Riya ଙ୍କ ରିସେପସନରେ ମୁହାଁମୁହିଁ ହେଲେ Aprajita ଓ Prakruti, ଆଉ ତା’ପରେ… ଦେଖନ୍ତୁ video

ଦର୍ଶକ ବନ୍ଧୁ ଓଡିଆ ଚଳଚିତ୍ରର ଜଗତର ନାୟିକା ରିୟା ଦେ ପ୍ରେମ ବିବାହ କରିଛନ୍ତି । ଗତ ୩୦ ତାରିଖରେ ରିୟା ଙ୍କ ବିବାହ ହୋଇଥିବା ବେଳେ ଗତ କାଲି ତାଙ୍କର ରିପ୍ସେସନ ଭୋଜି ଥିଲା । ଏହି ପାର୍ଟି ରେ ପହଞ୍ଚି ଥିଲେ ଓଡିଆ ସିନେମା ଜଗତର ନାମିଦାମି କଳାକାର ମାନେ । ରିୟା ସୁନିଲ ନାମକ ଜଣେ ଯୁବକ ଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହେଁ ନିଜର ମ୍ୟାରେଜ କୁ ନେଇ ବେଶ ଖୁସି ଥିବାର ବ୍ୟକ୍ତ କରିଛନ୍ତି ।

ତେବେ ରିୟା ଙ୍କ ରିପ୍ସେସନ ପାର୍ଟି ରେ ଓଲିଉଡ ଜଗତର ବରିଷ୍ଠ କଳାକାର ମାନଙ୍କ ଠାରୁ ଆରମ୍ଭ କରି ଗୀତିକାର, କମେଡିଆନ କଳାକାର ମାନେ ସମସ୍ତେ ପହଞ୍ଚି ଥିଲେ । ଆଉ ରିୟା ସୁନିଲ ଙ୍କ ସହ ସେଲଫି ନେଇ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇ ଥିଲେ । ତେବେ ରିୟା ଙ୍କ ସହ ଯାଇ ଫୋଟୋ ମଧ୍ୟ ଉଠାଇ ଥିଲେ ସବୁ କଳାକାର । ସେଥିରୁ ୨ ଜଣ ଥିଲେ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ଚର୍ଚ୍ଚିତ କଣ୍ଟ୍ରୋଭରସିଆଲ ଅଭିନେତ୍ରୀ ରାକୃତି ମିଶ୍ର । ରିୟା ଙ୍କ ବାହାଘରେ ପହଞ୍ଚି ଥିଲେ ଏକା ସାଙ୍ଗରେ ।

୨ ଜଣଙ୍କ ମଧ୍ୟରେ କିଛି ତିକ୍ତତା ହୋଇଥିବା ବୋଲି ସୂଚନା ମିଳିଛି । ରିୟା ଙ୍କ ଭୋଜି ରେ ଏକାଠି ଯାଇ ପହଞ୍ଚିଲେ ପ୍ରକୃତି ମିଶ୍ର ଓ ଅପରାଜିତା ମହାନ୍ତି । ରିୟା ଙ୍କ ସହ ଫୋଟୋ ଉଠାଇଲେ ରିପ୍ସେସନ ଭୋଜି ମଧ୍ୟ ଖାଇଲେ ଦୁହେଁ । ପାରିବାରିକ ବିବାଦ ପରେ ଏକାଠି ବାହାଘର ରେ ଭୋଜି ରେ ଦେଖା ହୋଇଛନ୍ତି ଅପରାଜିତା ଓ ପ୍ରକୃତି ବୋଲି ସୂଚନା ମିଳିଛି । ରିୟା ଙ୍କ ଭୋଜି ରେ ଅପରାଜିତା ଯାଇଥିଲେ କିନ୍ତୁ ବାବୁସାନ ରହିଗଲେ ସେ ଯାଇ ନ ଥିଲେ ।

ଯଦି ଦେଖିବା ବିଗତ ଦିନରେ ପ୍ରକୃତି ଓ ଅପରାଜିତା ଙ୍କ ପାରିବାରିକ ବିବାଦ ପୁରା ଓଡିଶାରେ ଚର୍ଚା ର ବିଷୟ ପାଲଟି ଥିଲା । ଯେଉଁଥି ପାଇଁ ସମସ୍ତେ ଭାବୁ ଥିଲେ ଯେଉଁଠି କି ପ୍ରକୃତି ଯିବେ ସେଠାକୁ ଅପରାଜିତା କେବେ ହେଲେ ବି ଯିବେ ନାହି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଅପରାଜିତା । ରିୟା ଙ୍କ ଭୋଜି ରେ ଯାଇ ପହଞ୍ଚି ଥିଲେ ଅପରାଜିତା ମହାନ୍ତି ।

ତେବେ ଭୋଜି ରେ ଦୁଇ ଜଣଙ୍କୁ ଏକାଠି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦୁହେଁ ମୁହାଁ ମୁହିଁ ହୋଇଥିଲେ ରିୟା ଙ୍କ ବାହାଘର ଭୋଜି ରେ । କିନ୍ତୁ ଦୁହିଙ୍କ ମଧ୍ୟରେ ସେମିତି କିଛି ବାର୍ତ୍ତାଳାପ ହୋଇ ନାହି କି କୌଣସି ବିବାଦ ହୋଇ ନାହି ବୋଲି ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *