ଶହେ ବର୍ଷରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ଶନି ଦେବ, କାଲୀଠୁ ସାବଧାନ ରୁହନ୍ତୁ କେବଳ ଏହି 1 ରାଶିର ଲୋକ 

ଶନି ଦେବଙ୍କୁ ସର୍ବୋଚ ନ୍ୟାୟାଧୀଶର ଉପାଧି ଦିଆଯାଇଛି । ଯେଉଁ ମାନେ ଅନୁଚିତ କାର୍ଯ୍ୟ କରିଥାନ୍ତି ତାଙ୍କୁ ସେହି ହିସାବରେ ଦଣ୍ଡ ଦିଆ ଯାଇଥାଏ । ଯାହା ଉପରେ ସେ କ୍ରୋଧିତ ହୋଇଥାନ୍ତି ତାର ନାଶ ହୋଇଥାଏ । ଜ୍ଯୋତିଷଙ୍କ କହିବା ଅନୁସାରେ ଏହା ସବୁ ଗ୍ରହମାନଙ୍କ ଚଳନରୁ ହୋଇଥାଏ । ଶାଣିଦେବା ଏବେ ଓଲଟା ଚାଳନାରୁ ସିଧା ଚାଳନ ମାନର ବକ୍ରୀ ଚାଲରୁ ମାର୍ଗୀ ଚାଳନ ହେଉଛି । ଯାହା କିଛି ରାସୀ ଉପରେ ବହୁତ ଗଭୀର ପ୍ରଭାବ ପଡିବ ।

ହିନ୍ଦୁ ଧର୍ମରେ ଭଗବାନଙ୍କ ସନି ଦେବଙ୍କୁ କଳିଯୁଗର ଭଗବାନ ବୋଲି କୁହାଯାଏ । ମଣିଷ ଜୀବନରେ ଯାହାବି ଭଲ ଓ ମନ୍ଦ କାମ ହୋଇଥାଏ ସେ ସବୁ ଭଗବାନ ଶନି ଦେବଙ୍କ ମହାଦଶାରୁ ହୋଇଥାଏ । କେବେ କେବେ ଏମିତି ହୋଇଥାଏ ବହୁତ କଷ୍ଟ କାମ ବହୁତ ସହଜରେ ହୋଇଯାଇଥାଏ କିନ୍ତୁ ସହଜ କାମ ପରିଶ୍ରମ କରିଲା ପରେ ମଧ୍ୟ ହୋଇନଥାଏ ।

ଯଦି ଆପଣଙ୍କ ଜୀବନରେ ବହୁତ ସଂଘର୍ଷ ବା ଅସୁବିଧା ଚାଲିଛି ତେବେ ଆପଣ ବୁଝି ଯାଅନ୍ତୁ ଏହା ଶନି ଦେବଙ୍କ କାରଣରୁ ଏମିତି ହୋଇଥାଏ । ଯଦି ଆପଣ ଏହାକୁ କାମ କରିବାକୁ ଚାହୁଁ ଛନ୍ତି । ତେବେ ଏହା ଭଗବାନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହେବ । ଭଗବାନ ଶନି ଦେବା ସେହି ଲୋକଙ୍କ ଦ୍ଵାରା ପ୍ରସନ୍ନ ହୋଇଥାନ୍ତି ଯାହାର ଭଲ ବ୍ୟକ୍ତିତ୍ବ ଆଉ ଭଲ କର୍ମ କରିଥାନ୍ତି । ଯେଉଁ ମାନେ କାହା ସହିତ ଅନ୍ୟୟ କରିନଥାନ୍ତି । ଆଉ ଗୋଟିଏ ଉପାୟ ହେଉଛି ସନ୍ଧ୍ଯା ସମୟରେ ଗୋଟିଏ ଥର ଶନି ଚାଲିସର ପାଠ କରିବା ଦରକାର । ଆଉ ମଧ୍ୟ ତାଙ୍କୁ ପ୍ରସନ୍ନ କରିବା ପାଇଁ ମନ୍ତ୍ରର ଜପ କରିବା ଉଚିତ ତାହା ହୋଇଛି” ଓଂ ଶନି ସଙ୍ଗ ସନିଶ୍ଚରାୟ ନମଃ ” ।


ମନରେ ମନରେ ଜପ କରନ୍ତୁ । ଏମିତି କିଛି ଖାସ ଯୋଗ ବନୁଛି ଯାହା ଶନି ଦେବ ବକ୍ରୀରୁ ମାର୍ଗି ହେଉଛନ୍ତି । ଏମିତି ହେବା ଦ୍ଵାରା ଯେଉଁ ରାଶିରେ ଶନି ଗ୍ରହର ପ୍ରଭାବ ରହୁଥିଲା ଏହା ଏବେ ବହୁତ କମ ହୋଇଯିବ । ଶନି ୧୧ ମେ ୨୦୨୦ରେ ବକ୍ରୀ ହୋଇଥିଲେ । ଏହା ପୂର୍ବରୁ ୨୪ ଜାନୁଆରୀରେ ଶନି ଦେବ ଧନୁରୁ ମକର ରାଶିକୁ ଗୋଚର କରିଥିଲେ । ଶନି ଦେବଙ୍କ ମାର୍ଗୀ ହେବା ଜ୍ଯୋତିଷଙ୍କ ନଜରରେ ବହୁତ ବଡ ଘଟଣା ହୋଇଥାଏ । ଶନି ଦେବ ମାର୍ଗି ହେବା ଦ୍ଵାରା ବହୁତ ରାଶିଙ୍କର ଚିନ୍ତା ମୁକ୍ତ ହେବ ଆଉ ଏମିତି ଗୋଟିଏ ରାସୀ ଏମିତି ଅଛି ଏହି ପରିବର୍ତନ କାରଣରୁ ସାବଧାନ ରହିବାର ଆବଶ୍ୟକତା ରହିଛି ।

ଶନି ୧୦୦ ବର୍ଷରୁ ଗୋଟେ ରାସିରୁ ଅନ୍ୟ ରାଶିକୁ ଯାଇଥାନ୍ତି । ଏହା ଦ୍ଵାରା ଶନି ଙ୍କର ସାଢେ ସାତି ଓ ଢେୟା ଆରମ୍ଭ ହୋଇଥାଏ । ସନୀଙ୍କର ଏହି ରାସୀ ପରିବର୍ତନ ଦ୍ଵାରା କୁମ୍ଭ ରାଶିର ଲୋକଙ୍କୁ ଶନି ସାଢେଷାତିର ପ୍ରଥମ ଚରଣ ଆରମ୍ଭ ହୋଇଯାଇଛି । ଧନୁ ଓ ମକର ରାଶିରେ ପୂର୍ବରୁ ଶନି ଦେବଙ୍କ ପ୍ରଭାବ ଚଳୁଥିଲା । ସେ ମଧ୍ୟ ଏହିବର୍ଷ ଅନ୍ତରେ ସମାପ୍ତ ହୋଇଯିବ । ଶନୀଙ୍କର ବକ୍ରୀ ହେବ ଦ୍ଵାରା ଯେଉଁଠି ଢେୟା ସାଢେଷାତି ଯେଉଁ ଲୋକଙ୍କ ଉପରେ ଥିଲା । ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏବେ ବହୁତ ଖୁସି ମେଶ ରାସୀର ଲୋକଙ୍କୁ ମିଳିବ ।

ଶନୀଙ୍କର ଅଷ୍ଟମ ଢେୟା ଥିଲା ଯାହା ଏବେ ସମାପ୍ତ ହୋଇଯିବ । ଉତରୁଥିବା ଶନି ସାଢେ ଷାତି ବହୁତ ଲାଭ ଦାୟକ ହୋଇଥାଏ । କିନ୍ତୁ ଧନୁ ଶରୀରେ ଉତରୁଥିବା ଶାଢେଷାତି ଏତେ ଲାଭ ଦାୟକ ହୋଇନଥାଏ । ଏଥିରେ ଆପଣଙ୍କ ଆନାବଶ୍ୟକ କାର୍ଯ୍ୟରେ ଖର୍ଚ ହେବ । ଧନର ସଂଗ୍ରହ କରିବା ଆପଣଙ୍କ ପାଇଁ କଠିନ ହୋଇଯିବ । ଏବେ ଆପଣଙ୍କୁ ବହୁତ କଠିନର ଧନ ଲାଭ ହେବ । ଆପଣଙ୍କୁ ଶନି ଶାଢେସାତିର ଅନ୍ତିମ ସମୟ ଚାଲିବ ଆଉ ଏହି ସମୟରେ ଶନିଦେବ ଯାଉ ଯାଉ କିଛି ବହୁତ ଭଲ କରିକି ଯିବେ । କିନ୍ତୁ ଆପଣଙ୍କୁ ଧର୍ଜ୍ୟ ପୂର୍ବକ ରହିବାକୁ ହେବ ।

Leave a Reply

Your email address will not be published. Required fields are marked *