ଆଜିକା ସମୟରେ ଲୋକଙ୍କ ସବୁଠାରୁ ବଡ ସମସ୍ଯା ତାଙ୍କ ଓଜନ ହୋଇଥାଏ, ତେବେ ଓଜନ ଆବଶ୍ୟକରୁ ଅଧିକ ବଢିବା ଦ୍ଵାରା ମଣିଷ ନିଜ ଇଛା ଅନୁଯାଇ ଖାଇବା ମଧ୍ୟ ଖାଇ ପାରିନଥାଏ । ତେବେ ମଣିଷ ଖାଇବା ଆଉ ସୁଖୀ ରହିବା ପାଇଁ ଏତେ କଷ୍ଟ କରନ୍ତି କିନ୍ତୁ ଯଦି ଖାଇବାରେ ଅସୁବିଧା ହବ ତେବେ ମଣିଷକୁ ମନ ମାରି ରହିବାକୁ ପଡିଥାଏ । ତେବେ ଯେଉଁ ଲୋକଙ୍କ ମେଟାବୋଲିଯମ ଭଲ ନଥାଏ ତାଙ୍କ ଖାଦ୍ୟ ଚର୍ବିରେ ପରିଣତ ହୋଇ ତାଙ୍କ ଶରୀର ଓଜନ ବଢାଇ ଥାନ୍ତେ । ତେବେ ଆସନ୍ତୁ ଚର୍ବି କେମିତି କମ କରିବା ଆଉ କେମିତି ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖିବା ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମ ଶରୀରକୁ ସବୁଠାରୁ ଅଧିକ ମାତ୍ରାରେ ପାଣି ଆବଶ୍ୟକ ହୋଇଥାଏ ଆଉ ଯେତେବେଳେ ଖାଇବା ପରେ ମଣିଷ ସଠିକ ମାତ୍ରାରେ ପାଣି ସେବନ କରିନଥାଏ ସେତେବେଳେ ତା ଶରୀରରେ ବିନା କାରଣରେ ପାଚନ ସମସ୍ଯା ଆରମ୍ଭ ହୋଇଥାଏ ।
ଆଉ ଖାଇବା ହଜମ ହବାରେ ସମସ୍ୟା ଆସିଥାଏ । ଆଜି ଆମେ ଆପଣଙ୍କୁ ଚର୍ବି କମ କରିବାର ଉପାୟ ବିଷୟରେ କହିବାକୁ ଯାଉଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଚର୍ବି କେମିତି ବଢିଥାଏ ଆଉ ସେହି ସମୟରେ କଣ କରିବା ଆବଶ୍ୟକ ।

ଯେତେବେଳେ ମଣିଷ ଶରୀର ମେଟାବୋଲିଜିମ ସଠିକ ଭାବରେ କାମ କରି ନଥାଏ ସେତେବେଳେ ମଣିଷ ଶରୀରରେ ଇନସୁଲିନ ନାମକ ହାର୍ମୋନ ସଠିକ ଭାବରେ କାମ କରି ପାରି ନଥାଏ ଆଉ ଖାଦ୍ୟ ଊର୍ଜାରେ ପରିଣତ ନ ହୋଇ ଚର୍ବିରେ ପରିଣତ ହୋଇଥାନ୍ତି ଆଉ ଆମ ଓଜନ କମ ଖାଇଲେ ମଧ୍ୟ ବଢିବାରେ ଲାଗିଥାଏ ।
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କାକୁଡି ଆପଣ ମାନେ ସମସ୍ତେ ଖାଉଥିବେ, ତେବେ କାକୁଡି ତମତାର ସାଲାଡ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାନ୍ତି, ତେବେ ଶାସ୍ତ୍ର ଆଉ ବିଜ୍ଞାନ ଦୁଇ ଜାଗାରେ କୁହା ଯାଇଛି ଯେ ମଣିଷକୁ ୫୦% ଖାଦ୍ୟ କଞ୍ଚା ସେବନ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଶରୀର ସ୍ଵସ୍ଥ ରହିଥାଏ ।

ଆପଣଙ୍କୁ ନିଜ ଓଜନ କମ କରିବା ପାଇଁ ଗୋଟେ ତରଳ ପଦାର୍ଥ ସେବନ କରିବାକୁ ହବ ଆପଣଙ୍କୁ ଗୋଟେ କାକୁଡି ନବାକୁ ହବ ଆଉ ତାକୁ ଭଲ ଭାବରେ କାଟି ନିଅନ୍ତୁ ଏହା ପରେ କିଛି ଭୁଶୁଙ୍ଗ ପତ୍ର ନିଉଆନ୍ତୁ ଆଉ ତାକୁ ଧୋଇ କାକୁଡିରେ ପକାନ୍ତୁ ଏହା ପରେ ସୁଆଦ ଅନୁଯାଇ କଳା ଲୁଣ ପକାନ୍ତୁ ।
ଏହା ପରେ ତାକୁ ଗ୍ରାଇଣ୍ଡ କରି ନିଅନ୍ତୁ ଯେଉଁ ଜୁଷ ବାହାରିବ ସେଥିରେ କିଛି ଜୀରା ଲଙ୍କା ଗୁଣ୍ଡ ପକାଇ ତାର ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ କେବଳ ୭ ଦିନ ଭିତରେ ଆପଣଙ୍କୁ ଫରକ ଦେଖା ଜୀବ କିନ୍ତୁ ଏହି ଭଳି ପ୍ରତି ଦିନ ସକାଳେ ନଚେତ ସନ୍ଧ୍ୟାରେ ଆପଣଙ୍କୁ କରିବାକୁ ହବ ।
