ବନ୍ଧୁଗଣ, ଏକ ବିବାହିତ ନାରୀ କୁ ଭୁଲରେ ମଧ୍ୟ ଏହି ୩ ଟି ଜିନିଷ ପିନ୍ଧିବା କଥା ନୁହେଁ । ଯଦି ଆପଣଙ୍କ ସ୍ଵାମୀ ମଧ୍ୟ ଏହାକୁ ପିନ୍ଧିବାକୁ କୁହନ୍ତି ତେବେ ମଧ୍ୟ ଆପଣ ପିନ୍ଧନ୍ତୁ ନାହିଁ । ଯଦି ଆପଣ ଏହି ୩ ଟି ଜିନିଷକୁ ପିନ୍ଧନ୍ତି ତେବେ ଆପଣ ଆପଣଙ୍କ ସ୍ବାମୀଙ୍କ ମୃତ୍ୟୁ ର କାରଣ ବନିପାରନ୍ତି । ବନ୍ଧୁଗଣ ହିନ୍ଧୁ ଧର୍ମର ସଂସ୍କୃତିରେ ବାସ୍ତୁ ଶାସ୍ତ୍ର କୁ ଅତ୍ୟଧିକ ମହତ୍ଵ ଦିଆଯାଇଥାଏ । ବନ୍ଧୁଗଣ କୌଣସି କାର୍ଯ୍ୟ ର ଶୁଭାରମ୍ଭ କରିବା ପୂର୍ବରୁ ପ୍ରଥମେ ଆମେ ବାସ୍ତୁ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରିଥାଉ, ଯେପରି ଭବିଷ୍ୟତରେ କୌଣସି ପ୍ରକାରର ସମସ୍ଯା ନ ଉପୁଜେ ।
ବନ୍ଧୁଗଣ ଆଜିର ଆଧୁନିକ ଯୁଗରେ ବିବାହିତା ନାରୀ କିଛି ଏଭଳି ଜିନିଷ ପିନ୍ଧି ନିଅନ୍ତି ଯାହାର ଅର୍ଥ ସେମାନେ ବୁଝି ନଥାନ୍ତି । ହିନ୍ଧୁ ଧର୍ମ ର ଶାସ୍ତ୍ର ରେ ମଧ୍ୟ ଏପରି ଲେଖା ହୋଇନାହିଁ ଯେ ଆପଣ କିଛି ମଧ୍ୟ ପିନ୍ଧି ପାରନ୍ତି । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ନକାରତ୍ମକ ପ୍ରଭାବ ପଡିଥାଏ । ଫଳରେ ପରିବାର, ସମ୍ପର୍କ ତଥା ସ୍ବାମୀଙ୍କ ଜୀବନ ପ୍ରତି ମଧ୍ୟ ବିପତି ଆସିପାରେ । ଆସନ୍ତୁ ଜାଣିବା ସେହି ୩ ଟି ଜିନିଷ କଣ ଅଟେ ? ଯାହା ମହିଳା ମାନଙ୍କୁ କେବେ ମଧ୍ୟ ପିନ୍ଧିବା କଥା ନୁହେଁ ।
୧- ବନ୍ଧୁଗଣ ଆଜିକାଲିର ଫ୍ୟାସନ ର ଯୁଗରେ ମହିଳା ମାନେ ସୁନ୍ଦର ଦେଖାଯିବା ପାଇଁ ବହୁତ ଗୁଟିଏ ନିୟମର ଉଲଂଘନ କରିଥାନ୍ତି । ବନ୍ଧଗଣ ବିବାହିତା ନାରୀ ସଂପୂର୍ଣ୍ଣ ଧଳା ରଙ୍ଗର ଶାଢୀ ପିନ୍ଧିବା ଆଦୌ ଉଚିତ ନୁହେଁ । ଏହା ପିନ୍ଧିବା ବିଷୟରେ ଚିନ୍ତା କରିବା ମଧ୍ୟ ପାପ ହୋଇଥାଏ । ବନ୍ଧୁଗଣ ଏହା ପଛର କାରଣ ଏହା ହେଉଛି ଯେ, ସଂପୂର୍ଣ୍ଣ ଧଳା ରଙ୍ଗର ଶାଢୀ ପିନ୍ଧିବା ଦ୍ଵାରା ପାତୀବ୍ରତା ଧର୍ମର କ୍ଷୟ ଅଥବା ନାସ ହୋଇଥାଏ । ଏବଂ ତାଙ୍କର ସମ୍ପର୍କରେ ନକାରାତ୍ମକ ଊର୍ଜା ର ଆଗମନ ହୋଇଯାଏ । କାରଣ ଏହା ବିଧବା ମହିଳା ମାନେ ପିନ୍ଧିଥାନ୍ତି । ଏହି କ୍ଷେତ୍ରରେ ଆପଣ ସ୍ବାମୀଙ୍କ ମୃତ୍ୟୁ ର କାରଣ ବନି ପାରନ୍ତି ।
୨- ବନ୍ଧୁଗଣ ଏହି ଆଧୁନିକ ଯୁଗରେ ମହିଳା ମାନେ ସୁନ୍ଦର ଦେଖାଯିବା ପାଇଁ ପାଦରେ ସୁନା ପାଊଁଚି ଏବଂ ଅଣ୍ଟା ରେ ଅଣ୍ଟାବିଛା ସୁନା ର ପିନ୍ଧି ଥାନ୍ତି । ଏହା ବିବାହିତ ସ୍ତ୍ରୀ ମାନଙ୍କ ପାଇଁ ସଂପୂର୍ଣ୍ଣ ରୂପେ ଅଶୁଭ ହୋଇଥାଏ । ଅଣ୍ଟାରେ ସୁନା ବିଛା ଏବଂ ପାଦରେ ସୁନା ପାଊଁଚି ପିନ୍ଧିବା ଦ୍ଵାରା କୁବେର ମହାରାଜ ଙ୍କର ଅପମାନ ହୋଇଥାଏ । ଏହା ଫଳରେ ତାଙ୍କର କୋପ ଦ୍ରୁଷ୍ଟି ଆପଣଙ୍କ ପରିବାର ସମେତ ଆପଣଙ୍କ ସ୍ଵାମୀ ଉପରେ ପଡିଥାଏ ଏହା ଫଳରେ ଆପଣଙ୍କର ବିନାଶ ହୋଇଥାଏ । ଏଣୁ ପାଦରେ ଅଥବା ଅଣ୍ଟାରେ ଏହି ଦୁଇଟି ଜିନିଷ ପିନ୍ଧିବା କଥା ନୁହେ ।
୩- ବନ୍ଧୁଗଣ ସିନ୍ଧୁର ଏବଂ ମଙ୍ଗଳସୂତ୍ରର ମହତ୍ଵ କଣ ଆପଣ ଜାଣିଛନ୍ତି କି ? ହିନ୍ଧୁ ଧର୍ମର ଶାସ୍ତ୍ର ଅନୁସାରେ ସିନ୍ଦୁର ଏବଂ ମଙ୍ଗଳସୂତ୍ର ବିନା ବିବାହ ଅସମ୍ପର୍ଣ୍ଣ ହୋଇଥାଏ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ହିନ୍ଦୁ ମହିଳା ମାନଙ୍କ ପାଇଁ ସିନ୍ଦୁର ସୁହାଗ ର ନିଶାନି ହୋଇଥାଏ । ଏହା ତାଙ୍କୁ ସ୍ବାମୀଙ୍କ ମଙ୍ଗଳ ଏବଂ ଖୁସି ସହିତ ଯୋଡିଥାଏ ।
ଏଭଳି କ୍ଷେତ୍ରରେ ଯେଉଁ ମହିଳା ବିବାହିତ ହୋଇ ମଧ୍ୟ ସିନ୍ଧୁର ପିନ୍ଧେ ନାହିଁ । ତାହାକୁ ବଡ ପାପ ବୋଲି ମାନାଯାଇଥାଏ । ଏବଂ ଆପଣଙ୍କ ଏହି ପବିତ୍ର ସଂପର୍କକୁ ଅନ୍ୟ ବ୍ୟକ୍ତି ମନହୁଷ ସମ୍ପର୍କର ନାମ ଦେଇଥାନ୍ତି । ଏଥିପାଇଁ ମଠାରେ ସିନ୍ଦୁର ହେବା ନିହାତି ଆବଶ୍ୟକ । ସେହିଭଳି ମଙ୍ଗଳ ସୂତ୍ର ରେ ସୁନା ରୂପା ଜଡିତ ରହିବା ଆବଶ୍ୟକ ହୋଇନାଥାଏ, ମାତ୍ର ସେଥିରେ କଳା ମାଳି ଜଡିତ ହୋଇ ରହିବା ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଜାଣି ଭଲ ଲାଗିଥିଲେ ଗୋଟିଏ ଲାଇକ କରନ୍ତୁ ।