Rudra Bhaiଙ୍କ ପାଇଁ ଲେଖା ହେଲା ଏହି ସୁନ୍ଦର ଗୀତ, ମାର୍କେଟରେ ହେଉଛି ଭାଇରାଲ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଆଣିଥିବେ ବର୍ତ୍ତମାନ ସାରା ରାଜ୍ୟରେ ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କୁ ବେଶ ଚର୍ଚ୍ଚା ଜୋର ଧରିଛି । କାରଣ ସେ ଯେପରି ଭାବେ ଘଡି ସନ୍ଧି ମୂହୁର୍ତ୍ତ ରେ ବନ୍ୟା ପାଣିରେ ଘେରି ରହିଥିବା ଅସହାୟ ଲୋକଙ୍କୁ ସାହାଜ୍ଯ ହାତ ବଢାଇଛନ୍ତି ତାହା ବେସ ପ୍ରଶଂସା ଯୋଗ୍ୟ ଅଟେ । ତେବେ ଲାଗଣ ବର୍ଷା କାରଣରୁ ସାରା ରାଜ୍ୟ ରେ ବନ୍ୟା ସ୍ଥିତି ସାଂଘାତିକ ରୂପ ନେଇଛି । ଯାହା ପାଇଁ ଗାଁ ଗାଁ ମାନଙ୍କରେ ବନ୍ୟା ପଣି ପଶି ଜଳାମଗ୍ନ ହୋଇ ପଡିଛି । ଲୋକ ମାନଙ୍କର ଘର ପାଣିରେ ବୁଡି ରହିଛି ତ ଲୋକେ ପାଣି ଘେରରେ ରହି ଥିବାରୁ ଖାଇବାକୁ ପାଉ ନାହାନ୍ତି କି ଭଲ ପାଣି ମଧ୍ୟ ପିଇବାକୁ ପାଉ ନାହାନ୍ତି ।

ଯାହା ଫଳରେ ସ୍ଥିତି ଶୋଚନୀୟ ହୋଇ ପଡିଛି । ତେବେ ଏହାରି ମଧ୍ୟ ସାହାଜ୍ଯ ର ହାତ ବଢାଇଛନ୍ତି ବିଧାୟକ ରୁଦ୍ର ମହାରଥୀ । ସେ ଗାଁ ଗାଁ ବୁଲି ବନ୍ୟା ପାଣି ଅନୁଧ୍ୟାନ କରିବା ସହ ଲୋକ ମାନଙ୍କ ପାଖରେ କିପରି ରନ୍ଧା ଖାଦ୍ୟ ଓ ପିଇବାକୁ ପଣି ଯୋଗାଇ ଦିଆଯିବ ସେ ନେଇ ପ୍ରସ୍ତୁତ ଜୋର ସୋର ରେ ଆରମ୍ଭ କରିଛନ୍ତି ।

ତେବେ ବିଧାୟକ ରୁଦ୍ର ଭାଇ ଙ୍କ ଏଭଳି ମହାନ କାମ କୁ ନେଇ ଗୋଟେ ଗୀତ ରିଲିଜ ହୋଇଛି । ଯାହାକୁ ଆପଣ ଶୁଣିଲେ ବି ବେସ ପ୍ରଶଂସା କରିବେ । ଗୀତ ଟି କିକି ଏପରି ରହିଛି କି ଡେଲାଙ୍ଗ ପିପିଲିର ମାନ ସମାନ ନାଟୁ ଭାଇ ପାଇଁ ଆଜି ଝୁରେ ଏ ମନ । ଆଗକୁ ଗୀତ ରହିଛି କି ମହାରଥୀର ରକ୍ତ ଯାହା ଦେହରେ ବୋହୁଥାଏ ସେ ଏ ମାଟିର ମାନ ନିଶ୍ଚୟ ସେ ରଖିବେ ।

ଆଗକୁ ଗୀତ ରେ କୁହ ଯାଉଛି ସେ ଭାଇ ଏମିତି ଯାହାକୁ ଭୁଲିବା ବା କେମିତି ସେ ହେଉଛି ଏ ମାଟିର ସାନ ରୁଦ୍ର ଭାଇ ଫ୍ୟାନ ନା ଆମେ ନାଟୁ ଭାଇ ଫ୍ୟାନ ବିଜେଡି ବାନା ଆମେ ନବୀନଙ୍କ ଫ୍ୟାନ ମହାରଥୀ ଫ୍ୟାନ ଆମେ ରୁଦ୍ର ଭାଇ ଫ୍ୟାନ । ଗୀତ ଟି ରୁଦ୍ର ଭାଇଙ୍କୁ ଡେଡିକେଟ କରାଯାଇଛି ତାଙ୍କ ପାଇଁ ସ୍ପେଶାଲି ରିଲିଜ ହୋଇଛି ଯାହା ଶୁଣିବାକୁ ଖୁବ ସୁନ୍ଦର ଲାଗୁଛି ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ସବୁ ଯୋଜନା ରହିଛି ତାହା ଉପରେ କାର୍ଯ୍ୟ କରୁଛନ୍ତି ଏବେ ରୁଦ୍ର ଭାଇ । ନିଜ ଦଳ ସହ ମିଶି ଲୋକ ମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି ରୁଦ୍ର ଭାଇ । ତେବେ ରୁଦ୍ର ଭାଇ ଙ୍କ ନାଁ ରେ ରିଲିଜ ହୋଇଥିବା ଏହି ଗୀତ ଟି ସୋସିଆଲ ମିଡିଆରେ ଏବେ ଗୋଟେ ମୋବାଇଲରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।

ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ନିଆଯାଇ ପାରିବ ସେ ଦିଗରେ ମହଦୀ ରୁଦ୍ର ଭାଇ କାର୍ଯ୍ୟରତ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ରୁଦ୍ର ଭାଇଙ୍କ ଏଭଳି କାମ ଓ ତାଙ୍କ ନାନ ରେ ରିଲିଜ ହୋଇଥିବା ଗୀତ କେମିତି ଲାଗିଲା ଆମକୁ କମେଣ୍ଟରେ ଜଣାଇବେ ।

Leave a Reply

Your email address will not be published. Required fields are marked *