ସ୍ଵାମୀ ଯଦି ରାଗିଥିବେ ତେବେ ଆପଣାନ୍ତୁ ଏହି 3 ଟି ଟିପ୍ସ- ସଙ୍ଗେ ସଙ୍ଗେ ଦୂର ହୋଇଯିବ ରାଗ

ବିବାହ ପରେ ସବୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ନା କିଛି ଛୋଟ ଛୋଟ ଝଗଡ଼ା ଓ ରାଗରୁଷା ହୋଇଥାଏ । କେବେ ସ୍ତ୍ରୀ ରୁଷିଥାନ୍ତି ତ କେବେ ସ୍ବାମୀ । ଯଦି ସ୍ବାମୀ ରୁଷିଥାନ୍ତି ତ କେମିତି ତାଙ୍କୁ ମନେଇବେ । ତ ଆସନ୍ତୁ ଜାଣିବା ସ୍ବାମୀଙ୍କୁ ମନେଇବାର ଉପାୟ । ଯଦି ସବୁବେଳେ ଆପଣଙ୍କ ସ୍ଵାମୀଙ୍କ ସହ ଲଢେଇ ଝଗଡ଼ା ହେଉଛି ତ ଆପଣ ତାଙ୍କୁ ମନେଇବା ପାଇଁ ଏମିତି କିଛି କଥା କୁହନ୍ତୁ, ଯାହା ତାଙ୍କର ବହୁତ ପସନ୍ଦ ।

ଯାହାକୁ ଶୁଣିବା ପରେ ତାଙ୍କୁ ହସ ଲାଗିଥାଏ । ଏମିତିରେ ଆପଣଙ୍କ ରୁଷିଥିବା ସ୍ବାମୀ ରାଗ ରୁଷା ସବୁ ଭୁଲିଯିବେ ।

ଯଦି ଆପଣଙ୍କ ସ୍ଵାମୀ ରୁଷିଛନ୍ତି ତ ତାଙ୍କ ମନ ପସନ୍ଦର ଏମିତି ଖାଦ୍ୟ ପ୍ରସ୍ତୁତ କରନ୍ତୁ ତ ଯାହାର ବାସ୍ନାରେ ସେ ନିଜକୁ କିଚେନକୁ ଆସିବାକୁ ଅଟକେଇ ପାରିବେନି । ଏମିତିରେ ଆପଣଙ୍କ ସ୍ଵାମୀ ବୁଝିଯିବେ ଯେମିତି ଆଗରୁ ରୁଷି ହିଁ ନଥିଲେ ।

ରୁଷିଥିବା ସ୍ବାମୀଙ୍କୁ ମନେ଼ଇବା ପାଇଁ ସବୁଠୁ ବେଷ୍ଟ ଉପାୟ ହେଉଛି, ଆପଣ ତାଙ୍କୁ ଅଧିକ ଭଲପାଇବା ଦିଅନ୍ତୁ । ଏତେ କି ଯେମିତି ସେ ନିଜକୁ ଅଟକେଇପାରିବେନି ଓ ନିଜ ରାଗ କୁ ଶାନ୍ତ କରିଦେବେ । ସବୁ ମହିଳା ଏ କାମ ସହଜରେ କରିପାରନ୍ତି ।

ଏ ଥିଲା ଏମିତି କିଛି 3 ଟି ଉପାୟ କହ ସାହାର୍ଯ୍ୟ ରେ ଆପଣ 2 ମିନିଟରେ ନିଜ ରୁଷିଥିବା ସ୍ବାମୀଙ୍କୁ ମନେ଼ଇ ପାରିବେ । ତ ଥରେ ଏ ଟିପ୍ସ ବ୍ୟବହାର କରନ୍ତୁ ଓ ଦେଖନ୍ତୁ ଏହାର କମାଲ ।

Leave a Reply

Your email address will not be published. Required fields are marked *