Breaking News: ସାପ ବିଷ ଭଲ କରିବ କରୋନା! ସାମ୍ନାକୁ ଆସିଲା ନୂଆ ଗବେଷଣା, ଜାଣନ୍ତୁ, କ’ଣ ରହିଛି ପୂରା ଘଟଣା?

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଚଳିତ ବର୍ଷ ଅପେକ୍ଷା ଗତ ବର୍ଷ କ-ରୋ-ନା ସଂ-କ୍ର-ମ-ଣ ଅଧିକ ବଢିବାରେ ଲାଗିଛି । ଯାହା ପାଇଁ ଚିନ୍ତା ଅଧିକ ବୃଦ୍ଧି ପାଇଛି । ଗତ କିଛି ଦିନ ହେବ କ-ରୋ-ନା ସଂ-କ୍ର-ମ-ଣ କମ ଥିବା ବେଳେ ବର୍ତ୍ତମାନ ପୁଣି ଥରେ ସଂ-କ୍ର-ମ-ଣ ବଢିବାରେ ଲାଗିଛି । କ-ରୋ-ନା ସଂ-କ୍ର-ମ-ଣ ଏତେ ଭ-ୟ-ଙ୍କ-ର ହେଲାଣି ଯେ ଭ୍ୟାକ୍ସିନ ନେବା ପରେ ମଧ୍ୟ ଲୋକ ମାନେ ପ୍ରା-ଣ ହରାଉଛନ୍ତି । ଏତିକି ମଧ୍ୟ ରେ ବ୍ରାଜିଲ ବୈଜ୍ଞାନିକ ମାନେ ଯେଉଁ ସୂଚନା ଦେଇଛନ୍ତି ତାହାକୁ ନେଇ ବର୍ତ୍ତମାନ ଖୁବ ଜୋରସୋର ରେ ଚ-ର୍ଚ୍ଚା ଚାଲିଛି । ସୂଚନା ଅନୁସାରେ କ-ରୋ-ନା ଚିକିତ୍ସା ଏତେ ସା-ପ ଭିତରେ କରାଯିବ ।

ବ୍ରାଜିଲ ର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଜାଣିବାକୁ ପାଇଛନ୍ତି ଯେ ବିଶ୍ଵରେ ରହିଥିବା ଏକ ହନୁ ମାଙ୍କଡର କୋଷ ରେ କ-ରୋ-ନା ଜୀବାଣୁ ବୃଦ୍ଧି କରିବାରେ ବାଧା ସୃଷ୍ଟି କରିଥାଏ । କିନ୍ତୁ ଏ ଯାଏଁ ମଣିଷ ଦେହରେ ଏହି ବି-ଷ ର ପ୍ରାଭବ କେମିତି ରହିବା ତାହା ଜଣା ପଡି ନାହି । କିନ୍ତୁ ବିଶେଷଜ୍ଞ ମାନେ ଆଶାବାଦି ଅଛନ୍ତି ଯେ ଏହି ବି-ଷ ରେ କ-ରୋ-ନା ଚିକିତ୍ସା କରାଯାଇ ପାରିବ । ସୂଚନା ଅନୁସାରେ ବୈଜ୍ଞାନିକ ମଲିକ୍ୟୁସ ପତ୍ରିକାରେ ଜଣା ପଡିଛି ଯେ ଜାରା ଖୋସଫିଡ ମାଙ୍କଡ କୋଷ ରେ ଜୀବାଣୁଙ୍କର ୭୫% ବୃଦ୍ଧି ହେବାର କ୍ଷମତା କୁ ପ୍ର-ତି-ରୋ-ଧ କରି ପାରିଛି ।

ପାଓଲ ଅଫ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଆଖିଛନ୍ତି ଯେ ସା-ପର ବି-ଷ ର କିଛି ଅଂଶର ଜୀବାଣୁଙ୍କର ଏକ ବରିଷ୍ଠ ପ୍ରୋଟିନ କୁ ପ୍ର-ତି-ରୋ-ଧ କରି ପାରିବ । ଏହି ଅଣୁ ହେଉଛି ଏକ ପ୍ରୋପାଇଲ କିମ୍ବା ଆମୀନୋ ଏସିଡ ଯାହା କ-ରୋ-ନା ଜୀବାଣୁର ପିଏଲ ପିଆରଓ ଏଞ୍ଜେମ ସହ ବା-ନ୍ଧି ହୋଇ ରହିଥାଏ । ଏହି ଅଣୁ ଅନ୍ୟ କୋଷ ଗୁଡିକର କ୍ଷ-ତି ନ କରି ଅନ୍ୟ ଜୀବାଣୁ କୁ ପ୍ର-ତି-ରୋ-ଧ କରିବାରେ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକାରେ ନିଭାଇଥାଏ । ଏହା ସହ ବିଶେଷଜ୍ଞ ମାନେ ସା-ପ ଶି-କା-ର କରିବା ବା ଧରିବା ଅନାବଶ୍ୟକ ବୋଲି ସ୍ପଷ୍ଟ କରିଛନ୍ତି ।

ଏହାର ଆଣ୍ଟି ବ୍ୟାକ୍ଟେରିୟା ଗୁଣ ପାଇଁ ପୂର୍ବରୁ ଚିହ୍ନଟ ପ୍ରୋପାଇଲ ଲ୍ୟାବ ରେ ମଧ୍ୟ ପ୍ରସ୍ତୁତ ହୋଇ ପାରିବ । ଏହା ଉପରେ ମଧ୍ୟ ଗବେଷଣା ଚାଲିଛି । ଏହି କାରଣରୁ ସା-ପ ଧରିବା ଆବଶ୍ୟକ ନାହି । ତେବେ ସା-ପ କୁ ନେଇ କ-ରୋ-ନା ସଂ-କ୍ର-ମ-ଣ ରୋକା ଯାଇପାରିବ କି ନାହି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହି । କିନ୍ତୁ ଭାରତ ରେ ଏ ନେଇ କୌଣସି ଗବେଷଣା ହୋଇ ନାହି । କେବଳ ବ୍ରାଜିଲ ବିଶେଷଜ୍ଞ ମାନେ ସା-ପ ବି-ଷ ରେ କ-ରୋ-ନା ସଂ-କ୍ର-ମ-ଣ ଭଲ ହେବ କି ନାହି ତାହା ଉପରେ ଗବେଷଣା ଆରମ୍ଭ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *