ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଜାରିକଲା ଆଲର୍ଟ- ଆସୁଅଛି ସବୁଠୁ ଭୟଙ୍କର ଭାଇରସ, ୩୬ ଘଣ୍ଟା ରେ ପୁରା ଦୁନିଆରେ ହୋଇପାରେ ୮ କୋଟି ମୃତ୍ୟୁ

1918 ମସିହାରେ ଏହିପରି ଏକ ଫ୍ଲୁ  ପୁରା ଦୁନିଆ ରେ ବ୍ୟାପୀଥିଲା ଜାହା କାରଣ ରୁ 5 କୋଟିରୁ ବି ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । କୁହଯାଉଅଛି କି ଏହି ଭାଇରସ ତା ଠାରୁ ବି ଆହୁରି ଭୟଙ୍କର ଅଟେ । ଆଗକୁ ଦୁନିଆ ଉପରେ ଗୋଟେ ବଡ଼ ବିପଦ ମାଡି ଆସୁଅଛି । ଏହି ବିପଦ ଏକ ଭୟଙ୍କର ଭାଇରସ ଅଟେ, ଜାହାକି ପବନ ରେ ମିସି 36 ଘଣ୍ଟା ରେ ପୁରା ଦୁନିଆ କୁ ବ୍ୟାପୀ ଯିବ ବୋଲି କୁହା ଯାଉଅଛି ।

 

ଏହି ଭାଇରସ ପାଇଁ 8 କୋଟି ଲୋକଙ୍କ ମୃତ୍ୟୁ ର ଆଶଙ୍କା ଅଛି । ଏହି ଭାଇରସ ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ର ପୂର୍ବ ପ୍ରମୁଖ ଅଲର୍ଟ ଦେଇଅଛନ୍ତି । ସେ ଏହାକୁ ବର୍ତ୍ତମାନ ର ସବୁଠୁ ବଡ଼ ଭୟଙ୍କର ଫ୍ଲୁ ବୋଲି କହୁଛନ୍ତି । ବିଶେଷଜ୍ଞ ଅନୁଯାଇ,1918 ରେ ସ୍ପେନିଶ ଫ୍ଲୂ ମହାମାରୀ ପାଇଁ ଦୁନିଆର ଏକ ତୃତୀୟାଂସ ଲୋକଙ୍କୁ ସଂକ୍ରମିତ କରିଥିଲା । 1918 ଫ୍ଲୁ ପାଇଁ 5 କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ଯେଉଁ ଫ୍ଲୁ ଆସିବାର ଅଛି ତାହା 1918 ମସିହାରେ ବ୍ୟାପୀ ଥିବା ଫ୍ଲୁ ଠାରୁ ବହୁତ ବଡ଼ ଭୟଙ୍କର ଅଟେ ।

ବିଶେଷଜ୍ଞ ଅନୁଯାଇ, ଏହି ଫ୍ଲୁ ଏଥିପାଇଁ ବି ବହୁତ ଭୟଙ୍କର ହେବ , କାହିଙ୍କିନା ସ୍ପେନିଶ ଫ୍ଲୂ ସମୟ ରେ ଲୋକେ ଏତେ ଭ୍ରମଣ କରୁନଥିଲେ ଯେତେ ଆଜିକା ବେଳେ କରୁଅଛନ୍ତି । ଏହା ଅନୁସାରେ ଆସନ୍ତା ଫ୍ଲୁ ବହୁତ ଭୟଙ୍କର ହବ ଓ ମାତ୍ର 36 ଘଣ୍ଟା ରେ ପୁରା ଦୁନିଆ ରେ ବ୍ୟାପୀବ ବୋଲି କୁହା ଯାଉଛି ।

ସବୁ ଦେଶ ରେ ଆଲର୍ଟ କରାଗଲା :

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ର ପୂର୍ବ ଚୀଫ ର ନେତୃତ୍ଵ ରେ ‘ଦ ଗ୍ଲୋବଲ ପ୍ରୀପେୟର୍ଡନେସ ମନିଟରିଂଗ ବୋର୍ଡ’ ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଟୀମ ନିଜ ଏହି ରିପୋର୍ଟ କୁ ସବୁ ଦେଶ ର ନେତାମାନଙ୍କୁ ସତର୍କ ରହିବା ପାଇଁ ଆବଶ୍ୟକୀୟ ସୂଚନା ପଠାଇ ଛନ୍ତି । ବୁଧବାର ଦିନ ଜାରି ହୋଇଥିବା ରିପୋର୍ଟ ରେ କୁହାଯାଇଛି କି ସାରା ଦୁନିଆରେ ବ୍ୟାପିବାକୁ ଯାଉଥିବା ଏହି ମହାମାରୀ ସତ୍ୟ ଅଟେ ।

ଜିପିଏମବି ଜାରି କଲା ଆଲର୍ଟ :

ଏହି ଭୟଙ୍କର ଭାଇରସ ପାଇଁ ଆଲର୍ଟ ଜାରି କରୁଥିବା ସଂସ୍ଥା ଦ ଗ୍ଲୋବଲ ପ୍ରୀପେୟର୍ଡନେସ ମନିଟରିଂଗ ବୋର୍ଡ (GPMB) ର ନେତୃତ୍ଵ ନରୱେ ର ପୂର୍ବ ପ୍ରଧାନମନ୍ତ୍ରୀ ବା WHO ର ମହାନିର୍ଦେଶକ ଡଃ. ଗ୍ରୋ ହାର୍ଲେମ ବ୍ରନ୍ଡଲୈଂଡ ଓ ଇଂଟରନେଶନଲ ଫେଡରେଶନ ଅପ୍ଫ ରେଡ କ୍ରସ  ଓ ରେଡ କ୍ରୀସେଂଟ ସୋସାଇଟୀଜ ର ଅଲ୍ହଦଜ ଅସ ସୟ କରୁଚନ୍ତି । ଏହି ଭୟଙ୍କର ଭାଇରସ ପବନ ଦ୍ଵାରା ନିଶ୍ଵାସ ରୁ ଦେହ ଭିତରେ ବ୍ୟାପିତ ହେବ ବୋଲି କୁହାଯାଉଅଛି ।

 

ତେବେ ଏହା ଆଗରୁ ଅନେକ ପ୍ରକାରର ଭାଇରସ ଆମ ଦେଶରେ ବ୍ୟାପୀ ସାରିଛି ଯେମିତି କି ଇବୋଲା, ନିପା, ଏବଂ ଜିକା ଭଳି ଖତରନାକ ଭାଇରସ । ତେବେ GPMB ଦ୍ଵାରା ମିଳିଥିବା ରିପୋର୍ଟ ଅନୁସାରେ ଏହି ଭାଇରସ ଆଜିକାର ସବୁଠୁ ଖତର୍ନାକ ଭାଇରାସ ଯାହା ୫ ରୁ ୮ କୋଟି ଜୀବନ ନେବାର ସମ୍ଭାବନା ଅଛି ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *