ଦେବୋକି ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶୋମବାର ଦିନ ବହୁତ ଶୁଭ ହୋଇଥାଏ । ଯେଉଁ ଭକ୍ତ ସଚା ହୃଦୟରେ ତାଙ୍କର ଆରାଧନା କରିଥାଏ ତା ଉପରେ ମହାଦେବ ବହୁତ ଖୁସି ହୋଇଥାନ୍ତି । ଓ ତାର ସବୁ ମନୋକାମନା ପୁରା ହୋଇଥାଏ ।
ସୋମବାର ଦିନ ଭକ୍ତ ମାନଙ୍କର ବହୁତ ଭିଡ ଲାଗିଥାଏ ଭଗବାନଙ୍କ ଦର୍ଶନ କରିବା ପାଇଁ । ମହାଦେବ ଭକ୍ତଙ୍କ ସବୁ ଇଚ୍ଛା ପୁରା କରିଥାନ୍ତି । ମହାଦେବଙ୍କ ଭକ୍ତଙ୍କୁ ନା ମୃତ୍ୟୁର ଭୟ ରହିଥାଏ ନା ରୋଗ ନା ଶୋକର ଭୟ ରହିଥାଏ । ଭଗବାନ ମନକୁ ଶକ୍ତି ଓ ଭକ୍ତିର ସାମର୍ଥ୍ୟ ଦେଇଥାଏ । ସିବ ତତ୍ଵର ଧ୍ୟାନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜରିଆରେ କରାଯାଇଥାଏ ।

ଏହି ମନ୍ତ୍ରର କରିବା ଦ୍ଵାରା ମହାଦେବଙ୍କ କୃପା ମିଳିଥାଏ । ଶାସ୍ତ୍ରରେ ଏହି ମନ୍ତ୍ରକୁ ସବୁ କଷ୍ଟର ନିବାରକ ବୋଲି କୁହାଯାଇଛି । ଭଗବାନ ମହାଦେବଙ୍କ ବାହାନ ବୃଷବ ଓ ସେ ସବୁ ବେଳେ ଭଗବାନଙ୍କ ସାଥିରେ ରହିଥାଏ । ବୃଷବ ଧାର୍ମିକ ଧର୍ମର ପ୍ରତୀକ ଅଟେ । ସିବା ସ୍ୱରୂପ ଆମକୁ କହିଥାଏ ତାଙ୍କ ରୂପ ବିରାଟ ଓ ଅନନ୍ତ ହୋଇଥାଏ । ତାଙ୍କର ମହିମା ଅପାର ଅଟେ । ଶାସ୍ତ୍ର ହିସାବରେ କୁହାଯାଇଚିକି ଯଦି ମହାଦେବଙ୍କ କୃପା ଯାହା ଉପରେ ହୋଇଯାଇଥାଏ ତାଙ୍କର ଭାଗ୍ୟ ରାତାରାତି ଚମକି ଥାଏ ।

ତାର ଜୀବନର ସବୁ କଷ୍ଟ ସମସ୍ୟା ଦୂର ହୋଇଥାଏ । କିଛି ରାଶି ରହିଛି ଏହି କାର୍ତିକ ମାସରେ ମହାଦେବଙ୍କ କୃପା ବର୍ଷିବ । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅପାର ଖୁସି ମିଳିବାର ଅଛି । ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ ଆଲୋଚନା କରିବା । ଏବେ ମହାଦେବ ସେହି ରାଶି ମାନଙ୍କୁ ମାଲାମାଲ କରିବେ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ଅଟେ । ମହାଦେବଙ୍କ କୃପାରୁ ଏହି ରାଶି ମାନଙ୍କୁ ଅପାର ଖୁସି ମିଳିବାର ରହିଛି । ଏହି ଲୋକ ତାଙ୍କ ଜୀବନରେ ନୂଆ କୀର୍ତିମାନ ସ୍ଥାପନ କରିବେ ।

ବ୍ୟାପାର କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବାର ରହିଛି । ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରିବ । ଦାମ୍ପତ୍ୟ ଜୀବନ ବହୁତ ମଧୁର ହେବ, ପ୍ରେମ ଜୀବନରେବି ଆପଣଙ୍କୁ ବହୁତ ଭଲ ଫଳ ମିଳିବ ।ଆପଣ ହଡବଡିରେ କିଚିବି ଏମିତି ନିସ୍ପତି ନିଅନ୍ତୁ ନାହିଁ, କାରଣ ଏମିତି କାଲେ ଆପଣଙ୍କ ପାଇଁ ବହୁତ କ୍ଷତି ହୋଇଥାଏ । ମହାଦେବଙ୍କ କୃପା ଦ୍ରୁଷ୍ଟି ଏବେ ଆପଣଙ୍କ ଉପରେ ରହିଛି, ଯେଉଁଥିରେ ଏବେ ଆପଣଙ୍କ ଭାଗ୍ୟ ବଦଳିବ । ଏହି ରାଶି ଗୁଡିକ ହେଉଛି ମେଶ ରାଶି ଲୋକଙ୍କ ଜୀବନରେ ଭାଗ୍ୟ ବଦଳିବ, ଏହି ରାଶିର ଜୀବନରେ ବହୁତ ସାରା ଖୁସି ଆସିବ ।

ବୃଷବ ରାଶିର ଲୋକଙ୍କୁ ବଡ ସୋମବାର ଯୋଗ କାରଣରୁ ଅଧିକ ଲାଭ ହେବାର ଅଛି । ଏହା ସହିତ ତାଙ୍କୁ ଅପାର ଧନର ପ୍ରାପ୍ତି ମଧ୍ୟ ହେବ । ସବୁ କାମର ଆପଣଙ୍କୁ ସଫଳତା ମିଳିବ ଆପଣଙ୍କୁ । ସିଂହ ରାଶିର ବ୍ୟକ୍ତି ଜୀବନରେ ସୋମବାର ଯୋଗରେ ବହୁତ ଖୁସି ଆସିବାକୁ ଯାଉଛି । ଆପଣଙ୍କ ଭଲ ଦିନା ଏବେ ଆସୁଛି । ସବୁ ମନସ୍କାମନା ଆପଣଙ୍କର ପୁରା ହେବ ।

କନ୍ୟା ରାଶି ଲୋକଙ୍କ ଜୀବନରେ ବହୁତ ବଡ ବଦଲାବ ଆସିବ । ଆପଣଙ୍କୁ ସବୁ କାମରେ ସଫଳତା ପ୍ରାପ୍ତି ହେବ । ତୁଲାରାଶିର ବ୍ୟକ୍ତିଙ୍କ ପାଇଁ ସୋମବାର ଯୋଗରୁ ନୂଆ ନୂଆ ବଦଲାବ ଆସିବ । ଧନର ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି । ଏହା ଫଳରେ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
