ରାଷ୍ଟ୍ରପତି ହେବେ ଓଡିଶାର ଏହି ଆଦିବାସୀ ମହିଳା, ଦେଖନ୍ତୁ କିଏ ଏହି ମହିଳା ଓ କେମିତି ଆଜି ସେ ପାଇଲେ ଏହି ପଦବୀ

ରାଷ୍ଟ୍ରପତି ଙ୍କ ପାଇଁ ଯେଉଁ ମାନ ଆସିଛି ତା ମଧ୍ୟରୁ ଏକ ନାମ NDA ରତଫରୁ ସାମନାକୁ ଆସିଛି ଓ ଏହା ଦ୍ରୋପଦି ମୁର୍ମୁ । ଦ୍ରୋପଦି ମୁର୍ମୁ ଯିଏ କି ଝାଡଖଣ୍ଡ ର ରାଜ୍ୟପାଳ ରହି ସାରିଛନ୍ତି ଏବେ ସେ ରାଷ୍ଟ୍ରପତି ପାର୍ଥୀ ଅଟନ୍ତି । ଓଡିଶା ରେ ମଧ୍ୟ ସେ ମନ୍ତ୍ରୀ ରହି ସାରି ଛନ୍ତି । ତାଙ୍କ ନାମ ସାମନାକୁ ଆସିବାର କାରଣ ହେଉଛି ରାଷ୍ଟ୍ରପତି ପାଇଁ ହେଉଥିବା ବୈଠକ ରେ ନିଷ୍ପତ୍ତି ନିଆ ଯାଇ ଥିଲାକିଏହି ଥର ରାଷ୍ଟ୍ରପତି ପାଇଁ ପୂର୍ବର ଏକ ଚେହେରା କୁ ସାମନାକୁ ଆଣିବା ଦରକାର ଅଟେ ।

ଯାହା ଦ୍ଵାରା ଦ୍ରୋପଦି ମୁର୍ମୁ ଙ୍କ ନାମ ଠିକ କରା ଯାଉଛି । ପ୍ରଥମ ଥର ଟ୍ରାଇବାଲ ଓ ମହିଳା ଙ୍କ ଚେହେରା ସାମନାକୁ ଆସିବ BJP ଦ୍ଵାରା । ଏହାକୁ BJD ମଧ୍ୟ ସମର୍ଥନ କରୁଛି । ନବୀନ ସରକାର ରେ ମଧ୍ୟ ଦ୍ରୋପଦି କାମ କରିଛନ୍ତି ।

କେବଳ ଓଡିଶାରେ ମନ୍ତ୍ରୀ ନଥିଲେ ସେ ଝାଡଖଣ୍ଡ ର ରାଜ୍ୟପାଳ ମଧ୍ୟ ଥିବେ 2015 ରୁ 2021 ଯାଏ । 2007 ରେ ବେଷ୍ଟ ନୀଳକଣ୍ଠ ର ଆୱାର୍ଡ ପାଇ ଥିଲେ ସେ ଯାହା ବେଷ୍ଟ MLA ଙ୍କୁ ଦିଆ ଯାଇଥାଏ । ଶିକ୍ଷା କ୍ଷେତ୍ର ରେ ସେ ଶିକ୍ଷୟତ୍ରୀ ମଧ୍ୟ ରହି ଥିଲେ ଓ ଏହା ଅପରେ ରାଜନୀତି କୁ ଆସିଥିଲେ ।

ବିପକ୍ଷ ଦଳ ର ନାମ ସାମନାକୁ ଆସିବା ପରେ ପରେ ସନ୍ଧ୍ୟା ସୁଦ୍ଧା NDA ନିଜର ବ୍ୟକ୍ତି କୁ ସାମନାକୁ ଆଣିଥିଲା । ପ୍ରଥମ କଥା ହେଉଛି ଏକ ମହିଳା ଓ ଆଦିବାଶି ଅଟନ୍ତି ତାଙ୍କୁ ଏକ ମଉକା ଦେବା ଆଦେଶ ପାଇଁ ଠିକ ରହିବ । 20 ନାମ ଉପରେ NDA ଚର୍ଚ୍ଚା କରୁଥିବା ବେଳେ ।

ଏହି ନାମକୁ ଫାଇନାଲ କରା ଯାଇଥିଲା । BJP ଆଗରୁ ଏକ ଦଳିତ ଙ୍କ ନାମ କୁ ଆଗକୁ କରିଥିବା ବେଳେ ଏବେ ଏକ ଆଦିବାଶି ମହିଳା ଙ୍କ ନାମ ଆଗକୁ ଆଣିଛି । BJP ର ମତ ଅନୁସାରେ ଆଦିବାଶି ମାନେ ଆମ ଦେଶରେ ପଛରେ ଥିବା ଜନତା ଙ୍କ ମଧ୍ୟରୁ ଏକ ଲୋକସମାଜ ।

ଏବେ ଦ୍ରୋପଦି ଙ୍କ ନାମ ସାମନାକୁ ଆଣିବାର କାରଣ ହେଉଛି କି ଆଦିବାଶି ସମାଜ ମଧ୍ୟ ଆଗକୁ ଯାଇ ପାରିବ ଓ ଭାରତର ଏକ ସବୁ ଠାରୁ ସମ୍ମାନ ଜନକ ପଦ କୁ ପ୍ରାପ୍ତି କରି ପାରିବ । ଏହା ଏକ ଭଲ କଥା କି BJP ସବୁ ଦ୍ରୁଷ୍ଟି ରୁ ଦ୍ରୋପଦି ଙ୍କୁ ଦେଖିକି ତାଙ୍କ ନାମକୁ ଆଗକୁ ଆଣିଛି । ଏକ ଭଲ MLA ଓ ଭଲ ମନ୍ତ୍ରୀ ହେବା ସହ ଏକ ଶିକ୍ଷିକା ମଧ୍ୟ ଅଟନ୍ତି ତେଣୁ ତାଙ୍କ ନାମ ଠିକ ବୋଲି ରାଷ୍ଟ୍ରପତି ପାଇଁ ବୋଲି BJP କହିଛନ୍ତି ।

Leave a Reply

Your email address will not be published. Required fields are marked *