Riya ମେକ୍ ଅପ୍, Dress ଆଉ ଜୁଏଲାରୀରେ ଯେତେ ଟଙ୍କା ଖର୍ଚ୍ଚ ହୋଇଛି ଜାଣି ଉଡିଯିବ ହୋସ୍… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଓଡିଆ ଚଳଚିତ୍ରର ଜଗତର ନାୟିକା ରିୟା ଦେ ପ୍ରେମ ବିବାହ କରିଛନ୍ତି । ଗତ ୩୦ ତାରିଖରେ ରିୟା ଙ୍କ ବିବାହ ହୋଇଥିବା ବେଳେ ଗତ କାଲି ତାଙ୍କର ରିପ୍ସେସନ ଭୋଜି ଥିଲା । ଏହି ପାର୍ଟି ରେ ପହଞ୍ଚି ଥିଲେ ଓଡିଆ ସିନେମା ଜଗତର ନାମିଦାମି କଳାକାର ମାନେ । ରିୟା ସୁନିଲ ନାମକ ଜଣେ ଯୁବକ ଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହେଁ ନିଜର ମ୍ୟାରେଜ କୁ ନେଇ ବେଶ ଖୁସି ଥିବାର ବ୍ୟକ୍ତ କରିଛନ୍ତି ।

ତେବେ ରିୟା ଙ୍କ ରିପ୍ସେସନ ପାର୍ଟି ରେ ଓଲିଉଡ ଜଗତର ବରିଷ୍ଠ କଳାକାର ମାନଙ୍କ ଠାରୁ ଆରମ୍ଭ କରି ଗୀତିକାର, କମେଡିଆନ କଳାକାର ମାନେ ସମସ୍ତେ ପହଞ୍ଚି ଥିଲେ । ଆଉ ରିୟା ସୁନିଲ ଙ୍କ ସହ ସେଲଫି ନେଇ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇ ଥିଲେ । ତେବେ ରିୟା ଙ୍କ ସହ ଯାଇ ଫୋଟୋ ମଧ୍ୟ ଉଠାଇ ଥିଲେ ସବୁ କଳାକାର । ବନ୍ଧୁଗଣ ଲାଇଟ କ୍ୟାମେରା ଆଗରେ ସବୁବେଳେ ଅଲଗା ଅଲଗା ହିରୋ ଙ୍କ ସହ ଅଭିନୟ କରୁଥିବା ଓଲିଉଡ ହିରୋଇନର ରିୟା ଦେ ଏବେ ରିୟଲ ଲାଇଫ ରେ ନିଜ ଜୀବନ ସାଥି ପାଇ ସାରିଛନ୍ତି ।

ନିକଟରେ ସାରିଛି ରିୟା ଙ୍କ ମ୍ୟାରେଜ ଓ ରିପ୍ସେସନ ପାର୍ଟି । ଯେଉଁଥି ରେ ସେ ବହୁତ ଗରେଜ୍ସ ଲାଗୁଥିଲେ । ହଳଦୀ ସେରିମନି ଠାରୁ ଆରମ୍ଭ କରି ରିପ୍ସେସନ ପାର୍ଟି ଯାଏଁ ରିୟା ଙ୍କ ଲୁକ ଥିଲା ଏ-ୱାନ । ହଳଦୀ ରସମ ରେ ରୁୟା ହଳଦିଆ ଶାଢୀ ପିନ୍ଧି ଥିବା ସହ ଲଗାଇ ଥିଲେ ଗୋଟେ ଗ୍ଳାସ । ଆଉ ଏଭଳି ଗେଟପ ନେଇ ଦେଇଥିଲେ ବେଶ ଠୁମକା । ସେହିପରି ମେହେନ୍ଦି ରସମ ରେ ରିୟା ଗ୍ରୀ ରଙ୍ଗର ଗାଉନ ପିନ୍ଧି ଥିବାର ନଜର ଆସିଥିଲେ ଆଉ ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ ତାହା ମେକପ ପାଇଁ ।

ଆଉ ବାହାଘର ରେ ଋଯ ଙ୍କୁ ନାଲି ଶାଢୀ ଆଉ କିଛି ବେଙ୍ଗଲି ଗେଟପ ରେ ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ବରଂସେ ନିଜ ରିପ୍ସେସନ ପାର୍ଟି ରେ ଏକ ୱ୍ହାଇଟ ଗାଉନ ସହ ପରି ପରି ମେକପ ନେଇଥିଲେ । ସେହିପରି ତାଙ୍କ ସ୍ଵାମୀ ସୁନୀଲ କୁମାର ଦଳେଇ ଙ୍କୁ ମଧ୍ୟ ଏକ ଅଫ ୱ୍ହାଇଟ ସେରୱାନୀ ରେ ଦେଖିବାକୁ ମିଳିଥିଲା । ଏହି ସବୁ ମେକପ ଓ ଡ୍ରେସ ସେନ୍ସ ପାଇଁ ରିୟା କେତେ ତାଙ୍କ ଖର୍ଚ୍ଚ କରିଛନ୍ତି ଆପଣ ଜାଣିଲେ ଆପଣଙ୍କର ହୋସ ଉଡିଯିବ ।

କାରଣ ସୂଚନା ଅନୁଯାୟୀ ରିୟା ଏଇ ସବୁ ଡ୍ରେସ ଆଉ ମେକପ ପାଇଁ ୧୫ ଲକ୍ଷ ଟଙ୍କା ରୁ ଅଧିକ ଖର୍ଚ୍ଚ କରିଛନ୍ତି । ଖାଲି ସେତିକି ନୁହେଁ ବରଂ ସୁନା ଗହଣା ରେ ମଧ୍ୟ ସେ ୫୦ ହଜାର ଟଙ୍କା ଆରୁ ଅଧିକ ଖର୍ଚ୍ଚ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ରିୟା ଦେ ଙ୍କ ଡ୍ରେସ ଓ ମେକପ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *