ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ଜୀବନସହ ସଂପୃକ୍ତ 5 ଟି ରାଜ, ଯାହା ବିଷୟରେ ବହୁତ କମ ଲୋକ ଜାଣନ୍ତି

ଭାରତୀୟ ଟିମର ପୂର୍ବ କ୍ୟାପଟେନ ଓ ବ୍ୟାଟସ ମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ସୋସିଆଲ ମିଡିଆରେ ବହୁତ ଖବର ଆସୁଛି । ସେ ସବୁବେଳେ ଚର୍ଚାରେ ରୁହନ୍ତି । କୁହାଯାଉଛି ଯେ ସାରା ଅମ୍ବାନୀ ପରିବାରର ବୋହୂ ହେଇପାରନ୍ତି । ହେଲେ ଏଯାଏ ଏହାର ସତ୍ୟତା ସମ୍ପୂର୍ଣ୍ଣ ରୂପେ ଜଣା ନାହିଁ । ତାଙ୍କୁ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ରେ ମଧ୍ୟ ଦେଖାଦେଇଥିଲେ । ବହୁତ ସୁନ୍ଦର ଓ ଷ୍ଟାଇଲିସ ସାରା ଯୁବା ବର୍ଗରେ ବହୁ ପ୍ରସିଦ୍ଧ ।

ସାରାଙ୍କ ଜୀବନ ସହ ସଂପୃକ୍ତ 5 ଟି ରାଜ ବିଷୟରେ ଆସନ୍ତୁ ଜାଣିବା ।

ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଜନ୍ମ 12 ଅକ୍ଟୋବର 1997ରେ ହୋଇଥିଲା । ହେଲେ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ, ତାଙ୍କ ଉଚ୍ଚତା କେବଳ 1.6 ସେ.ମି. । ସେ ନିଜ ପାଠପଢ଼ା ଧିରୁଭାଇ ଅମ୍ବାନୀ ଇଣ୍ଟନେସନାଲ ସ୍କୁଲ, ମୁମ୍ବାଇ ଓ ୟୁନିଭରସିଟି କଲେଜ ଲଣ୍ଡନ, ଲଣ୍ଡନରେ ସମ୍ପୂର୍ଣ୍ଣ କରିଛନ୍ତି ।

ତାଙ୍କ ନାମ ଭାରତର ଯୁବ ଖିଲାଡ଼ି ସୁଭମନ ଗିଲଙ୍କ ସହ ଯୋଡ଼ା ଯାଇଛି । କିଛି ସମୟ ପୁର୍ବରୁ ସୁଭମନ ଗିଲ ନୂଆ କାର କିଣିଥିଲେ ଓ ସୋସିଆଲ ମିଡିଆରେ ସେୟାର କରିଥିଲେ ଓ ସାରା ଦେଖି ତାଙ୍କୁ ବଧାଇ ଓ ଶୁଭକାମନା ଦେଇଥିଲେ । ତାପରେ ସୋସିଆଲ ମିଡିଆରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା ।

ଏମିତି ଶୁଣିବାକୁ ମିଳିଥିଲା କି ସେ ବଲିଉଡ ଅଭିନେତା ସାହିଦ କପୁରଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ତାପରେ ନିଜେ ସଚିନ ତେନ୍ଦୁଲକର ଏହାକୁ ଟୁଇଟ କରି ମନା କରିଥିଲେ । ସାରା ତେନ୍ଦୁଲକରଙ୍କର ପଢ଼ିବା, ଗୀତ ଶୁଣିବା ଓ ଫିଲ୍ମ ଦେଖିବା ବହୁତ ପସନ୍ଦ । ସାରାଙ୍କ ଭାଇ ଓ ନବୋଦିତ କ୍ରିକେଟର ଅର୍ଜୁନ ସିକେ ନାଇଡୁ ଟ୍ରୋଫିରେ ଖେଳୁଛନ୍ତି ।

ଆଶା କରୁଛୁ ଅପାନମଙ୍କୁ ଆମର ଏହି ପୋସ୍ତ ଗୁଡିକ ପସନ୍ଦ ଆସୁଥିବ, ପସନ୍ଦ ଆସୁଥିଲେ ଲାଇକ ଓ କମେଣ୍ଟ ନିଶ୍ଚୟ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *