ରାତିରେ ଶୋଇଲା ବେଳେ ତକିଆ ତଳେ ଚୁପ ଚାପ ରଖି ଦିଅନ୍ତୁ ଏହି ଜିନିଷ ଘରେ ହେବ ଧନର ବର୍ଷା- Ajira Anuchinta

ଶୋଇବା ସମୟରେ ମୁଣ୍ଡ ତଳେ ତକିଆ ଦେବା ପ୍ରାୟ ସମସ୍ତଙ୍କ ଅଭ୍ଯାସ ହୋଇଥାଏ ତେବେ ଆମ ଶାସ୍ତ୍ର ଅନୁସାରେ ତକିଆ ତଳେ ଏମିତି ଜିନିଷ ଅଛି ରଖିବା ଦ୍ଵାରା ବହୁତ ମଙ୍ଗଳକାରୀ ଓ ଅମଙ୍ଗଳକାରୀ ହୋଇଥାଏ । ମାନେ ରଖନ୍ତୁ ସବୁଜ କପଡାରେ ମୁଗକୁ ବାନ୍ଧି ତକିଆ ତଳେ ରଖି ସୋଇଲେ ଏବଂ ସକାଳୁ ମନ୍ଦିରରେ ଦାନ କରିଦେଲେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭଲ ରହିଥାଏ ତା ସହିତ ଘରର ଆର୍ଥିକ ସ୍ଥିତି ମଜଭୁତ ରହିଥାଏ ।

ଗୋଟିଏ ଧଳା କପଡ଼ାରେ ପାନ ମଧୁରୀ ବାନ୍ଧି ତକିଆ ତଳେ ରଖି ଶୋଇବା ଦ୍ଵାରା ଗ୍ରହ ଦଶା କମ ହୋଇଥାଏ ଏବଂ ଖରାପ ସ୍ଵପ୍ନ ଓ ମାନସିକ ଚିନ୍ତା ଦୂର ହୋଇଥାଏ । ଶୋଇବା ସମୟରେ ତକିଆ ତଳେ କେତୋଟି ରସୁଣ ପାଖୁଡା ରଖି ଶୋଇବା ଦ୍ଵାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସୁନିଦ୍ରା ଆସିଥାଏ । ଯଦି ଶୋଇବା ସମୟରେ କୌଣସି ଛୋଟ ପିଲା ଚମକୁ ଥାଏ କିମ୍ବା ଡରୁଥାଏ ତେବେ ତକିଆ ତଳେ ଗୋଟିଏ ଲୁହା ଜିନିଷ ରଖିବା ଦ୍ଵାରା ପିଲାଙ୍କ ଚମକିବା ବନ୍ଦ ହୋଇଥାଏ ଏବଂ ପିଲା ଆରମରେ ସୋଇଥାନ୍ତି ।


ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖି ସୋଇଲେ ଏବଂ ମଙ୍ଗଳବାର ଦିନ ତାକୁ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ । ଏବଂ ସ୍ଵାମୀ ସ୍ତ୍ରୀ ବିବାଦ ଦୂର ହୋଇଥାଏ । ଯଦି ତକିଆ ପାଖରେ କେବେବି ଘଣ୍ଟା ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ତାସହିତ ମାନସିକ ଚିନ୍ତା ବୃଦ୍ଧି ପାଇଥାଏ । ତକିଆ ପାଖରେ କେବେ ମନିପର୍ସ  ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ଘରେ ଅଯଥା ଖରଚ ବୃଦ୍ଧି ହୋଇଥାଏ ଏ ସମ୍ପର୍କରେ ମଧୁରତା କମ ହୋଇଥାଏ ।


ଶୋଇବା ସମୟରେ କେବେବି ତକିଆ ତଳେ ବହି କିମ୍ବା ପେପର ରଖି ଶୋଇବା ଅନୁଚିତ ଏହାଦ୍ବାରା ନିଜର କ୍ଯାରିଅର, ବୁଦ୍ଧି ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଶୋଇବା ସମୟରେ କେବେବି ଚପଲ ପାଖରେ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ଏବଂ ଭଲ ନିଦ ଆସିନଥାଏ । ସୋଇବା ବେଳେ ତକିଆ ପାଖରେ କେବେବି ପାଣି ବୋତଲ ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ତା ସହିତ ମନ ଚିନ୍ତାଗ୍ରସ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *