ଯଦି ବାରମ୍ବାର ରୋଗ ରେ ପଡ଼ୁଛନ୍ତି ତେବେ ଉପଯୋଗ କରନ୍ତୁ ଏହି ପାଞ୍ଚୋଟି ପତ୍ର, ସବୁ ରୋଗରୁ ପାଇବେ ମୁକ୍ତି

ଋତୁ ରୋଗ ହେଉ ବା ବହୁତ ସମୟ ରୁ ହୋଇଥିବା ରୋଗ, କେତେ ଥର ଆମେ ଦେଖିବାକୁ ପାଇଛୁ କି କେତେକ ରୋଗର କିଛି ଚିକିତ୍ସା ହୋଇପାରେ ନାହିଁ ବହୁତ ଦିନ ଧରି ରୋଗ ହେବା କାରଣରୁ ପରେ ଏହି ରୋଗକୁ କମ କରିବା ଅସମ୍ଭବ ହୋଇଥାଏ । ଏମିତି ନୁହେଁ କି ସେହି ରୋଗ ର ଚିକିତ୍ସା ନାହିଁ କିନ୍ତୁ ଏହା ଦ୍ଵାରା କିଛି ସମୟ ଆରୋଗ୍ୟ ହୋଇ ପରେ ପୁଣି  ରୋଗୀ ସେହି ରୋଗରେ ବାରମ୍ବାର ପୀଡିତ ହୋଇଥାଏ ।

ଏଲର୍ଜି ହାଉ ବା ଥଣ୍ଡା ବା ପେଟ ସମସ୍ଯା ଏହି ପ୍ରକାର ରୋଗ ପାଇଁ ଚିକିତ୍ସା ପ୍ରଣାଳୀ ରେ କେତେକ ଚିକିତ୍ସା ହୋଇପାରେ ନାହିଁ ।

ଏହି ପରି ରୋଗରେ ମନୁଷ୍ୟ ହଇରାଣ ହୋଇଥାଏ କିନ୍ତୁ କିଛି ପ୍ରକାର ପତ୍ର ଏମିତି ଅଛନ୍ତି ଯାହା ଦ୍ଵାରା ଏହି ରୋଗ ଭଲ ହୋଇପାରିବେ ।

ନିମ୍ବ, ତୁଳସୀ, ବବୁଲ, ବରଗଛ ପତ୍ର ଓ କୋଳି ପତ୍ର ଭଳି କେତେକ ପତ୍ର ରେ ଔଷଧୀୟ ଗୁଣ ଥାଏ । ଏହି ପତ୍ର ଗୁଡିକ ରୋଗ ରେ ଘରେ ଉପଯୋଗ ହୋଇଥାଏ, ଚର୍ମରୋଗରୁ ଆରମ୍ଭ କରି ଦାନ୍ତ ସମସ୍ୟା ପାଇଁ ଓ ଚୁଟି ଝଡିବା ସମସ୍ୟା ପାଇଁ ବି ଏହି ସବୁ ପତ୍ର ଏଲୋପାଥି ଔଷଧ ଠାରୁ ବି ଅଧିକ କାମ କରିଥାଏ । ଆସନ୍ତୁ ଏହି ପତ୍ରଙ୍କ ବିଷୟ ରେ ଜାଣିବା

ନିମ୍ବ ପତ୍ର ବହୁତ ଲାଭକାରୀ ଅଟେ, ଯଦି ଆପଣ ସକାଳେ ଖାଲି ପେଟ ରେ ୧୦-୧୨ ପତ୍ର ପେଶିକାରୀ ପିଉଛନ୍ତି ତାହେଲେ ଜୀବନ ରେ କେବେ ବି ଆପଣଙ୍କୁ ଚର୍ମରୋଗ ହେବ ନାହିଁ । ଏହା ଛଡା ନିମ୍ବ ପତ୍ର ପାଣି ରେ ଫୁଟେଇକରି ମୁଣ୍ଡ ଧୋଇଲେ ଚୁଟି ଝଡିବା ସମସ୍ୟା ଦୂର ହୋଇଥାଏ ।

ତୁଳସୀ ପତ୍ର ରେ ଚା କରି ପିଇଲେ ଥଣ୍ଡା ରେ ଆରାମ ମିଳି ଥାଏ, ଯଦି ନିୟମ ଅନୁସାରେ ସବୁ ଦିନ ସକାଳେ ଆପଣ ତୁଳସୀ ପତ୍ର ଚା ପିଉଛନ୍ତି ବା ତୁଳସୀ ପତ୍ର ଖାଉଛନ୍ତି ତାହେଲେ ଆପଣ ବହୁତ ପ୍ରକାର ରୋଗରୁ ବଞ୍ଚି ପାରିବେ । ନିମ୍ବ ଓ ତୁଳସୀ ପରି ବବୁଲ ର ପତ୍ର ବି ଲାଭକାରୀ ଅଟେ, ବବୁଲ ପତ୍ର ପାଣି ରେ ଫୁଟେଇ ସେହି ପାଣି ରୁ କୁଳୁ କଲେ ଦାନ୍ତ ଓ ମାଢି ମଜବୁତ ହୋଇଥାଏ ।

ନିମ୍ବ ପତ୍ର ଭଳି କୋଳି ପତ୍ର ବି ଚୁଟି ସମସ୍ଯା ରୁ ଆରାମ ଦେଇଥାଏ, କୋଳି ପତ୍ର ଓ ନିମ୍ବ ପତ୍ର କୁ ପେଶିକାରୀ ଲେମ୍ବୁ ରସ ପକାଇ ଚୁଟି ରେ ଲଗେଇଲେ ଚୁଟି ମଜବୁତ ହୋଇଥାଏ ଏବଂ ଚୁଟି ଝଡିବା ସମସ୍ଯା ଦୂର ହୋଇଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *