ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ ଦୁଇଟି ଲବଙ୍ଗ, ତାପରେ ଯାହା ହେବ ବିଶ୍ଵାସ କରି ପାରିବେନି ଆପଣ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସ୍ବାସ୍ଥ୍ୟ ଭଲ ରହିଲେ ସବୁ କିଛି ଭଲ ହୋଇଥାଏ କିନ୍ତୁ ବହୁତ ଧନ ଆଉ ସବୁ କିଛି ରହିଲେ ମଧ୍ୟ ସ୍ବାସ୍ଥ୍ୟ ଖରାପ ହେଲେ ମଣିଷ କିଛି ସୁଖ ପାଇ ନଥାଏ । ତେବେ ଆଜିକା ସମୟରେ ମଣିଷ ନିଜ ଖାଦ୍ୟ ଦ୍ୱାରା ନିଜ ସ୍ବାସ୍ଥ୍ୟ ଅଧିକ ଖରାପ କରିଥାଏ, ତେବେ ଆଜିକା ସମୟରେ ସମସ୍ତେ ଗ୍ୟାସ ଆଉ ଏସିଡ ଭଳି ସମସ୍ୟାରୁ ପୀଡ଼ିତ ରହୁଛନ୍ତି, ଜୀବନରେ ଯେତେ ରୋଗ ହୋଇଥାଏ ତାହା ମୁଖ୍ୟ କାରଣ ଆମ ପେଟ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ପେଟ ଖରାପ ରହିଥାଏ ତାଙ୍କୁ ସବୁ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ରହିଥାଏ ।

ଆପଣ ମାନେ ସମସ୍ତେ ଏହା ସୁଣିଥିବେ ଯେ ଏସିଡି ହୋଇଯାଇଛି ତେବେ କଣ ଆପଣ ଜାଣିଛନ୍ତି ଏସିଡ଼ିଟି କେମିତି ହୋଇଥାଏ । ତେବେ ଜାଣି ରଖନ୍ତୁ ଆମ ପେଟରେ ପ୍ରାକୃତିକ ଏସିଡ ରହିଥାଏ ଯାହା ଆମ ଖାଦ୍ୟ ହଜମ କରିବା ପାଇଁ ଆବଶ୍ୟକ ହୋଇଥାଏ ତେବେ ଯେତେବେଳେ ଆମେ ଅଧିକ ଖାଦ୍ୟ ଖାଇଥାଉ ତେବେ ଏହି ଏସିଡ ଉପରକୁ ଉଠିଥାଏ ଆଉ ଅଧିକ ମାତ୍ରାରେ ଖାଇବା ଦ୍ବାରା ଏସିଡ ଛାତି ପର୍ଯ୍ୟନ୍ତ ଆସିଥାଏ ଆଉ ଛାତିରେ ନିଆ ଜଳିଲା ଭଳି ଅନୁଭବ ହୋଇଥାଏ ।

ତେବେ କଣ ଆପଣ ଜାଣିଛନ୍ତି ଯେ ଏସିଡ ବଢିବା ଦ୍ୱାରା ଆପଣଙ୍କ ଛାତିରେ ବହୁତ ପୋଡ଼ା ଜଲା ଅନୁଭବ ହୋଇଥାଏ । କିନ୍ତୁ ଲୋକ ଏହାକୁ ଗ୍ୟାସ ଭାବି ଆହୁରି ଅଧିକ ଖାଦ୍ୟ ସେବନ କରନ୍ତି ଯାହା ପରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଗମ୍ଭୀର ଭାବରେ ଖରାପ ହୋଇଥାଏ । ଯେତେବେଳେ ଏସିଡ ବଢ଼ିଥାଏ ସେତେବେଳେ ପେଟରେ ଖାଦ୍ୟ ସଡିବାକୁ ଲାଗି ଥାଏ ଯାହା ପରେ ପେଟରେ ଗ୍ୟାସ ଉତ୍ପନ ହୋଇଥାଏ ଆଉ ଏହି ଗ୍ୟାସ ଦ୍ୱାରା ଆପଣଙ୍କ ପେଟରେ ଦରଜ ଆରମ୍ଭ ହୋଇଥାଏ ।

ଆଉ ଏହି ଗ୍ୟାସ ଆପଣଙ୍କ ଶରୀର ଯେଉଁ ଅଙ୍ଗରେ ଯାଇଥାଏ ସେଠି ଆପଣଙ୍କୁ କଷ୍ଟ ହୋଇଥାଏ । ତେବେ ସଠିକ ସମୟରେ ଖାଦ୍ୟ ନ ଖାଇବାରୁ ଆଉ ଅଧିକ ସମୟ ଓପାସ ରହିବା ଦ୍ଵାରା ଆପଣଙ୍କୁ ଏହି ଭଳି ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ ।

ଆଜି ଆମେ ଆପଣଙ୍କୁ ଏହାର ଏକମାତ୍ର ଉପାୟ କହିବାକୁ ଯାଉଛୁ ଆପଣଙ୍କୁ ସବୁଦିନ ସକାଳେ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଇବାର ଅଛି ଆଉ ତା ସହ ଆପଣଙ୍କୁ ଉଷୁମ ପାଣି ପିଇବାର ଅଛି ଆପଣଙ୍କ ସବୁ ଏସିଡ ଆଉ ଗ୍ୟାସ ଭଳି ସମସ୍ୟା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *