SBI ଅଫର: ଘରେ ବସି ପାଆନ୍ତୁ 60 ହଜାର ଟଙ୍କା, କଣ ଏହି ଅଫାର ଜାଣିବା ପାଇଁ ଖବରଟି ସମ୍ପୂର୍ଣ୍ଣ ପଢନ୍ତୁ

ନମସ୍କାର ବନ୍ଧୁଗଣ । କିଛି ଲୋକ ମାନେ ଘରେ ବସି ବ୍ୟବସାୟ କରିବାକୁ ଆଗ୍ରହ ହୋଇଥାନ୍ତି । ଏଥିରେ କିଛି କ୍ଷେତ୍ର ରେ ସଫଳ ହୋଇଥାନ୍ତି ତ ଆକୁ କିଛି କ୍ଷେତ୍ର ରେ ବିଫଳ ହୋଇଥାନ୍ତି । କିନ୍ତୁ ଆଜି ଆମେ ଅପାନ ମାନଙ୍କ ପାଇଁ ଏମିତି ଏକ ଜବରଦସ୍ତ ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ମାନେ ଘରେ ବସି ବ୍ୟବସାୟ ଆରମ୍ଭ କରି ପାରିବେ । ଏହି ନୂଆ ବିଜେନ୍ସ ଆରମ୍ଭ କରି ଆପଣ ମାନେ ଘରେ ବସି ୬୦,୦୦୦ ଟଙ୍କା ରୋଜଗାର କରି ପାରିବେ । ଏହି ବିଜେନ୍ସ ଆରମ୍ଭ କରିବା ପାଇଁ ସୁଯୋଗ ଦେଇଛି SBI ବ୍ଯାଙ୍କ ବା ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ।

ଏହି ବ୍ୟାଙ୍କର ଏଟିଏମ ଫ୍ରାଞ୍ଚାଇ ନେଇ ଆପଣ ସହଜରେ ଏହି ମୋଟା ରକମର ଆୟ କରି ପାରିବେ । ଏବେ ଆସନ୍ତୁ ଜାଣିବା କେମିତି ନେବେ SBI ବ୍ଯାଙ୍କ ଫ୍ରାଞ୍ଚାଇ ଏଟିଏମ । ଯଦି ଆପଣ SBI ଏଟିଏମ ଫ୍ରାଞ୍ଚାଇ ନେବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ SBI ଶାଖା ଯାଇ ଜାଣିବାକୁ ହେବ ଯେ କେଉଁ ଅଞ୍ଚଳରେ ଏଟିଏମର ଆବଶ୍ୟକତା ରହିଛି । ପ୍ରସ୍ତାବିତ ଏଟିଏମ ପାଇଁ ପ୍ରାୟ ୫୦ରୁ ୮୦ ଫୁଟ ସ୍ଥାନ ଥିବା ଆବଶ୍ୟକ । ଫ୍ରାଞ୍ଚାଇକୁ ୨ ଲକ୍ଷ ଟଙ୍କା ଶିକୁରୀଟି ଜମା ଦେଇ କ୍ରୟ କରିହେବ । ଏହା ସହ ୩ ଲକ୍ଷ ଟଙ୍କାର ୱାର୍କିଙ୍ଗ କ୍ୟାପିଟାଲ ରୂପେ ଜଣା କରିବାକୁ ହେବ । ଏହି ଭଳି ପ୍ରାୟ ୫ ଲକ୍ଷ ଟଙ୍କା ଆପଣଙ୍କ ପାଖରେ ଥିବା ଦରକାର ।

ଏହା ଋଫଣ୍ଡେବଲ ଡିପୋଜିତ ହୋଇଥାଏ । ଫ୍ରାଞ୍ଚାଇ ସମାପ୍ତ ହେବା ପରେ ଏହା ଫେରସ୍ତ ମିଳିଯାଏ । ଏହି ଭଳି ଭାବେ ଏଟିଏମ ଫ୍ରାଞ୍ଚାଇ ପାଇଁ ଆବେଦନ କରନ୍ତୁ । SBI ର ଫ୍ରାଞ୍ଚାଇ ଏଟିଏମ କିଛି କମ୍ପାନୀ ଦେଇଥାନ୍ତି । ଆପଣ ଏହି କମ୍ପାନୀର ଅଫିସିଆଲ ୱେବସାଇଟ ଭିଜିଟ କରି ଅନ ଲାଇନ ଆବେଦନ କରି ପାରିବେ । ଏଟିଏମ ଲଗାଇବା ପାଇଁ ପ୍ରତେକ କମ୍ପାନୀ ଅଲଗା ଅଲଗା ହୋଇଥାଏ । ଇଣ୍ଡିଆରେ ମୁକ୍ଷତା ଏଟିଏମ ଲଗାଇବାର କଣ୍ଟ୍ରାକ୍ଟ ଟାଟା ଇଣ୍ଡିକୟାସ, ଓଲଥନ ଏଟିଏମ ଓ ଇଣ୍ଡାଇ ୱାନ ଏଟିଏମ ପାଖରେ ରହିଥାଏ । ଏହି ସବୁ କମ୍ପାନୀ ରେ ଆପଣ ୱେବ ସାଇଟ ରେ ଲଗିନ କରି ଏଟିଏମ ପାଇଁ ଆବେଦନ କରି ପାରିବେ ।

ଏହି ଆବେଦନ କରିବା ସମୟରେ କିଛି ଡକୁମେଣ୍ଟ ଦରକାର ହୋଇଥାଏ । ଯେମିତି କି ଆଇଡି ପ୍ରମାଣ ପାଇଁ ଆଧାର କାର୍ଡ, ପ୍ୟାନ କାର୍ଡ ଏହା ସହ ଆଡ୍ରେସ ପ୍ରମାଣ ପାଇଁ ରାଶାନ କାର୍ଡ ବା ଇଲେକ୍ଟ୍ରିବିଲ ଦେବାକୁ ପଡିଥାଏ । ଏହା ବ୍ୟତିତ ବ୍ଯାଙ୍କ ଆକାଉଣ୍ଟ, ପାସବୁକ, ଫୋଟୋ, ଇମେଲ ଆଇଡି, ମୋବାଇଲ ନମ୍ବର, ଜିଏସଟି ନମ୍ବର, ଫାଇନାନ୍ସିଆଲ ନମ୍ବର ନିହାତି ଜରୁରୀ ହୋଇଥାଏ । ଯଦି ଏହି କ୍ଷେତ୍ରରେ ଆୟ କଥା କୁହାଯାଏ ତେବେ ପ୍ରତି କ୍ଯାସ ଟ୍ରାଞ୍ଜାକସନରେ ୮ ଟଙ୍କା ଓ ନନ କ୍ଯାସ ଟ୍ରାଞ୍ଜାକସନରେ ୨ ଟଙ୍କା ମିଳିଥାଏ । ଟ୍ରାଞ୍ଜାକସନ ଦେଖିବାକୁ ଗଲେ ଆପଣଙ୍କର ଆୟ ମାସିକ ୪୫,୦୦୦ ଟଙ୍କା ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *