ଏହି ହିରୋଇନଙ୍କର ଅସହାୟତାର ଫାଇଦା ଉଠାଇ ଡାଇରେକ୍ଟର କରାଇଥିଲେ ବହୁତ ବୋଲ୍ଡ ସିନ

ଏହି କଥା କାହାକୁ ଲୁଚି ନାହିଁ କି ଫିଲ୍ମ ଦୁନିଆରେ ନାମ କମାଇବା ପାଇଁ କ୍ୟାରିୟର ଆରମ୍ଭରେ କିଛି ଏମିତି କାମ କରିବାକୁ ପଡିଥାଏ ଯାହା ଆପଣ କରିବାକୁ ଚାହୁଁନଥିବେ । ଏହି କଠିନ ସତ କେବଳ ଆଜିର ହିଁ ନୁହେଁ ବରଂ ବିତିଯାଇଥିବା ସମୟର ହିରୋଇନଙ୍କୁ ବି ମଜବୁରୀରେ କେତେକ ଭୁଲ କାମ କରିବାକୁ ପଡୁଥିଲା । ଆଜି ଆମେ ଚାଲିଯାଇଥିବା ଜମାନାର ହିରୋଇନ ରିନା ରାୟଙ୍କ ବିଷୟରେ କଥା ହେବା ।

୭ ଜାନୁୟାରୀ ୧୯୫୭ରେ ଜନ୍ମ ହୋଇଥିବା ରିନା ରାୟ ଏବେ ୬୦ବର୍ଷର ହୋଇସାରିଲେଣି । ସେ ୭୦ଏବଂ ୮୦ ଦଶକ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ହେଉଥିଲେ ।

କିନ୍ତୁ ରିନାଙ୍କୁ ନାମ ଏବଂ ପଇସା କମାଇବା ପାଇଁ ପାପଡ଼ ବେଲିବାକୁ ପଡୁଥିଲା । ପରିବାରର କୌଣସି ଫିଲ୍ମ ବ୍ୟାକଗ୍ରାଉଣ୍ଡ ନଥିବା କାରଣରୁ ରିନାଙ୍କୁ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପାଇଁ କେତେକ ଏମିତି କାମ କରିବାକୁ ପଡୁଥିଲା ଯାହା ବିଷୟରେ ସେ ସ୍ଵପ୍ନରେ ବି ଭାବିନଥିବେ ।ଋଣା ଫିଲ୍ମ ଦୁନିଆରେ ପାଦ ୧୯୭୨ରେ ‘ଜରୁରତ’ଫିଲ୍ମରେ ରଖିଥିଲେ । ଏହି ଫିଲ୍ମରେ ଋଣା ବହୁତ ଅଧିକ ଲଜ୍ୟାଜନକ ସିନ ଦେଇଥିଲେ ,ଋଣା ଏହି ପ୍ରକାର ସିନ ଦେବା ପାଇଁ ସହମତ ନଥିଲେ କିନ୍ତୁ ଫିଲ୍ମ ଡାଇରେକ୍ଟର ବିଆର ଇସାରା ଚାହୁଁଥିଲେ କି ରୀନା ଏହି ସିନକୁ ଯାହା ବି ହେଲେ କରିବ । ସେହି ସମୟରେ ରୀନାଙ୍କୁ ଏହି ଫିଲ୍ମ ବହୁତ ଦରକାର ଥିଲା ଏଥିପାଇଁ ସେ ମଜବୁରି ହୋଇ ଡାଇରେକ୍ଟରଙ୍କ କଥା ମାନି ସେହି ସିନ ଦେଇଥିଲେ । ଏହି ଫିଲ୍ମକୁ କରିବା ପରେ ରୀନା ‘ଜରୁରତ ଗାର୍ଲ’ନାମରେ ଫେମସ ହୋଇଗଲେ ।

ସବୁଠାରୁ ଆଶ୍ଚଜ୍ୟର କଥା ଏହା କି ଫିଲ୍ମର କାହାଣୀ ଏବଂ ରୀନାଙ୍କ ଅସଲ ଜୀବନର କାହାଣୀ ବହୁତ ପର୍ଯ୍ୟନ୍ତ ମିଶିଯାଉ ଥିଲା । ଫିଲ୍ମ ପରି ବି ରୀନାଙ୍କୁ ଅସଲ ଜୀବନରେ ବି ପଇସାର ବହୁତ ଦରକାର ଥିଲା । ପ୍ରାୟ ଏହି କାରଣର ଥିଲା କି ସେ ଏହି ପ୍ରକାର ସିନ ଦେବା ପାଇଁ ରାଜିହୋଇ ଯାଇଥିଲେ । ରୀନା ଏହି ଫିଲ୍ମରେ ବହୁତ ଫେମସ ହୋଇଗଲେ ଏବଂ ତାଙ୍କ ପାଖକୁ କେତେକ ଫିଲ୍ମର ଅଫର ଆସିଥିଲା । ଏହି ଫିଲ୍ମ ପରେ ରୀମା ‘ଜେସେ କୋ ତେସେ’ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ରୀନା ପଛକୁ ଚାହିଁଦେଖିଲେ ନାହିଁ ଏବଂ ଗୋଟେ ପରେ ଗୋଟେ ଫିଲ୍ମ କରିଚାଲିଲେ ।

ରୀନା ଏବଂ ଶତୃଘନ ସିହ୍ନାଙ୍କ ଲଭ ଆଫେୟାର ଚାର୍ଚା ବହୁତ ଚାଲିଥିଲା । କିନ୍ତୁ ପରେ ଦୁଇଜଣଙ୍କର ବିବାହ ହୋଇପାରିଲା ନାହିଁ । ଶତ୍ରୁଘନ ପୁନମକୁ ବିବାହ କଲେ ଏବଂ ରୀନା ପାକିସ୍ଥାନ କ୍ରିକେଟ ଖେଳାଳି ବିବାହ କରିଥିଲେ ପରେ ତାଙ୍କ ସପର୍କ ଭାଙ୍ଗିଗଲା । ରୀନା ନିଜ ଝିଅ ସହିତ ମୁମ୍ବାଇରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *