ରାସ୍ତା ଅଛି କିନ୍ତୁ ଗାଡି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସହର ଅଛି କିନ୍ତୁ ଘର ନାହିଁ… କୁହ ତାହା କଣ ? ଏହା ସହ ଆହୁରି କିଛି GK Quiz

ବନ୍ଧୁଗଣ ନମସ୍କାର । ଦୁନିଆରେ ମଣିଷ ବଞ୍ଚିବାକୁ ହେଲେ ଦୁନିଆ ସହ ଜଡିତ ଅନେକ କଥାମାନ ଜାଣିବା ନିହାତି ଜରୁରୀ ଅଟେ । ତାହାକୁ ଆମେ ସାଧାରଣ ଜ୍ଞାନ ବୋଲି କହିଥାଉ । ଯାହା ଆମର ଚାରି ପାଖରେ ଓ ଆଖ ପାଖରେ କିଛି ଘଟଣା ଘଟିଥାଏ । ଯାହା ମଧ୍ୟ ରେ ଏମିତି କିଛି ପ୍ରଶ୍ନ ମନକୁ ଆସିଥାଏ ଯାହା ଜାଣିବା ପାଇଁ ଆମେ ଇଚ୍ଛା କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେଭଳି କିଛି ସହଜ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ଜାଣି ପାରିଲେ ଆପଣ ନିଜ ଦୈନିକ ଜୀବନରେ କାମରେ ଲଗାଇ ପାରିବେ ।

୧- ସବୁଠୁ ବିଶ୍ଵସ୍ତ ପ୍ରାଣୀ କାହାକୁ ମାନାଯାଏ ?

ଉତ୍ତର- କୁକୁର ।

୨- ଦୁନିଆରେ ସବୁଠୁ ସୁନ୍ଦର ଦେଶର ନାମ କଣ ?

ଉତ୍ତସ୍ର- ସିଙ୍ଗାପୁର ।

୩- ସବୁଠୁ ଭୟାନକ ଓ ଦାମୀ ଭିଷା କେଉଁ ଦେଶର ଅଛି ?

ଉତ୍ତର- ସାଉଦି ଆରବ ।

୪- ଏମିତି କେଉଁ ଦେଶ ଅଛି ଯେଉଁଠିକାର ଲୋକେ କେଉଁ ପଶୁ ବି ଖାଇପାରନ୍ତି ?

ଉତ୍ତର- ଚୀନ ।

୫- କେଉଁ ଦେଶର ଲୋକ ସବୁଠୁ ଅଧିକ ଏସି ର ବ୍ୟବହାର କରନ୍ତି ?

ଉତ୍ତର- ଆମେରିକା ।

୬- ଘରର ଭାଙ୍ଗି ଯାଇଥିବା ଜିନିଷ ନେଉଥିବା ଲୋକକୁ କଣ କୁହାଯାଏ ?

ଉତ୍ତର- କବାଡିଆ ।

୭- କେଉଁ ଫଳର ମଞ୍ଜି ବାହାରକୁ ଥାଏ ?

ଉତ୍ତର- ଷ୍ଟ୍ରାବେରି ।

୮- ଭାରତକୁ ପ୍ରଥମେ ଇଣ୍ଡିଆ କିଏ କହିଥିଲେ ?

ଉତ୍ତର- ୟୁନାନୀ ।

୯- ସବୁଠୁ ଦାମୀ ଜିନିଷ ଦୁନିଆରେ କଣ ଅଟେ ?

ଉତ୍ତର- ୟୂରେନିୟମ ।

୧୦- କେଉଁ ଦେଶରେ ଏଟିଏମର ସିକା ବାହାରିପାରେ ?

ଉତ୍ତର- ଆମେରିକା ।

୧୧- ଆମେରିକାର ରାଷ୍ଟ୍ରୀୟ ଖେଳର ନାଁ କଣ ?

ଉତ୍ତର- ଭେଶବଲ ।

୧୨- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ରହିଥାଏ ?

ଉତ୍ତର- ରାଜସ୍ଥାନ ।

୧୩- ଘଡି ର ଓଲଟା ସମୟ ଚାଲିବାର ଅର୍ଥ କଣ ?

ଉତ୍ତର- ଖରାପ ସମୟ ଚାଲିବାର ଅଛି ।

୧୪- ଫାଶୀ ଦଣ୍ଡ କେଉଁ ସମୟରେ ଦିଆଯାଏ ?

ଉତ୍ତର- ୪ଟା ।

୧୫- ଇନ୍ଦ୍ରଧନୁଷ ର ରଙ୍ଗ ମଧ୍ୟରୁ ମଧ୍ୟ ଭାଗର ରଙ୍ଗ କଣ ଅଟେ ?

ଉତ୍ତର- ସବୁଜ ।

୧୬- ପାକିସ୍ତାନର ଲୋକେ କେଉଁ ଦେଶକୁ ଯାଇପାରିବେ ନାହିଁ ?

ଉତ୍ତର- ଇଜରାଇଲ ।

୧୭- ଦୁନିଆରେ ସବୁଠୁ ସଫା ସୁତୁରା ସିଟି କେଉଁଠି ଅଛି ?

ଉତ୍ତର- ସିଙ୍ଗାପୁର ।

୧୮- କେଉ ଫଳ ଖଟା ହୋଇଥାଏ କିନ୍ତୁ ସମସ୍ତଙ୍କର ପ୍ରିୟ ହୋଇଥାଏ ?

ଉତ୍ତର- ଅଙ୍ଗୁର ।

୧୯- କେଉଁ ଦେଶରେ ଇଣ୍ଟରନେଟ ଚାଲିପାରେ ନାହିଁ ?

ଉତ୍ତର- ବର୍ମା ।

୨୦- ଇଂଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋର୍ଷ କାହାର ଅଛି ?

ଉତ୍ତର- ଇଂଷ୍ଟାଗ୍ରାମ ହିଁ ଅଛି ।

୨୧- ୱ୍ହାଟସପ ଓ ଫେସବୁକ କେଉଁ ଦେଶର କମ୍ପାନୀ ?

ଉତ୍ତର- ଆମେରିକା ।

୨୨- ରାସ୍ତା ଅଛି କିନ୍ତୁ ଗାଡି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସହର ଅଛି କିନ୍ତୁ ଘର ନାହିଁ ।  କୁହ ତାହା କଣ ?

ଉତ୍ତର- ନକ୍ସା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *