ସବୁଦିନ 100 ଟଙ୍କା ଇନଭେସ୍ଟ କରି ହାସଲ କରିପାରିବେ 20 ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଆଜିକାଲି ଏ ମହଙ୍ଗା ଯୁଗରେ ସମସ୍ତେ କେବଳ ପଇସା କମେଇବା ଓ ପଇସା ବଞ୍ଚେଇବାରେ ହିଁ ସବୁ ଧ୍ୟାନ ରଖି ଥାନ୍ତି ।  ଯାହାଙ୍କ ପାଖରେ ଯେତେ ଅଧିକ ପଇସା, ସେ ବ୍ୟକ୍ତି ସେତେ ଅଧିକ ସୁଖୀ ହୋଇଥାଏ ଓ ଅଧିକ ବ୍ୟସ୍ତ ରହିଥାଏ । ଲୋକେ ପଇସା କମେଇବା ପରେ ତାକୁ ସଞ୍ଚୟ କରିବା ଆରମ୍ଭ କରି ଦିଅନ୍ତି, କାରଣ ଯେମିତି ଆଗତ ସମୟ ରେ ତାଙ୍କୁ ଅନ୍ୟକୁ ମାଗିବାକୁ ନପଡେ ।

ଯଦି ଆପଣବି ପଇସାକୁ ନେଇ ଭବିଷ୍ୟତରେ ଚିନ୍ତିତ ହେବାକୁ ଚାହୁଁ ନାହାନ୍ତି ତ ମ୍ୟୁଚୁଆଲ ଫଣ୍ଡ ନାମକ ଏମିତି ଏକ ସାଧନ ପକ୍ରିୟା ଯାହା ଜରିଆରେ ଅଳ୍ପ ଅଳ୍ପ ପଇସା ଏକାଠି କରି କିଛି ବର୍ଷରେ ଅଧିକ ପଇସା ଜମା କରିପାରିବେ ।

Image Courtesy: Google

ଆଜି ଆମେ ଯେଉଁ ପ୍ଲାନ ବିଷୟରେ କହିବାକୁ ଯାଉଛୁ ବୋଧହୁଏ ଆପଣ ଜାଣିଥିବେ, ଲୋକେ ବ୍ୟାଙ୍କରେ ଅଧିକ ପଇସା ରଖିବାକୁ ପସନ୍ଦ କରନ୍ତିନି । ଲୋକମାନେ ଏମିତି ଏକ ମାଧ୍ୟମ ଖୋଜୁଛନ୍ତି ଯେଉଁଥିରେ ସେମାନଙ୍କୁ ଭଲ ଅଧିକ ପଇସା ମିଳିବ । ଏଥିପାଇଁ ମ୍ୟୁଚୁଆଲ ଫଣ୍ଡରେ ପଇସା ଲଗେଇବା ପାଇଁ ଆକର୍ଷିତ ହେବାରେ ଲାଗିଛନ୍ତି । ଏଥିରେ ପଇସାର ଆଭରେଜିଂ ବି ହୋଇଥାଏ । ଯେଉଁ ପଇସା ମିଳେ ତାହା ବି ଅଧିକ ହୋଇଥାଏ ।

Image Courtesy: Google

ପ୍ରଶ୍ନ ଇଏ ଯେ କେମିତି ଅଳ୍ପ ପଇସା କିଛି ସମୟ ଭିତରେ ଲକ୍ଷ ରେ ବଦଳିଯିବ । ଯଦି ଜାଣିବାକୁ ଚାହୁଁଛନ୍ତି ତ ଏଇ ବିଶେଷ କଥାରେ ଧ୍ୟାନ ରଖନ୍ତୁ । ମନେକରନ୍ତୁ ଯଦି ଆପଣ 100 ଟଙ୍କା ସଞ୍ଚୟ କରିବେ ତ ମାସକୁ 3000 ଟଙ୍କା ସଞ୍ଚୟ ହେବ । ସବୁଦିନ 100 ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ରଖିଲେ ଆପଣ 15 ବର୍ଷରେ 20 ଲକ୍ଷ ଟଙ୍କା ଜମା କରିପାରିବେ ।

Image Courtesy: Google

ଜାଣିରଖନ୍ତୁ ମାସକୁ 3000 ଟଙ୍କା 15ବର୍ଷ ଯାଏ ଏସଆଇପି ରେ ଲଗେଇବା ତ ସବୁ ବର୍ଷ 15% ଦରରେ ରିଟର୍ଣ୍ଣ ବି ମିଳିବ ଓ ତାସହିତ ପଇସା ଜମା ହୋଇ ମଧ୍ୟ 20 ଲକ୍ଷ ଟଙ୍କା ହେଇଯିବ । ସବୁଠୁ ଜରୁରୀ ହେଉଛି, 3000 ଟଙ୍କା ହିସାବରେ 15 ବର୍ଷରେ 5.5 ଲକ୍ଷ ଟଙ୍କାର ଇନପୁଟ ମ୍ୟୁଚୁଆଲ ଫଣ୍ଡରେ ଜମା କରିପାରିବେ । ଏଇ ଇନପୁଟ ଆପଣଙ୍କୁ ବର୍ଷରେ 15% ରିଟର୍ଣ୍ଣ ହିସାବରେ 15 ବର୍ଷ ପରେ 20 ଲକ୍ଷ ଟଙ୍କା ମିଳିବ । ଯାହା ଲୋକଙ୍କ ପାଇଁ ମୁଖ୍ୟ ଖବର ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋସ୍ତ ପସନ୍ଦ ଆସିଥିବ, ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *