ସକାଳୁ ସକାଳୁ ନିଦରୁ ଉଠି ପୁଅ ସହ କଥା ହେଲେ Babushan… କଣ କହିଲେ ପୁଅକୁ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ନିଦ ରୁ ଉଠିଲେ ଆଉ ପୁଅ ସହ କଥା ହେଲେ । ହଁ ଦର୍ଶକ ବନ୍ଧୁ ଆଜି ସକାଳୁ ନିଜ ପୁଅ ସହ କଥା ହୋଇଛନ୍ତି ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ପୁଅ ସହ କଥା ହେଲା ବେଳେ ବେଶ ଭାବ ବିହ୍ଵଳ ହୋଇ ପଡିଥିଲେ ବାବୁସାନ ମହାନ୍ତି । ଫୋନ ରେ ପୁଅ କୁ ଗେଲ କରିବା ସହ ଅନେକ ଗୁଡାଏ କଥା ହୋଇଥିଲେ ବାପା ବାବୁସାନ । ଏକ ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେବେ ସକାଳେ ବାବୁସାନଙ୍କର ନିଦ ଭାଙ୍ଗି ଥିଲା ସେ ପ୍ରଥମେ ତାଙ୍କ ପୁଅ ସହ ଫୋନ ରେ କଥା ହୋଇଥିଲେ ।

ବାବୁସାନ ତାଙ୍କ ପୁଅକୁ ପଚାରିଥିଲେ ଧାନ କଣ କରୁଛୁ କଣ ଖାଇଛୁ । ଆଉ ତାଙ୍କ ପୁଅ ମଧ୍ୟ ଏଣୁତେଣୁ ଭାଷାରେ ତାଙ୍କୁ ଉତ୍ତର ଦେଇଥିଲେ । ଯାହାକୁ ଏହି ନ ବୁଝି ପାରିଲେ ମଧ୍ୟ ବାପା ହିସାବରେ ବାବୁସାନ ଖୁବ ଭଲ ଭାବରେ ବୁଝି ପାରିଥିଲେ । ମିଳିଥିବା ଖବର ଅନୁଯାୟୀ ଏହି ସମୟର ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କ ଆଖି ରେ ଲୁହ ଆଣି ଦେଇଥିଲା ।

ଏମିତିକି ବାବୁସାନନ ଙ୍କ ମା ତଥା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ବାପା ସୁପର ଷ୍ଟାର ଉତ୍ତମ ମହାନ୍ତି ଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ସମସ୍ତେ ଭାବ ବିହ୍ଵଳ ହୋଇ ପଡିଥିଲେ ବାପା ଓ ପୁଅର କଥାବାର୍ତ୍ତା ଦେଖିକି । ତେବେ ଏଠାରେ କହି ରଖୁଛୁକି ଗତ କାଲି ସକାଳେ ବାବୁସାନ ଚେନ୍ନାଇ ରୁ ଭୁବନେଶ୍ବର ଫେରିଥିଲେ ।

ବାବୁସାନ ଫେରିବା ପରେ ଅସମ୍ଭାଳ ଭିଡ ଠେଲା ପେଲା ଭିତରେ ମିଡିଆ କୁ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ବାବୁସାନ ଯେତେବେଳେ ଯାହା କହିବା କଥା କହିବି କିନ୍ତୁ ତା ପୂର୍ବର ମୁଁ ମୋ ବାପା ମା ଙ୍କ ପାଖକୁ ଯିବାକୁ ଚାହୁଁଛି । ଏତିକି କହି ସିଧା ସଳଖ ଜଗନ୍ନାଥ ବିହାରର ରେ ରହୁଥିବା ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଘରକୁ ଯାଇଥିଲେ ପୁଅ ବାବୁଶନ । କିନ୍ତୁ ଦିନ ବୀତି ଯାଇଥିଲେ ମଧ୍ୟ ସେ ତାଙ୍କ ସ୍ତ୍ରୀ ତୃପ୍ତି ଓ ଆଉ ପୁଅଙ୍କୁ ଭେଟିବା ପାଇଁ ଯାଇ ନ ଥିଲେ ।

କିନ୍ତୁ ଆଜି ସକାଳୁ ପୁଅ ସହ କଥା ହୋଇ ବେଶ ଗେଲ ହୋଇଛନ୍ତି ବାପା ବାବୁସାନ ମହାନ୍ତି । ସତରେ ବାପା ପୁଅଙ୍କର ଏହି କଥାବାର୍ତ୍ତା ସମସ୍ତଙ୍କ ହୃଦୟ କୁ ବେସ ଛୁଇଁ ଯାଇଛି । ସମସ୍ତଙ୍କ ଆଖି ରେ ଖୁସି ର ଲୁହ ଝଋ ଆସିଛି ବାପା ପୁଅଙ୍କ କଥାବାର୍ତ୍ତା ହେବା ସମୟରେ । ଏଥିରୁ ସ୍ପଷ୍ଟ ବାରି ହେଉଛି ବାପା ହିସାବରେ ବାବୁସାନ ନିଜ ପୁଅ ଙ୍କୁ କେତେ ଭଲ ପାଉଛନ୍ତି ଆଉ କେତେ ମିସ ମଧ୍ୟ କରୁଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ମହାନ୍ତିଙ୍କର ତାଙ୍କ ପୁଅ ପ୍ରତି ଥିବା ଭଲ ପାଇବା ବିଷୟରେ ମତାମତଟଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *