଭାଳିକି କରିବାକୁ ପଡିବ । ପରିଶ୍ରମ ଅତି ଆବଶ୍ୟକ ଅଟେ, ପାଠ ପାଇଁ ଦିନ ଅତ୍ୟନ୍ତ ଶୁଭ ଅଟେ । ପ୍ରୟାସ କଲେ ନିଶ୍ଚିନ୍ତ ସଫଳତା ପ୍ରାପ୍ତି ହେବ, ଟଙ୍କା ପାଇବାର ସେହି ଉପାୟ କରନ୍ତୁ ଯାହା ଆଜି ଆପଣଙ୍କ ଧ୍ୟାନରେ ଆସିଛି ।

ମିଥୁନ ରାଶି :

ବ୍ୟବସାଇକ ଓ ଚାକିରିଆ ଲୋକଙ୍କ ପାଇଁ ଆଜି ର ଦିନ ଅତ୍ୟନ୍ତ ଲାଭକାରୀ ଅଟେ, ଆପଣଙ୍କ ସବୁଦିନିୟା କାମକୁ ଟିକେ ବଦଳିବାକୁ ପଡି ପାରେ ଏହା କଲେ ଆପଣଙ୍କ ସମସ୍ୟା ସମାପ୍ତ ହୋଇ ପାରେ । ବହୁତ ଜାଗା ରେ ଭଗବାନ ବୃହସ୍ପତିଙ୍କ କୃପାରୁ ଆପଣ ହାନିରୁ ବଞ୍ଚିବେ, ବିଜନେସ ରେ ଲାଭ ହେବାର ଯୋଗ ପ୍ରସ୍ତୁତ ହେଉଛନ୍ତି । କୌଣସି ନୂଆ କାମ ଆପଣଙ୍କୁ ମିଳି ପାରେ ଯାହାକୁ ନିଜ ମୁଣ୍ଡ ଖର୍ଚ୍ଚ କରି ଆପଣଙ୍କୁ ନୂଆ କରିବାକୁ ପଡିବ ।

କର୍କଟ ରାଶି :

ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ, ସମ୍ପର୍କ ରେ କିଛି ଚିନ୍ତା ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ, କପଡା ଓ ଅନ୍ୟ ଜିନିଷ ଉପରେ ଅଧିକ ଖର୍ଚ ହେବ । କାରୋବାର ଓ ଚାକିରି ରେ ଭଲ ସଫଳତା ପାଇବାର ଯୋଗ ହେଉଛି, ଯୁବକମାନଙ୍କ ପାଇଁ ଚାକିରି ଆସାର ଭଲ ଅଛି ଚେଷ୍ଟା କରନ୍ତୁ ଫଳ ଅବଶ୍ୟ ପାଇବେ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କାମ ଖରାପ ହୋଇ ପାରେ । ବିପଦ ସମୟ ରେ ଆପଣଙ୍କୁ ନିଜକୁ ସଜାଗ ଓ ସବଳ ଦେଖେଇବା ଆବଶ୍ୟକ ଅଟେ ।

ସିଂହ ରାଶି :

ଆଜି ସମ୍ପର୍କୀୟ ଲୋକଙ୍କ ସହ ସବୁ କିଛି ଭଲ ରହିବ, ହଟାତ ଖର୍ଚ୍ଚର ଯୋଗ ହେଉଛି । ବ୍ୟବସାୟ କାର୍ଯ୍ୟ ରେ ସହକାରୀ ଲୋକଙ୍କ ସାହାଯ୍ୟ ପାଇବେ, ସମ୍ପତ୍ତି ଦେଖା ରକ୍ଷା ପାଇଁ ଖର୍ଚ୍ଚ ଅଧିକ ହେବ । ଆଜି ଦିନ ଅଫିସ ପୁରୁଣା କାମ ସାରିବାରେ ପଳେଇବ, ବ୍ୟକ୍ତିଗତ ମାର୍ଗ ଦର୍ଶନ ଆପଣଙ୍କ ସମ୍ପର୍କରେ ଭଲ ରହିବ । ସଞ୍ଚିତ ଧନ କମିବାକୁ ଲାଗିବ ଧ୍ୟାନ ଦେଇ ଖର୍ଚ କରନ୍ତୁ ଓ ଆବଶ୍ୟକ ଜିନିଷ ଉପରେ ଖର୍ଚ କରନ୍ତୁ ।

କନ୍ୟା ରାଶି :

ଆଜି ଆପଣଙ୍କ ଆର୍ଥିକ ଯୋଜନାକୁ ବଳ ମିଳିବ, ପାରିବାରିକ ପ୍ରତିଷ୍ଠା ଓ ମାନ ସମ୍ମାନ ରେ ବୃଦ୍ଧି ହେବାକୁ ଲାଗିବ । ହଟାତ ପାଇଥିବା ଖବର ଆପଣଙ୍କୁ ଖୁସି କରି ପାରେ, ପରିବାର ଲୋକଙ୍କ ସହ ଏହି ଖୁସି କୁ ମନାନ୍ତୁ ।  ଆଜି ଆପଣଙ୍କ ଘର ଲୋକଙ୍କ ସହ ଝଗଡା ହବାର ପ୍ରବଳ ଯୋଗ ହେଉଛି ସେଥିପାଇଁ ନିଜ କଥା ବାର୍ତ୍ତା ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ । ସମ୍ପର୍କ ବିଷୟରେ ଆପଣ ସବୁ ବେଳେ ସ୍ପଷ୍ଟ ରହିବେ, ଏହା ଦ୍ଵାରା ଆପଣ ନିରାସାରୁ ମୁକ୍ତ ରହିବେ ।

ତୁଳା ରାଶି :

ଗୃହସ୍ତ ଜୀବନରେ ଆନନ୍ଦ ବାତାବରଣ ରହିବ, ପରିଜନ ଲୋକ ଘର ପରିସର ବିଷୟରେ ଚର୍ଚ୍ଚା କରିବେ । ବଡ ଲୋକଙ୍କ ଭଲ ପାଇବା ମିଳିବ, ବ୍ୟବସାୟ ରେ ହଟାତ ଲାଭ ହବାର ସମ୍ଭାବନା ହେଉଛି । ବିଦ୍ୟାର୍ଥୀମାନେ ଅଧ୍ୟୟନ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସାଙ୍ଗମାନଙ୍କ ସହ ସମୟ ବିତେଇବା ପାଇଁ ଯୋଗ ହେଉଛି ।

ବିଛା ରାଶି :

ଆଜି ଆପଣ ନିଜ ବୁଦ୍ଧି ଯୋଗୁ କଠିନ କାର୍ଯ୍ୟ ବି ପୂର୍ଣ୍ଣ କରି ପାରିବେ । ପରିଶ୍ରମ କାମ ବି ଆପଣଙ୍କୁ କରିବାକୁ ପଡି ପାରେ, ଆପଣଙ୍କ ମୁଖ ଉପରେ ସନ୍ତୁଷ୍ଟି ଭାବ ଦେଖାଯିବ । ଆଜି ଆପଣଙ୍କ ମନରେ ବହୁତ ପ୍ରକାର ଭାବନା ଆସିବ ଯାହା ଦ୍ଵାରା ଆପଣ ଚିନ୍ତିତ ରହିବେ ଏହାକୁ ଶାନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ଅଲଗା କାମ ରେ ମନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ସେଥିପାଇଁ ଧ୍ୟାନ ଦିଅନ୍ତୁ, ଆମଦନି କମ ଓ ଖର୍ଚ ଅଧିକ ହୋଇପାରେ । କୌଣସି ମହିଳା ସାଙ୍ଗ ସାହାଯ୍ୟ କରିବେ, ଅଧିକ ଖର୍ଚ ପାଇଁ ଆପଣ ଚିନ୍ତିତ ରହିବେ ।

ଧନୁ ରାଶି :

ଆଜି ଆପଣ ନିଜ ନିର୍ଧାରିତ ସମୟରେ ଲକ୍ଷ କୁ ପାଇବେ । ଆଜି ସବୁ ଚିନ୍ତା ଭୁଲି ଆପଣ ନିଜ ଘର ଲୋକନଙ୍କ ସହ ସମୟ ବିତେଇବେ । ଆଜି କୌଣସି କଥା ପାଇଁ ଚିନ୍ତା କରନ୍ତୁ ନାହିଁ, କାହାର ବିପରୀତ କାମ କରନ୍ତୁ ନାହିଁ । ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ଆବଶ୍ୟକତା ଅନୁଯାଇ ଖର୍ଚ କରନ୍ତୁ । କୌଣସି ଘନିଷ୍ଠ ବ୍ୟକ୍ତି ସହ ଦେଖା ହବାର ଯୋଗ ଅଛି । ପ୍ରେମ ବିଷୟରେ ଆଜି କହି ପାରନ୍ତି ।

ମକର ରାଶି :

ଆଜି ଆପଣ ନିଜ ପ୍ରୟାସ ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ରିତୁର ଆନନ୍ଦ ପାଇବେ । ଏହା ହୋଇ ପାରେ ଯେ କେହି ଆପଣଙ୍କୁ ନିଜ ପ୍ରେମ ବିଷୟରେ କହି ପାରନ୍ତି, ଏହା ଆପଣଙ୍କ ପାଇଁ ଏକ ରୋମାଞ୍ଚକ ଦିନ ହୋଇବ ଓ ଲାଭକାରୀ ମଧ୍ୟ । ପରିବାର ରେ ଖୁସି ରହିବ, ଆର୍ଥିକ ସ୍ଥିତି ଖରାପ ହୋଇପାରେ ଧ୍ୟାନ ଦବା ଆବଶ୍ୟକ ଅଟେ । ଆପଣ ତନ ମନ ଓ ଧନ ସବୁ ପ୍ରକଳାର ରେ ସୁଖ ପାଇବେ ।

କୁମ୍ଭ ରାଶି :

ଆଜି ଆପଣଙ୍କୁ ମାଁ ବାପାଙ୍କ ସାହାଯ୍ୟ ପ୍ରାପ୍ତ ହେବ, ଆଜି ଫ୍ରି ସମୟରେ ଆପଣ ନିଜକୁ ସମୟ ଦେଇ ପାରିବେ । ଐସ ଆରାମ ଜିନିଷ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ, ପତ୍ନୀଙ୍କ ଭାବନାକୁ ଭଲ ଭାବରେ ବୁଝିବେ । ମାଁ ବାପାଙ୍କ ସ୍ୱାସ୍ଥ୍ୟ ଚିନ୍ତା ରହିବ, ସମାଜରେ ଚିହ୍ନା ଜଣା ବଢିବ । କୋର୍ଟ ଆଇନ କାମରେ ଧର୍ଯ୍ୟ ରଖନ୍ତୁ, ସ୍ୱାସ୍ଥ୍ୟ ଚିନ୍ତା ରହିବ ।

ମୀନ ରାଶି :

ଆଜି ଆପଣ ସାମାଜିକ କାମ ପାଇଁ ଆଗ୍ରହ ଦେଖେଇ ପାରନ୍ତି, ଏହା ଦ୍ଵାରା ଯଶ ଓ କୀର୍ତ୍ତି ପ୍ରାପ୍ତ ହୋଇ ପାରେ । ପାରିବାରିକ ବାତାବରଣ ଆନନ୍ଦପୂର୍ଣ ହୋଇବ, ବ୍ୟର୍ଥ କାମ ପାଇଁ ପରିବାର ଶାନ୍ତି ଭାଙ୍ଗି ପାରେ । ସାଙ୍ଗମାନଙ୍କ ସାହାଯ୍ୟ ପ୍ରାପ୍ତ ହେବ, ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *