ସାଧାରଣ ଦେଖାଯାଉଥିବା ଏହି ଝିଟିପିଟି ଆପଣଙ୍କୁ କୋଟିପତି ବନେଇ ପାରେ, ଜାଣନ୍ତୁ କଣ କରିବାକୁ ପଡିବ

ଆଜିକାଲି ସମସ୍ତଙ୍କ ଘରେ ଝିଟିପିଟି ସାମାନ୍ୟତଃ ଥାନ୍ତି, କିଛି ଲୋକ ଝିଟିପିଟି ଦେଖିଲେ ମାରିବାକୁ ଗୋଡାନ୍ତି କିଛି ଲୋକ ଏହାକୁ ଦେଖି ମଧ୍ୟ ନଦେଖିଲା ଭଳି ବ୍ୟବହାର କରନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣଙ୍କ ଘରେ ଥିବା ଏହି ସାମାନ୍ୟ ଝିଟିପିଟି ମଧ୍ୟ ଆପଣଙ୍କୁ କୋଟିପତି କରି ପାରେ । ଝିଟିପିଟିକୁ ଆମ ହିନ୍ଦୁ ଧର୍ମ ରେ ଶୁଭ ମାନନ୍ତି, ଏହାକୁ ଘରକୁ ଧନ ଆଣିବାର ଦୂତ କୁହାଯାଏ ।

ଏବେ କେତେକ ଲୋକ ଏହା କହିବେ ଯେ ଆମ ଘରେ ବହୁତ ଝିଟିପିଟି ଅଛନ୍ତି କିନ୍ତୁ ଆମ ଘରକୁ ତ କାଇଁ ଧନ ଆସୁ ନାହିଁ ।

ତେବେ ସବୁ ଜିନିଷ ଆରାମ ରେ ମିଳି ଯାଏ ନାହିଁ ଆଜିକା ସମୟରେ କିଛି ପାଇବା ପାଇଁ ପରିଶ୍ରମ କରିବା ଅତି ଆବଶ୍ୟକ ଅଟେ, ତେବେ ଆପଣଙ୍କୁ ମଧ୍ୟ ଝିଟିପିଟି ପୂଜା ନିୟମ ଅନୁଯାଇ କରିବାକୁ ପଡିବ ଓ ଏହା ପାରେ ମାଁ ଲକ୍ଷ୍ମୀ ଆପଣଙ୍କ ପୂଜା ଦ୍ଵାରା ପ୍ରଶ୍ନ ହୋଇ ଆପଣଙ୍କ ଘରେ ଧନ ବର୍ଷା କରିବେ ।

ଧନ ପ୍ରାପ୍ତି ପାଇଁ ଘରେ ଝିଟିପିଟି ଦେଖିଲେ ଏହା କରନ୍ତୁ :

ଯେବେ ବି ଘରେ ଆପଣଙ୍କୁ ଝିଟିପିଟି ଦେଖା ଜୀବ ତେବେ ତାକୁ ଝାଡୁ ରେ ମାରି ଭଗାନ୍ତୁ ନାହିଁ । ପୂଜା ଘରୁ କୁକୁମ ହଳଦୀ ଓ ଚାଉଳ ଆଣି ଦୂରରୁ ସେହି ଝିଟିପିଟି ପୂଜା କରନ୍ତୁ ଧ୍ୟାନ ଦିଅନ୍ତୁ ଯେ ଚାଉଳ ଏତେ ଜୋର ଫୋପାଡନ୍ତୁ ନାହିଁ ଯେ ଝିଟିପିଟି ଡଋ ପଳାଉ । ଏହା ପାରେ ଦୁଇଟି ଅଗରବତୀ ଜଳାନ୍ତୁ ଓ ଝିଟିପିଟି କୁ ଦେଖାନ୍ତୁ ଏହା ପାରେ ଏହି ମନ୍ତ୍ର ୭ ଥର ଜାପ କରନ୍ତୁ “ॐ ହ୍ରୀଂ ହ୍ରୀଂ ଶ୍ରୀ ଲକ୍ଷ୍ମୀ ୱାସୁଦେୱାୟ ନମ:”ଏହା ପାରେ ସେହି ଅଗରବତୀ ମାଁ ଲକ୍ଷ୍ମୀଙ୍କ ପ୍ରତିମା ସାମ୍ନା ରେ ରଖି ଦିଅନ୍ତୁ ।

ଏଥର ମାଁ ଲକ୍ଷ୍ମୀଙ୍କ ସାମ୍ନାରେ ଆସନ ବିଛାଇ ବସି ଯାନ୍ତୁ ଓ ଏହି ମନ୍ତ୍ର ୧୦୮ ଥର ଜାପ କରନ୍ତୁ “ॐ ଶ୍ରୀଂ ହ୍ରୀଂ କ୍ଲୀଂ ଶ୍ରୀ ସିଦ୍ଧ ଲକ୍ଷ୍ମ୍ଯୈ ନମ:”। ଯଦି ଆପଣ ଏହି ଉପାୟ ଶୁକ୍ରବାର ଦିନ କରୁଛନ୍ତି ତେବେ ଆପଣଙ୍କୁ ଫଳ ପ୍ରାପ୍ତି ଅତି ଶୀଘ୍ର ହବ । ମାଁ ଲକ୍ଷ୍ମୀ ପ୍ରତି ଜୀବ ଠାରୁ ପ୍ରେମ କରନ୍ତି ତାଙ୍କ ଦୟାରୁ ଏହି ଜୀବ ବି ଲୋକଙ୍କ ନଜର ରେ ମହତ୍ଵପୂର୍ଣ ହୋଇ ଥାନ୍ତି ।

Leave a Reply

Your email address will not be published. Required fields are marked *