ସକାଳୁ ଉଠି କହି ଦିଅନ୍ତୁ ଏହି 1 ମନ୍ତ୍ର, କହୁ କହୁ କାଙ୍ଗାଳ ବି ହେବ କୋଟିପତି

ଦର୍ଶକ ବନ୍ଧୁ ମନ୍ତ୍ର ଜପ କରିଲେ ଘରୁ ଦାରିଦ୍ରତା ଦୂର ହୁଏ ବୋଲି ମାନା ଯାଇଥାଏ । କାରଣ ଯେଉଁ ଘରେ ସକାଳୁ ଶୁଭ ହୋଇଥାଏ ସେହି ଘରେ ଦାରିଦ୍ରତା ବାସ କରେ ନାହି । ଆଜିକା ସମୟରେ କିଛି ନା କିଛି ବ୍ୟକ୍ତିକୁ ମାନସିକ ଚିନ୍ତା ହୋଇଥାଏ । ଏହାର କାରଣରୁ ବ୍ୟକ୍ତି ଭିତରେ ଆର୍ଥିକ କ୍ଷତି ହୋଇପାରେ । ପରିବାର ବା ଜୀବନରେ କିଛି ନା କିଛି ଅସୁବିଧା ହୋଇଥାଏ । ତେଣୁ ସକାଳୁ ଉଠିବା ପରେ ଏହି ମାତ୍ର ଜପ କରିବା ଦ୍ଵାରା କୌଣସି ସମସ୍ଯା ଆସିବ ନାହି । ଏହା ସହ ପୁରା ପରିବାରକୁ ଏହାର ଫଳ ମିଳିଥାଏ ।

ଆଜି ଆମେ ଦେବ ଦେବ ମହାଦେବଙ୍କ ମନ୍ତ୍ର ବିଷୟରେ କହିବୁ ଯାହାଙ୍କ ପାଖରେ ଏତେ ଶକ୍ତି ଥାଏ କି ଯିଏ ଆମର ଟିକେ ପ୍ରାର୍ଥନାରେ ସବୁ ଇଚ୍ଛାକୁ ପୂରଣ କରି ଦେଇଥାନ୍ତି । ଏହି ମନ୍ତ୍ର ଦ୍ଵାରା ଆପଣ ଜୀବନରେ ସବୁ ଶକ୍ତିକୁ ଦେଖି ପାରିବେ । ସର୍ବ ପ୍ରଥମେ କୌଣସି ମନ୍ତ୍ର ଭୋଳାନାଥଙ୍କ ଅବତାର ହନୁମାନ ଙ୍କୁ ଜପ କରିବା ଉଚିତ । କଳିଯୁଗରେ ଯଦି କେହି ଦେବତା ଧରିତ୍ରିରେ ଅଛନ୍ତି ସେ ହେଉଛନ୍ତି ପ୍ରଭୁ ହନୁମାନ । ସକାଳୁ ଉଠିବା ପରେ ମୁଖକୁ ଉତ୍ତର ଦିଗ କରି ହନୁମାନ ଚାଳିଶା ଗୋଟେ ଥର ଜପ କରନ୍ତୁ ।

ଏହା ଦ୍ଵାରା ଜୀବନରେ କୌଣସି ପ୍ରକାରର ଦୁଖ ରହିବ ନାହି । ଈଶ୍ବରଙ୍କ କୃପା ଲଭ ହେବା ସହ ସବୁ ସଙ୍କଟ ଦୂର ହେବ । ଦ୍ବିତୀୟରେ ଯଦି ଆପଣ ସବୁବେଳେ ହନୁମାନ ଚାଳିଶା ଜପ କରିବେ କେହି ଯଦି ଆପଣଙ୍କର ଅନିଷ୍ଟ ଚିନ୍ତା କରିଥାଏ ତେବେ କିଛି ବି କ୍ଷତି ହେବ ନାହି । କୌଣସି କାର୍ଯ୍ୟରେ ଆପଣ ବିଜୟୀ ଲଭ କରିବେ । ଏହି ମନ୍ତ୍ରର ବିଶେଷ ମହତ୍ଵ ରହିଛି ତାହା ହେଉଛି ଓମ ନମହ ଶିବାୟ ।

ଏହି ମନ୍ତ୍ର ଛୋଟ କି ୩ ଟି ପଦ ଲାଗୁଥିଲେ ବି ଯେଉଁ ଓମ ଆପଣ ଉଚ୍ଚାରଣ କରୁଛନ୍ତି ସେଥିରେ ବ୍ରମ୍ହା, ବିଶୁଣୁ ଓ ମହାଦେବ ୩ଟି ଦେବତାଙ୍କ ଶକ୍ତି ରହିଛି । ଏହି ୩ ଦେବଙ୍କ ଶକ୍ତି ଓମ ଭିତରେ ଅଛି । ଏହାର ଶକ୍ତି ଆପଣଙ୍କୁ ନିଶ୍ଚୟ ମିଳିବ ଯଦି ଆପଣ ସଚ୍ଚା ମନରେ କରିବେ । ପ୍ରଥମେ ହାତକୁ ଯୋଡି ଓମ କହିଲେ ଖାରପ ଶକ୍ତି ଦୂର ହେବ ସହ ନୂଆ ଊର୍ଜା ସୃଷ୍ଟି ହେବ । ଯଦି ମହାଦେବଙ୍କ ଅନ୍ୟ କୌଣସି ମନ୍ତ୍ର ଜପ କରିବାକୁ ଚାହିଁବେ ତେବେ କରିପାରିବେ ।

ଯଦି କୌଣସି ରୋଗରୁ ମୁକ୍ତି ହେବାକୁ ଯାଉଛନ୍ତି ତେବେ ଏହି ମନ୍ତ୍ରର ଜପ କରନ୍ତୁ । ତା ହେଲେ ଜୀବନର ସବୁ ବାଧା ଦୂର ହେବ । କୌଣସି ବ୍ୟକ୍ତି ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିବେ ନାହି । ସକାଳୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ ବଡରୁ ବଡ ରୋଗ ଦୂର ହେବା ସହ ଜୀବନରେ ସୁଖ ଲାଭ ହେବ ।

ଧନ ପ୍ରାପ୍ତି ପାଇଁ ମହାଦେବଙ୍କ ଓମ ଜୁମ ସ୍ଵାହା ମନ୍ତ୍ର ଜପ କରନ୍ତୁ । ଦେଖିବେ ଧନର ଆଗମନ ହେବାରେ ଲାଗିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *