ସାବୁନ ବଦଳରେ ଏହାକୁ ଥରେ ବ୍ୟବହାର କରି ଦେଖନ୍ତୁ, କ୍ଷୀର ଭଳି ଚମକିବ ଆପଣଙ୍କ Skin

ଆମେ ଜାଣିଛେ କି ଆମେ ସବୁ ଦିନ ଆମ ଶରୀର କୁ ସବୁ ଦିନ ଭଲ ଭାବେ ଘଷି ମାଜି ସଫା କରୁ କିନ୍ତୁ ଦେଖିବା ପାଇଁ ଗଲେ ଏହା ଆମ ଶରୀର ପାଇଁ ଅନେକ ସମୟରେ ଖରାପ ହୋଇଥାଏ । ଅନେକ ପ୍ରକାର ଇନଫେକସନ ହୋଇ ଥାଏ । ଆପଣ ଜାଣିଥିବେ କି ଏହି ଦିନ ଅନେକ ପ୍ରକାର ସାବୁନ ବଜାର ରେ ମିଳୁଛି । ଆପଣ ସାବୁନ ରେ ଗାଧୋଇବା ଅପେକ୍ଷା ଆମେ କହିବା  ପାଇ ଯାଉଥିବା ହୋମ ରେମେଡି କୁ ଲଗେଇକି ଦେଖନ୍ତୁ ଜାଣି ପାରିବେ କି ଆପଣଙ୍କ ତ୍ଵଚା କେତେ ସୁନ୍ଦର ଓ ସୁସ୍ଥ ହୋଇଯିବ ।

ଆପଣ ଏହା ପାଇଁ ଏକ ଚାମଚ ମସୁର ଡାଲି, ମହୁ, ଟିକେ ହଳଦୀ, କଫୀ, ବେସନ ଓ କ୍ଷୀର ମିଶେଇକି ଏହାକୁ ଭଲ ଭାବେ ମିଶେଇବେ । ଏହାକୁ ଆପଣ ସପ୍ତାହରେ ଏକ ଦିନ କିମ୍ବା ଏହାକୁ ଦୁଇ ଦୀନ ବ୍ୟବହାର କରି ପାରିବେ । ଆପଣ ଏହାକୁ ଶରୀର ର ସବୁ ଅଙ୍ଗରେ ଲଗାଇ ପାରିବେ । ଏବେ ଆପଣ ଏହାକୁ ସୋମବାର ଦିନ ଲଗାଇ ସାରିବା ପରେ । ଆଉ ଏକ ଆମେ ଆଉ ଏକ ପ୍ୟାକ କରିବା ଯାହା ଆପଣ ଗୁରୁବବାର ଦିନ ବ୍ଯବହାର କରିବେ । ଆପଣ ଏହା ପାଇଁ ବେଶନ, ହଳଦୀ, ଓ ଏକ ଚାମଚ ନଡିଆ ତେଲ ଓ ଦହି ନେଇ ଏହାକୁ ଭଲ ଭାବେ ମିଶେଇ ନିଅନ୍ତୁ । ଏହି ଉବତନ କୁ ଆପଣ ସପ୍ତାହରେ ଲଗାଇଲେ ଖୁବ ଭଲ ପରିଣାମ ପାଇବେ ।

ଆପଣ ଏହା ଦେହରେ କିଛି ଲେମ୍ବୁ ମିଶେଇ ପାରିବେ ଯଦି ଆପଣ ନିଜ ଦେହରୁ କିଛି ମଳି କାଢିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଦେଖିବେ ପ୍ରାକୃତିକ ଉପାଯରେ ଆପଣ ଏହାକୁ ଲଗେଇକି ଦେଖନ୍ତୁ ଜାଣି ପାରିବେ କି ଏହି ଉପାୟ ଦ୍ଵାରା ଆପଣଙ୍କ ତ୍ଵଚା କିଭଳି ସୁନ୍ଦର ଓ ଚମକଡାର ହୋଇବ । ଏହା ପର ଉପାୟ କୁ ଆପଣ ରବିବାର ଦିନ ବ୍ୟବହାର କରିବେ । ଆପଣ ଏହାକୁ କଫୀ, ଟିକେ ବେକିଙ୍ଗ ପାଉଡର, ଭିଟାମିନ – E କ୍ୟାପସୁଲ, ରୋଜ ୱାଟର, ଲେମ୍ବୁ ମିଶେଇକି ଆପଣ ଏହାକୁ ଲଗାନ୍ତୁ । ଦେଖିବେ ଆପଣ ଖୁବ ଭଲ ପରିଣାମ ପାଇବେ ।

ଆପଣ ଏହାକୁ ବେକରେ, କାଖ ତଳେ, କହୁଣି ରେ ଆପଣ ଏହାକୁ ଲଗେଇ ପାରିବେ । ଯାହା ଦ୍ଵାରା ଆପଣ ନିଜ ଦେହରେ ଥିବା ସବୁ ପ୍ରକାର କଳା ଦାଗ କୁ ସଫା କରିଦେବ । ଆପଣ ଏହାକୁ ପୁଅ ପିଲା ମାନଙ୍କ ସହ ମଧ୍ୟ ସେୟାର କରିବେ । ଏହା ତାଙ୍କ ପାଇଁ ମଧ୍ୟ ଲାଭ ଦାୟକ । ଆପଣ ଯଦି ଦେଖିବା ପାଇଁ ଯିବେ ତ ଜାଣି ପାରିବେ କି ଆପଣ ଏହାକୁ ଲଗାଇବେ ବେଳେ କିଛି ସମୟ ରଖନ୍ତୁ ଓ ଏହାକୁ ପରିଷ୍କାର କରିବା ପରେ ଆପଣ ଏଠି ରେ ଆଲୋବେରା ଜେଲ କୁ ଲଗାନ୍ତୁ ଦେଖିବେ ଭଲ ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *