Real ହିରୋ, ଯାହାର ସାହସ ଦେଖି ଆପଣଙ୍କୁ ଫିଲ୍ମ Scene ବି ଫିକା ଲାଗିବ- Viral Video

ବନ୍ଧୁଗଣ, ଭଗବାନ କୋଣ କୋଣ ରେ ଅବସ୍ଥିତ ଏହା ସତ୍ୟ ଅଟେ ଯେ ଯଦି ଆମ୍ଭେ ଭଗବାନ ଙ୍କୁ ମନରୁ ଡାକିଥାଉ ତେବେ ସେ ନିଶ୍ଚିତ ଆମ୍ଭ ଡାକ ଶୁଣନ୍ତି । ଭଗବାନ ମନୁଷ୍ୟ ରୂପରେ ଏଭଳି କିଛି ଚମତ୍କାରିତା କରି ଦିଅନ୍ତି ଯାହା ଅବିଶ୍ୱାଷ୍ଣୀୟ ହେଲେ ମଧ୍ୟ ସତ୍ୟ ଅଟେ । ବନ୍ଧୁଗଣ ଆଜି ଆମ୍ଭେ ଯେଉଁ ପ୍ରସଙ୍ଗ କୁ ନେଇ ଆସିଛୁ ତାହା ଏକ ଏଭଳି ସତ୍ୟ ଘଟଣା ଅଟେ ଯାହାକୁ ଆମ୍ଭେ ସରଳତାର ସହିତ ନିଜ ମସ୍ତିଷ୍କ ରେ ଗ୍ରହଣ କରି ପାରିନାହୁଁ । ବନ୍ଧୁଗଣ ଏହା ଏକ ସତ୍ୟ ଘଟଣା ଅଟେ, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପ୍ରଶଂସା ର ପାତ୍ର ହୋଇ ଘୁରି ବୁଲୁଛି । ଆସନ୍ତୁ ଜାଣିବା ତେବେ ସମ୍ପୂର୍ଣ୍ଣ ଘଟଣା ଟି କଣ ଅଟେ ?

ବନ୍ଧୁଗଣ, ରେଳ ପ୍ଲାଟଫର୍ମ ରେ ଜଣେ ଦୃଷ୍ଟିହୀନ ମା ତାହାର ୬ ବର୍ଷ ର ଶିଶୁ ସାଙ୍ଗେ ଚାଲି ଚାଲି ଯାଉଥିଲେ, ମା ଏବଂ ଶିଶୁ ବହୁତ୍ ହସ ଖୁସିରେ ଚାଲି ଯାଉଥିଲେ ଏହି ସମୟରେ ହଟାତ୍ ୬ ବର୍ଷ ର ଶିଶୁ ଟି ଯାଇ ରେଲୱେ ଟ୍ରାକ୍ ରେ ପଡ଼ିଗଲା । ଶିଶୁଟିର ମାଆ ଙ୍କ ନେତ୍ର ନଥିବାରୁ ସେ କିଛି ବୁଝି ପାରିଲେନି ଯେ କଣ ହେଲା । ମାତ୍ର ହାତରେ ଅଣ୍ଡାଳି ଅଣ୍ଡାଳି ନିଜ ଶିଶୁ ପୁତ୍ର ଖୋଜୁଥିଲେ ।

ବନ୍ଧୁଗଣ ଏହି ଘଟଣା ଟି ବହୁତ ଭ-ୟା-ନ-କ ଅଟେ । କାରଣ ଶିଶୁ ଟି ଯେଉଁ ରେଲଟ୍ରାକ ରେ ପଡିଯାଇଥିଲା, ସେହି ରେଳଟ୍ରାକ୍ ରେ ଦୃତ ଗତିରେ ରେଳଗାଡ଼ି ଟିଏ ମା-ଡ଼ି ଆସିଥିଲା । ଠିକ୍ ସେହି ମୁହୂର୍ତ୍ତରେ ମୟୂର ନାମକ ଯୁବକ ଟ୍ରାକ ଉପରେ ଦୌଡ଼ି ଦୌଡ଼ି ଆସି ଶିଶୁ ପୁତ୍ର ଟିକୁ ପ୍ଲାଟଫର୍ମ ଉପରକୁ ଟେକି ନେବା ସହିତ ନିଜେ ମଧ୍ୟ ଉପରକୁ ଉଠିଯାଇଥିଲେ ।

ବନ୍ଧୁଗଣ ଭଗବାନ ମୟୂର ରୂପରେ ଆସି ନେତ୍ରହି-ନ ମାଙ୍କ ଶିଶୁପୁତ୍ର ଟିକୁ ବଞ୍ଚାଇଥିଲେ । ମୟୂର ଏମିତି ସାହାସ ଦେଖାଇଲେ ଯାହା କେବଳ ଆମ୍ଭେ ଫିଲ୍ମ ରେ ଦେଖିଥିଲୁ । ବନ୍ଧୁଗଣ ଏହି ଘଟଣା ମୁମ୍ବାଇ ର ବଙ୍ଗଣି ରେଲୱେ ଷ୍ଟେସନ ର ଅଟେ । ମୟୂର ରେଲୱେ ରେ ଫିଲ୍ଡ କର୍ମଚାରି ଭାବେ କାମ କରନ୍ତି । ତାଙ୍କର ଏହି ସାହସିକତାକୁ ଦେଖି ଉଚ୍ଚ ରେଲୱେ ଅଫିସର ମାନେ ମୟୂର ର ପ୍ରଶଂସା କରିଥିଲେ ।

ଏଥିପାଇଁ ମୟୂର ଙ୍କ ସମ୍ମାନ ମଧ୍ୟ କରାଯାଇଥିଲା । ମୟୂର ଙ୍କ ଉଚ୍ଚ ଅଧିକାରୀ ମାନେ କହିଥିଲେ, ଯେ ତୁମ୍ଭକୁ ବହୁତ୍ ଧନ୍ୟବାଦ୍ ମୟୂର ଜଣେ ନେତ୍ରହି-ନ ମାଆ ଙ୍କ ପିଲା କୁ ତୁମ୍ଭେ ରକ୍ଷା କରି ମାନବିକତାର ପରିଚୟ ଦେଇଛ । ବନ୍ଧୁଗଣ ମନରେ ଆତ୍ମବିଶ୍ବାସ ଥିଲେ ସବୁ କିଛି ସମ୍ଭବ । ଯଦି ଆପଣ ଆତ୍ମବିଶ୍ବାସ ରଖନ୍ତି ତେବେ ଭଗବାନ ଆପଣଙ୍କ ଆଡ଼କୁ ସହଯୋଗ ର ହାତ ସର୍ବଦା ବଢାଇ ରଖିବେ । ଦର୍ଷକବନ୍ଧୁ ଏହି ପ୍ରସଙ୍ଗରେ ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *