ତୁଳସି ଗଛ ପାଖରୁ ଯେତେ ଶିଘ୍ର ସମ୍ଭବ ଏହି ଜିନିଷ ବାହାର କରିଦିଅନ୍ତୁ… ନହେଲେ ଶିଘ୍ର ମୃତ୍ୟୁ ହୋଇପାରେ…

ତୁଳସୀ ଗଛ ପାଖରୁ ଯେତେ ଶୀଘ୍ର ସମ୍ଭବ ଏହି ଜିନିଷ ବାହାର କରି ଦିଅନ୍ତୁ । ହିନ୍ଦୁ ଧର୍ମର ପ୍ରତ୍ଯେକଙ୍କ ଘରେ ଘରେ ତୁଳସୀ ବୃକ୍ଷକୁ ମାତା ବୃନ୍ଦାବତୀ ରୂପେ ପୂଜା କରାଯାଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ବିନା ଭୋଗ ଲଗା ଯାଇନଥାଏ। ଆୟୁରଭେଦ ଅନୁଯାଇ ତୁଳସୀରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ହୋଇ ରହିଛି । ଶାସ୍ତ୍ରରେ ତୁଳସୀ ବୃକ୍ଷକୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଇଥାଏ । ହେଲେ ଯଦି ମାତା ତୁଳସୀ କୌଣସି କାରଣ ବଶତଃ କୌଣସି ବ୍ୟକ୍ତି ଉପରେ କ୍ରୋଧିତ ହୋଇଯାଇଥାନ୍ତି । ତେବେ ସେହି ଘରେ ଅନର୍ଥ ଆସିଯାଇଥାଏ । ତେଣୁ ଘରେ ତୁଳସୀ ବୃକ୍ଷ ପୂଜା କରୁଥିଲେ । ଏହି 5 ଟି ଜିନିଷ ସେହି ସ୍ଥାନରେ ରଖନ୍ତୁ ନାହିଁ ।

1- ଅନେକ ଲୋକ ତୁଳସୀ ପୂଜା କରୁଥିବା ସ୍ଥାନ ପାଖରେ ଲୁଗାପଟା ସଫା କରି ଶୁଖାଇଥାନ୍ତି । ଏହା ଦ୍ଵାରା ସେହି ଘରର ସକାରାତ୍ମକ ଊର୍ଜା ହ୍ରାସ ପାଇଥାଏ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି । ଯାହା ଦ୍ଵାରା ଘରକୁ ଗରିବୀ ଆସିଥାଏ । ତେଣୁ ତୁଳସୀ ବୃକ୍ଷକୁ ପୂଜା କରୁଥିବା ସ୍ଥାନରେ ଲୁଗାପଟା ସଫା କରିକି ଶୁଖାନ୍ତୁ ନାହିଁ ।

2- ତୁଳସୀ ବୃକ୍ଷ ଅର୍ଥାତ ମାତା ବୃନ୍ଦାବତୀଙ୍କୁ ପୂଜା କରୁଥିବା ସ୍ଥାନ ଆଖପାଖ ଏରିଆକୁ ଭଲ ଭାବେ ସଫା କରି ରଖନ୍ତୁ । ନଚେତ ମାତା ଲକ୍ଷ୍ମୀ ସେହି ଘର ଉପରେ ଅପ୍ରସନ୍ନ ରହିଥାନ୍ତି । ଯାହା ଦ୍ଵାରା ଘରକୁ ଦୁଃଖ ଦରିଦ୍ରତା ଆସିବା ଆରମ୍ଭ ହୋଇଯାଏ । ତେଣୁ ତୁଳସୀ ପୂଜନ କରୁଥିବା ସ୍ଥାନର ଆଖପାଖ ଏରିଆକୁ ଭଲ ଭାବେ ପରିଷ୍କାର ପରିଚ୍ଛନ କରି ରଖନ୍ତୁ ।

3- ତୁଳସୀ ମାତାଙ୍କୁ ପୂଜା କରୁଥିବା ସ୍ଥାନରେ ପ୍ରଭୁ ଗଣେଶଙ୍କୁ ରଖି ପୂଜା କରନ୍ତୁ ନାହିଁ । ଏପରିକି ଗଣେଶଙ୍କ ପୂଜା ପାଉନଥିବା ମୂର୍ତ୍ତି ମଧ୍ୟ ତୁଳସୀ ବୃକ୍ଷ ନିକଟରେ ରଖନ୍ତୁ ନାହିଁ । ନଚେତ ଅନର୍ଥ ହୋଇଥାଏ । ଏହା ଦ୍ଵାରା ଘରେ କଳିଝଗଡା ଲାଗି ରହିବା ସହ ଘରେ ଅଶାନ୍ତି ଦେଖାଦେଇଥାଏ ।

4- ବୃନ୍ଦାବତୀଙ୍କ ଆଖପାଖ ସ୍ଥାନରେ ଚପଲ, ଜୋତା ଆଦି ରଖନ୍ତୁ ନାହିଁ । ନଚେତ ମାତା ରାଗିଯିବା ସହ ସେହି ଘରକୁ ତ୍ୟାଗ କରିଥାନ୍ତି । ତେଣୁ ଏପରି ଭୁଲ ଭୁଲରେବି ଯେପରି ଆପଣଙ୍କ ଦ୍ଵାରା ନହେଉ ସେଥିପ୍ରତି ଧ୍ୟାନ ରଖିବେ ।

5- ତୁଳସୀ ବୃକ୍ଷ ନିକଟରେ ଭଗବାନ ଶିବଙ୍କ ମୂର୍ତ୍ତି ଅଥବା ଶିବଲିଙ୍ଗ ରଖନ୍ତୁ ନାହିଁ । ନହେଲେ ଆପଣ ଭଗବାନ ଶିବଙ୍କର କ୍ରୋଧର ଶିକାର ବନିପାରନ୍ତି । ତେଣୁ ଏହି କଥା ଉପରେ ଆପଣଙ୍କୁ ବିଶେଷ ସତର୍କ ରହିବାକୁ ପଡିବ ।

ବନ୍ଧୁଗଣ ଆଶା କରୁଛୁ । ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *