ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟେ ଟଙ୍କାର Coin! ଏମିତି ଭାଗ୍ୟ ବଦଳିବ କି ଆପଣ ଭାବିନଥିବେ…

ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ କଇନ୍ ! ବନ୍ଧୁଗଣ ଧନ ଆମ ସମସ୍ତଙ୍କ ଜୀବନରେ ବହୁତ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ନେଇଥାଏ । କାରଣ ଯଦି ପାଖରେ ଧନ ନଥାଏ । ତେବେ ଆମେ ଅନେକ ସୁଖରୁ ବଞ୍ଚିତ ହୋଇ ରହିଯାଇଥାଉ । ସେଥିପାଇଁ ତ ଅନେକ ଗ୍ରନ୍ଥରେ ଧର୍ମର ବର୍ଣ୍ଣନା କରାଯାଇଛି । ବାସ୍ତୁଶାସ୍ତ୍ରରେ ଏପରି ଅନେକ ନିୟମ ବିଷୟରେ କୁହାଯାଇଛି । ଯେଉଁ ସବୁ ଉପାୟ ମଧ୍ୟରୁ ଶ୍ରେଷ୍ଟ ଉପାୟ ବାଛି ଆପଣ ମାନେ ମଧ୍ୟ ଧନବାନ ବନିପାରିବେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ । ଯେଉଁ ଉପାୟକୁ ଆପଣ ଆପଣାଇ ମଧ୍ୟ ନିଜର ଆର୍ଥିକ ସ୍ଥିତିକୁ ମଜଭୁତ ବନାଇ ପାରିବେ । ତେବେ ଏହି ଉପାୟ ଦ୍ଵାରା ଆପଣ ଧନବାନ ହେବା ସହ ନିଜର ଶାରୀରିକ ସ୍ଵାସ୍ଥକୁ ମଧ୍ୟ ଉନ୍ନତ କରିପାରିବେ । ଯେଉଁ ମାନଙ୍କ ଘରେ କାହାର ଅଶୁଭ ପ୍ରଭାବର କାରଣରୁ ସବୁବେଳେ ଦେହମୁଣ୍ଡ ଖରାପ ରହୁଥାଏ । ଘରର ଉନ୍ନତିରେ ବାଧା ଆସୁଥାଏ ତେବେ ଏହି ଉପାୟକୁ ଆପଣାଇ ଦେଖନ୍ତୁ ।

ଯଦି ଆପଣଙ୍କ ଘରେ କାହାର ବାରମ୍ବାର ଦେହ ଖରାପ ରହୁଥିବ କି ତା’ ର ଅର୍ଥକୁ ନେଇ ସମସ୍ଯା ରହୁଥିବ । ତେବେ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଟଙ୍କାଟିଏ କଇନ୍ ନେଇ ସେହି ବ୍ୟକ୍ତି ମୁଣ୍ଡ ଚାରିପଟେ 7 ଥର ବୁଲାଇ ଦେବାର ଅଛି । ଏହି ଉପାୟକୁ କରିବା ସମୟରେ ଆପଣଙ୍କ ପାଖରେ ଯେପରି କେହି ନରୁହନ୍ତି କି ଆପଣଙ୍କ ସହ ଯେପରି କେହି କଥାବାର୍ତ୍ତା ନକରିବେ ସେଥିପ୍ରତି ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ ।

ତେବେ ଚୁପଚାପ ଆପଣ ଗୋଟିଏ ଟଙ୍କାକିଆ କଇନ୍ ଆଣି ସେହି ବ୍ୟକ୍ତିର ମୁଣ୍ଡ ଚାରିପଟେ 7 ଥର ବୁଲାଇ ଦେଇ ସେହି ବ୍ୟକ୍ତିର ତକିଆ ତଳେ ଏହି କଇନ୍ ଟିକୁ ରଖିଦିଅନ୍ତୁ । ତାପରେ ସକାଳୁ ଉଠି ଆପଣ ସେହି କଇନ୍ କୁ ନେଇ କୌଣସି ଶ୍ମଶାନ ଘାଟରେ ନେଇ ଫୋପାଡି ଦେଇ ଆସନ୍ତୁ । ଯଦି ଶ୍ମଶାନ ଘାଟ ନଥାଏ ।

ତେବେ ଆପଣ ଭୂମୀରେ ମଧ୍ୟ କେହି ନଦେଖିଲା ବେଳେ ପୋତି ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସବୁ ନେଗେଟିଭ ବା ଖରାପ ଏନର୍ଜି ଦୂର ହୋଇଯିବ । ତାପରେ ଆପଣଙ୍କ ଘରେ ବା ସେହି ବ୍ୟକ୍ତି ଉପରେ ଥିବା ଖରାପ ଶକ୍ତିଟି ନଷ୍ଟ ହୋଇଯାଇଥାଏ ।

ସେହି ବ୍ୟକ୍ତିର ସ୍ଵାସ୍ଥଅବସ୍ଥାରେ ଧୀରେ ଧୀରେ ସୁଧାର ଆସିଥାଏ । ଏଥିସହ ଆପଣଙ୍କୁ କୌଣସି ମାର୍ଗରୁ ଟଙ୍କା ଆସିବାର ବାଟ ଖୋଲି ଯାଇଥାଏ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *