ଆଜିକାଲି ସମସ୍ତଙ୍କ ଘରେ ଝିଟିପିଟି ସାମାନ୍ୟତଃ ଥାନ୍ତି, କିଛି ଲୋକ ଝିଟିପିଟି ଦେଖିଲେ ମାରିବାକୁ ଗୋଡାନ୍ତି କିଛି ଲୋକ ଏହାକୁ ଦେଖି ମଧ୍ୟ ନଦେଖିଲା ଭଳି ବ୍ୟବହାର କରନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣଙ୍କ ଘରେ ଥିବା ଏହି ସାମାନ୍ୟ ଝିଟିପିଟି ମଧ୍ୟ ଆପଣଙ୍କୁ କୋଟିପତି କରି ପାରେ । ଝିଟିପିଟିକୁ ଆମ ହିନ୍ଦୁ ଧର୍ମ ରେ ଶୁଭ ମାନନ୍ତି, ଏହାକୁ ଘରକୁ ଧନ ଆଣିବାର ଦୂତ କୁହାଯାଏ ।
ଏବେ କେତେକ ଲୋକ ଏହା କହିବେ ଯେ ଆମ ଘରେ ବହୁତ ଝିଟିପିଟି ଅଛନ୍ତି କିନ୍ତୁ ଆମ ଘରକୁ ତ କାଇଁ ଧନ ଆସୁ ନାହିଁ ।
ତେବେ ସବୁ ଜିନିଷ ଆରାମ ରେ ମିଳି ଯାଏ ନାହିଁ ଆଜିକା ସମୟରେ କିଛି ପାଇବା ପାଇଁ ପରିଶ୍ରମ କରିବା ଅତି ଆବଶ୍ୟକ ଅଟେ, ତେବେ ଆପଣଙ୍କୁ ମଧ୍ୟ ଝିଟିପିଟି ପୂଜା ନିୟମ ଅନୁଯାଇ କରିବାକୁ ପଡିବ ଓ ଏହା ପାରେ ମାଁ ଲକ୍ଷ୍ମୀ ଆପଣଙ୍କ ପୂଜା ଦ୍ଵାରା ପ୍ରଶ୍ନ ହୋଇ ଆପଣଙ୍କ ଘରେ ଧନ ବର୍ଷା କରିବେ ।
ଧନ ପ୍ରାପ୍ତି ପାଇଁ ଘରେ ଝିଟିପିଟି ଦେଖିଲେ ଏହା କରନ୍ତୁ :
ଯେବେ ବି ଘରେ ଆପଣଙ୍କୁ ଝିଟିପିଟି ଦେଖା ଜୀବ ତେବେ ତାକୁ ଝାଡୁ ରେ ମାରି ଭଗାନ୍ତୁ ନାହିଁ । ପୂଜା ଘରୁ କୁକୁମ ହଳଦୀ ଓ ଚାଉଳ ଆଣି ଦୂରରୁ ସେହି ଝିଟିପିଟି ପୂଜା କରନ୍ତୁ ଧ୍ୟାନ ଦିଅନ୍ତୁ ଯେ ଚାଉଳ ଏତେ ଜୋର ଫୋପାଡନ୍ତୁ ନାହିଁ ଯେ ଝିଟିପିଟି ଡଋ ପଳାଉ । ଏହା ପାରେ ଦୁଇଟି ଅଗରବତୀ ଜଳାନ୍ତୁ ଓ ଝିଟିପିଟି କୁ ଦେଖାନ୍ତୁ ଏହା ପାରେ ଏହି ମନ୍ତ୍ର ୭ ଥର ଜାପ କରନ୍ତୁ “ॐ ହ୍ରୀଂ ହ୍ରୀଂ ଶ୍ରୀ ଲକ୍ଷ୍ମୀ ୱାସୁଦେୱାୟ ନମ:”ଏହା ପାରେ ସେହି ଅଗରବତୀ ମାଁ ଲକ୍ଷ୍ମୀଙ୍କ ପ୍ରତିମା ସାମ୍ନା ରେ ରଖି ଦିଅନ୍ତୁ ।
ଏଥର ମାଁ ଲକ୍ଷ୍ମୀଙ୍କ ସାମ୍ନାରେ ଆସନ ବିଛାଇ ବସି ଯାନ୍ତୁ ଓ ଏହି ମନ୍ତ୍ର ୧୦୮ ଥର ଜାପ କରନ୍ତୁ “ॐ ଶ୍ରୀଂ ହ୍ରୀଂ କ୍ଲୀଂ ଶ୍ରୀ ସିଦ୍ଧ ଲକ୍ଷ୍ମ୍ଯୈ ନମ:”। ଯଦି ଆପଣ ଏହି ଉପାୟ ଶୁକ୍ରବାର ଦିନ କରୁଛନ୍ତି ତେବେ ଆପଣଙ୍କୁ ଫଳ ପ୍ରାପ୍ତି ଅତି ଶୀଘ୍ର ହବ । ମାଁ ଲକ୍ଷ୍ମୀ ପ୍ରତି ଜୀବ ଠାରୁ ପ୍ରେମ କରନ୍ତି ତାଙ୍କ ଦୟାରୁ ଏହି ଜୀବ ବି ଲୋକଙ୍କ ନଜର ରେ ମହତ୍ଵପୂର୍ଣ ହୋଇ ଥାନ୍ତି ।