ସାଧାରଣ ବ୍ୟକ୍ତିଙ୍କ ଭଳି ଭୋଜନ କରିବାକୁ ପସନ୍ଦ କରନ୍ତି ଏହି କୋଟିପତି କଳାକାର- ଦେଖନ୍ତୁ ଫୋଟୋ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ପୁଣି ଏକ ବଲୀଉଡ ନ୍ୟୁଜ ଆଣିଛୁ ଆପଣମାନଙ୍କ ପାଇଁ । ଅପାନ ଜାଣିଥିବେ ବଲୀଉଡ ର ଷ୍ଟାର ମାନେ ବହୁତ ବିଳାସପୂର୍ଣ୍ଣ ଜୀବନ ବଞ୍ଚନ୍ତି କିନ୍ତୁ ବେଳେ ବେଳେ ଏମାନେ ସାଧାରଣ ଲୋକଙ୍କ ଭଳି ମଧ୍ୟ ନିଜର ଜୀବନ କାଟିବାକୁ ଭଲ ପାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ବଲୀଉଡ ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ସାଧାର ବ୍ୟକ୍ତିଙ୍କ ଭଳି ଭୋଜନ କରିବାକୁ ଭଲପାନ୍ତି ।

ବଲୀଉଡ କଳକାର ମାନେ ସବୁବେଳେ ଦାମୀ ଦାମୀ ହୋଟେଲ ରେ ଖାଇବା ବା ନିଜ ଘରେ ଡାଇନିଙ୍ଗ ଟେବୁଲ ରେ ବସି ଖାଇବା କଥା ସ୍ଵାଭାବିକ କିନ୍ତୁ ଏହି କଳାକାର ସାଧାରଣ ଲୋକଙ୍କ ଭଳି ଖାଇବାକୁ ପସନ୍ଦ କରନ୍ତି । ଦେଖନ୍ତୁ ଫୋଟୋ

ଏହି ଫୋଟୋରେ ବଲୀଉଡ ଅଭିନେତା ଅଭିନବ ଶୁକ୍ଲା ନିଜ ଗ୍ରାମ ବାସୀଙ୍କ ସହ ସାଙ୍ଗ ହୋଇ ତଳେ ବସି ଖାଉଥିବାର ଦେଖା ଯାଉଛନ୍ତି

ଯେମିତି କି ଆପଣ ଦେଖି ପାରୁଥିବେ ଏହି ଫୋଟୋ ରେ ଅମୃତା ସିଂହ ଓ ଜୟା ତଳେ ବସି ପତ୍ରରେ ଖାଉଥିବାର । ସାଧାରଣ ଲୋକଙ୍କ ଭଳି ଏମାନେ ମଧ୍ୟ ଏମିତି ଖାଇବାକୁ ପସନ୍ଦ କରନ୍ତି ।

ଏକ ଟ୍ରେନ ରେ ଯାତ୍ରା କରୁଥିବା ସମୟରେ ଏହି ବଡ ବଡ କଳାକାର, ଦୀପିକା, ରଣବିର ଓ ଇମତିଆ ଇମ୍‌ତିଆଜ ଅଲ୍ଲୀ ଟ୍ରେନ ର ଖାଦ୍ୟ ଅତି ଆନନ୍ଦ ରେ ଖାଉଛନ୍ତି । ଯାହା ସାଧାରଣ ଲୋକ ବି ଠିକ ସେ ଖାଇ ପାରନ୍ତି ନାହିଁ ।

ଏଥିରେ ରାସ୍ତା କଡରେ ଥିବା ଠେଲାରୁ ଆମିର ଖାନ ଅତି ଆନନ୍ଦ ରେ ଲିଟି ଚୋଖା ଖାଉ ଥିବାର ଦେଖା ଯାଉଛନ୍ତି । ଆମିର ତ ବଲୀଉଡ ରେ ରାଜ କରୁଥିବା ଜଣେ ବଡ ଅଭିନେତା ଆପଣ ଜାଣିଥିବେ । ତାଙ୍କୁ ଏମିତି ସାଧାରଣ ଲୋକଙ୍କ ଭଳି ଖାଉଥିବାର ଦେଖି ଲୋକେ ମଧ୍ୟ ବହୁତ ଖୁସି ହେଉଛନ୍ତି ।

ଏହିଭଳି ଅନୋଖା ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *