ମଙ୍ଗଳବାର 09 ଜାନୁୟାରୀ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନ ଆପଣଙ୍କ ପାଇଁ କିଛି ଅଲଗା ହେବ ଓ ଆପଣଙ୍କ ଭୌତିକ ଓ ସାଂସାରିକ ଦ୍ରୁଷ୍ଟି କୋଣ ଆଜିର ଦିନ କିଛି ବଦଳି ପାରେ । କୌଣସି ବ୍ୟକ୍ତିକୁ ଦେଖି ଆପଣଙ୍କ ମନରେ ସମବେଦନା, ପ୍ରେମ, ପରୋଉପକାର ଭାବନା ଜନ୍ମ ନେଇପାରେ । ଆପଣ ତାଙ୍କୁ ବହୁତ ସାହାର୍ଯ୍ୟ କରିବେ । ସେ ବ୍ୟକ୍ତି ପରିବାରର ହେଉକି ବାହାରର ହେଉ । ଆଜିର ଦିନ ଫାଇଦା ଦେବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ବୃଷ :- ଆଜିର ଦିନ ଆପଣଙ୍କ ବହୁତ କଷ୍ଟରେ ବିତିପାରେ । ସମ୍ଭବ ହୋଇପାରେ ଆଜି ଆପଣଙ୍କୁ କୌଣସି ଠକ ହାବୁଡରେ ପଡ଼ିପାରନ୍ତି । ଯେତେ ପର୍ଯ୍ୟନ୍ତ ହେବ ନିଜ ଜମା ପୁଞ୍ଜିକୁ ବଞ୍ଚାଇକି ରଖିବେ । ଆଯ ଅନୁସାରେ ଖରଚ କରିବେତ ବୁଦ୍ଧିମତା କାମ ଅଟେ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଅଫିସରେ କୌଣସି ପ୍ରକାର ପରିବର୍ତନ ଦେଖିବାକୁ ମିଳିପାରେ । ଆଜି ଆପଣଙ୍କ କଥା ଲୋକଙ୍କ ହୃଦୟ କିଣିପାରେ । ଗୋଟେ ଥର ଲୋକଙ୍କ ହୃଦୟରେ ଆପଣଙ୍କ ସ୍ଥାନ ବନିଯିବା ପରେ ଓ ମାନ ପ୍ରତିଷ୍ଠା ବନିବା ପରେ ଆଜୀବନ ତାର ସୁଖ ମିଳିବ । ଆଜି ଭାଗ୍ୟ ୮୩ ପ୍ରତିଶତ ସହଯୋଗ କରିବ ।


କର୍କଟ :- ଆଜିର ଦିନ ଆପଣଙ୍କ ପାଇଁ କିଛି ଅଲଗା ପ୍ରକାର ଖାସ ହେବାର ଅଛି । ଲୋକ ଆପଣଙ୍କ ପାଖକୁ ଆଶ୍ରୟ ନେବାକୁ ଆସିପାରନ୍ତି । ଅତିଥି ମାନେ କିଛି ଲମ୍ବା ପଡାବ ପକାଇବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଆପଣ ପୁରା ଦାୟିତ୍ଵର ସହିତ ସନମାନର ସହିତ ସମସ୍ତଙ୍କ ଆଦର ସତ୍କାରର ଇଛା ପୁରା କରିବେ । ଆଜି ଭାଗ୍ୟ ୮୭ ପ୍ରତିଶତ ସହଯୋଗ କରିବ ।

ସିଂହ :- ଆପଣଙ୍କ ପାଇଁ ଏହି ସମୟ ଟିକେ କଷ୍ଟକର ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଓ ଜୀବନ ଜାପନ କ୍ଷେତ୍ରରେ ଆପଣଙ୍କୁ ଆସୁବିଧା ହୋଇପାରେ । ଘର ମାମଲାରେ ମଧ୍ୟ ଆପଣଙ୍କୁ କିଛି ସୁଖ ଦୁଃଖର ସାମ୍ନା କରିବାକୁ ପଡିପାରେ । ଅପ୍ନା ଯୁବକ ଅଛନ୍ତି ଆଉ ଏବେ କ୍ଯାରିଆର ପାଇଁ ସଂଘର୍ଷ କରିଛନ୍ତି । ତେବେ ସେହି କାମ କରନତୁ ଯେଉଁଥିରେ ଆତ୍ମ ସନମାନ ମିଳିବ । ପରିବାର ଲୋକ ଆପଣଙ୍କ ସାଥ ଦେବେ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆପଣ କାମ କାର୍ଯ୍ୟ ରେ ସୁଧାର ଆଣିବାପାୟନ ଚେଷ୍ଟା କରିବେ । କୌଣସି ଚିହ୍ନ ସାଙ୍ଗର ସାହାର୍ଯ୍ୟ ଦ୍ଵାରା ଆପଣ ବିଗିଡି ଯାଇଥିବା କାର୍ଯ୍ୟକୁ ଠିକ କରିପାରିବେ । ଆପଣ ଙ୍କ ନିଜ ଲୋକ ଆପଣଙ୍କ କାର୍ଯ୍ୟରେ ଆସୁଥିବା ବାଧକୁ ଦୂର କରିପାରିବ । ଆପଣଙ୍କୁ ସମୟର ସହଯୋଗ ମିଳିବ ଓ ଆପଣଙ୍କ ସବୁ କାମ ସମୟ ହିସାବରେ ପୁରା ହୋଇବ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।


ତୁଳା :- ଆଜିରା ଦିନ ଆରମ୍ଭରେ ଆପଣଙ୍କୁ କୌଣସି ଚ୍ୟାଲେଞ୍ଜେର ସାମ୍ନା କରିବାକୁ ପଡିପାରେ । ସମ୍ଭବ ହୋଇପାରେ ଆପଣଙ୍କ କାମରେ କିଛି ବାଧା ଆସିପାରେ । ଏହି ବାଧା ଗୁଡିକୁ ପାର କରି ଆପଣ ନିଜ କାମକୁ ବହୁତ ସହଜରେ ପୁରା କରିବେ । ସ୍ଥାୟୀ ସଫଳତା ପୁରା କରିବା ପାଇଁ ଆପଣଙ୍କୁ କିଛି ଅତିରିକ୍ତ ପ୍ରୟାସ କରିବାକୁ ପଡିପାରେ । ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

ବିଛା :- ଆଜିର ଦିନ ଆପଣଙ୍କୁ ବ୍ୟାପାର ଓ ବ୍ୟବସାୟ ଉପରେ ଖାସ ନଜର ରଖିବା ଉଚିତ । କେଉଁଠୁ ଆପଣଙ୍କୁ ଖ୍ଯାତି ହେବାର ଆଶଙ୍କା ଦେଖିବାକୁ ମିଳିବ । ଆଜି ଆପଣଙ୍କୁ ଆପଣଙ୍କ ଘର କାମରେ ଫୁରସତ ମିଳିବ ନହିଁ । ଆଜି ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

ଧନୁ :- ଆଜି ଦିନ ଆପଣଙ୍କୁ କୌଣସି ଜରୁରୀ କାମ କରିବାକୁ ବାହାରକୁ ଯିବାକୁ ପଡିପାରେ । ସବୁ କାମ ଭଗବାନଙ୍କ ଭରସାରେ କରିବା ଦ୍ଵାରା ଅସୁବିଧା ଆପଣଙ୍କୁ ହେବ । ଇଶ୍ଵର ତାଙ୍କର ସାହାର୍ଯ୍ୟ କରିଥାନ୍ତି ଯିଏ ନିଜ ସାହାର୍ଯ୍ୟ ନିଜେ କରିଥାଏ । ନିଜ ହିତର ରକ୍ଷା କରିବା ଜଣେ ଦାୟିତ୍ଵ ଲୋକର କାମ ହୋଇଥାଏ । ଆଜି ଭ୍ଗାୟ ୮୯ ପ୍ରତିଶତ ସହଯୋଗ କରିବ ।


ମକର :- ଆଜି ଆପଣ ଆପଣଙ୍କର ସବୁ କାର୍ଯ୍ୟକୁ ଠିକ ଭାବରେ କରିପାରିବେ । ଏବେ ଆପଣଙ୍କର କିଛି ଅଟକି ଥିବା କାମ ପୁରା ହୋଇପାରେ ଓ ଆପଣଙ୍କର ରହିଯାଇଥିବା ଧନ ମଧ୍ୟ ଆଜି ମିଳିପାରେ । ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜିରା ତାରିଖରେ ଆପଣ ଯେଉଁ ସ୍ତରରେ କାମ କରୁଛନ୍ତି, ଆପଣ ସେଠାରେ ଚୁପ ରହିକି ହିଁ ସେଇ କାର୍ଯ୍ୟ ପୁରା କରିବେ । ଚୁପ ରହିବା ଅଧିକ କୁଶଳତାର ପ୍ରତୀକ ଅଟେ । କିନ୍ତୁ ଏମିତି ଜାଗାରେ ବହୁତ  ସମୟ ପର୍ଯ୍ୟନ୍ତ କାମ କରିବା କାହା ପାଇଁ ସମ୍ଭବ ନୁହେଁ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜିରା ଦିନ ଆପଣଙ୍କ ପାଇଁ ସୁଖ ଓ ଆରମରେ ରହିବାର ଅଛି । ଆଜିରା ଦିନରେ ପାଖାପାଖି ସବୁ ଆପଣଙ୍କ ମନ ମୁତାବକ ହେବାର ଅଛି ଓ ଆପଣଙ୍କୁ ଲାଭ ହୋଇବ । କେଉଁଠି ରହିଯାଇଥିବା ଧନ ଆପଣଙ୍କୁ ମିଳିପାରେ । ଆପଣଙ୍କ ଖୁଶିର ଦିନ ପୁଣି ଫେରି ଆସିଛି । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *