ବନ୍ଧୁଗଣ ନମସ୍କାର । ଦୁନିଆରେ ମଣିଷ ବଞ୍ଚିବାକୁ ହେଲେ ଦୁନିଆ ସହ ଜଡିତ ଅନେକ କଥାମାନ ଜାଣିବା ନିହାତି ଜରୁରୀ ଅଟେ । ତାହାକୁ ଆମେ ସାଧାରଣ ଜ୍ଞାନ ବୋଲି କହିଥାଉ । ଯାହା ଆମର ଚାରି ପାଖରେ ଓ ଆଖ ପାଖରେ କିଛି ଘଟଣା ଘଟିଥାଏ । ଯାହା ମଧ୍ୟ ରେ ଏମିତି କିଛି ପ୍ରଶ୍ନ ମନକୁ ଆସିଥାଏ ଯାହା ଜାଣିବା ପାଇଁ ଆମେ ଇଚ୍ଛା କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେଭଳି କିଛି ସହଜ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ଜାଣି ପାରିଲେ ଆପଣ ନିଜ ଦୈନିକ ଜୀବନରେ କାମରେ ଲଗାଇ ପାରିବେ ।
୧- ସବୁଠୁ ବିଶ୍ଵସ୍ତ ପ୍ରାଣୀ କାହାକୁ ମାନାଯାଏ ?
ଉତ୍ତର- କୁକୁର ।
୨- ଦୁନିଆରେ ସବୁଠୁ ସୁନ୍ଦର ଦେଶର ନାମ କଣ ?
ଉତ୍ତସ୍ର- ସିଙ୍ଗାପୁର ।
୩- ସବୁଠୁ ଭୟାନକ ଓ ଦାମୀ ଭିଷା କେଉଁ ଦେଶର ଅଛି ?
ଉତ୍ତର- ସାଉଦି ଆରବ ।
୪- ଏମିତି କେଉଁ ଦେଶ ଅଛି ଯେଉଁଠିକାର ଲୋକେ କେଉଁ ପଶୁ ବି ଖାଇପାରନ୍ତି ?
ଉତ୍ତର- ଚୀନ ।
୫- କେଉଁ ଦେଶର ଲୋକ ସବୁଠୁ ଅଧିକ ଏସି ର ବ୍ୟବହାର କରନ୍ତି ?
ଉତ୍ତର- ଆମେରିକା ।
୬- ଘରର ଭାଙ୍ଗି ଯାଇଥିବା ଜିନିଷ ନେଉଥିବା ଲୋକକୁ କଣ କୁହାଯାଏ ?
ଉତ୍ତର- କବାଡିଆ ।
୭- କେଉଁ ଫଳର ମଞ୍ଜି ବାହାରକୁ ଥାଏ ?
ଉତ୍ତର- ଷ୍ଟ୍ରାବେରି ।
୮- ଭାରତକୁ ପ୍ରଥମେ ଇଣ୍ଡିଆ କିଏ କହିଥିଲେ ?
ଉତ୍ତର- ୟୁନାନୀ ।
୯- ସବୁଠୁ ଦାମୀ ଜିନିଷ ଦୁନିଆରେ କଣ ଅଟେ ?
ଉତ୍ତର- ୟୂରେନିୟମ ।
୧୦- କେଉଁ ଦେଶରେ ଏଟିଏମର ସିକା ବାହାରିପାରେ ?
ଉତ୍ତର- ଆମେରିକା ।
୧୧- ଆମେରିକାର ରାଷ୍ଟ୍ରୀୟ ଖେଳର ନାଁ କଣ ?
ଉତ୍ତର- ଭେଶବଲ ।
୧୨- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ରହିଥାଏ ?
ଉତ୍ତର- ରାଜସ୍ଥାନ ।
୧୩- ଘଡି ର ଓଲଟା ସମୟ ଚାଲିବାର ଅର୍ଥ କଣ ?
ଉତ୍ତର- ଖରାପ ସମୟ ଚାଲିବାର ଅଛି ।
୧୪- ଫାଶୀ ଦଣ୍ଡ କେଉଁ ସମୟରେ ଦିଆଯାଏ ?
ଉତ୍ତର- ୪ଟା ।
୧୫- ଇନ୍ଦ୍ରଧନୁଷ ର ରଙ୍ଗ ମଧ୍ୟରୁ ମଧ୍ୟ ଭାଗର ରଙ୍ଗ କଣ ଅଟେ ?
ଉତ୍ତର- ସବୁଜ ।
୧୬- ପାକିସ୍ତାନର ଲୋକେ କେଉଁ ଦେଶକୁ ଯାଇପାରିବେ ନାହିଁ ?
ଉତ୍ତର- ଇଜରାଇଲ ।
୧୭- ଦୁନିଆରେ ସବୁଠୁ ସଫା ସୁତୁରା ସିଟି କେଉଁଠି ଅଛି ?
ଉତ୍ତର- ସିଙ୍ଗାପୁର ।
୧୮- କେଉ ଫଳ ଖଟା ହୋଇଥାଏ କିନ୍ତୁ ସମସ୍ତଙ୍କର ପ୍ରିୟ ହୋଇଥାଏ ?
ଉତ୍ତର- ଅଙ୍ଗୁର ।
୧୯- କେଉଁ ଦେଶରେ ଇଣ୍ଟରନେଟ ଚାଲିପାରେ ନାହିଁ ?
ଉତ୍ତର- ବର୍ମା ।
୨୦- ଇଂଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋର୍ଷ କାହାର ଅଛି ?
ଉତ୍ତର- ଇଂଷ୍ଟାଗ୍ରାମ ହିଁ ଅଛି ।
୨୧- ୱ୍ହାଟସପ ଓ ଫେସବୁକ କେଉଁ ଦେଶର କମ୍ପାନୀ ?
ଉତ୍ତର- ଆମେରିକା ।
୨୨- ରାସ୍ତା ଅଛି କିନ୍ତୁ ଗାଡି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସହର ଅଛି କିନ୍ତୁ ଘର ନାହିଁ । କୁହ ତାହା କଣ ?
ଉତ୍ତର- ନକ୍ସା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।