ସକାଳୁ ଉଠି କରନ୍ତୁନୀ ଏହି ୫ ଟି କାମ, ନଚେତ…

ଏହା ତା ଆପଣମାନେ ଶୁଣିଥିବେ ଓ ଅନୁଭବ ବି କରିଥିବେ ସକାଳର ଆରମ୍ଭ ଭଲ ହେଲେ ,ପୁରଦିନ ଭଲରେ ବିତେ । ସକାଳୁ ଉଠିବ ସମୟ ବହୁତ ମହତ୍ଵ ପୂର୍ଣା ଅଟେ,ଅମିତି କିଛି କରଣି ଯେମିତି ପୁରା ଦିନ ନଷ୍ଟ ହୋଇଯିବ । ବା ସ୍ତୁରେ କିଛି ଏମିତି ଜିନିଷ କୁହାଯାଇଛି ,ସକାଳୁ ଉଠି କରିବା ଅଶୁଭ ମନାଯାଇଛି । ଆସନ୍ତୁ ଜାଣିବା ସେଇ କାମ ବିଷୟରେ ଯାହା ସକାଳୁ ଉଠି କରିବା ମନା ।

Image Courtesy: Google

-ଜ୍ଯୋତିଷଶାସ୍ତ୍ର ଅନୁସାରେ ସକାଳୁ ଉଠି କାହା ମୁହଁକୁ ଚାହିଁବେ ନାହିଁ । ଯଦି ଆପଣ ଚାହୁଁ ଛନ୍ତି ଦିନର ଆରମ୍ଭ ଭଲରେ ହେଉ ,ତା ଆପଣଙ୍କ ଇଷ୍ଟଦେବ ଙ୍କ ଧ୍ୟାନ କରନ୍ତୁ । ଏହା ଦ୍ଵାରା ଆତ୍ମବିଶ୍ବାସ ବଢିବ ସହିତ ସକାରାତ୍ମକ ବାତାବରଣ ବି ବଢେ ।

-ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସକାଳ ସମୟରେ ଦୁର୍ଘଟଣା ,ଭଙ୍ଗ ବାସନ ,ବନ୍ଦ ଥିବା ଘଡି ଦେଖିବା ଅଶୁଭ । ଏହା ଦ୍ଵାରା ଦିନ ଅଶାନ୍ତିରେ କଟିଥାଏ ।

-ସକାଳୁ ଉଠି ଛାଇ ଦେଖିବା ବି ଅଶୁଭ ,ସେ ନିଜର ହେଉ କି ଆଉ କାହାର, ଛାଇ ଦେଖିବା ଦ୍ଵାରା ଦୁର୍ଭାଗ୍ୟ ଆସେ । ଛାଇ ଦେଖିବା ଦ୍ଵାରା ମନୁଷ୍ୟ ମନରେ ଡର,ଭୟ ,ଅଶାନ୍ତି ବଢିଥାଏ ।

 Image Courtesy: Google

-ଲୋକ ସକାଳୁ ଉଠି ବାର ବାର ମୁହଁ ଆଇନରେ ଦେଖନ୍ତି ,କିନ୍ତୁ ଏହା କରିବା ଅଶୁଭ ଅଟେ । ଏହା ଦ୍ଵାରା ସେହି ବ୍ୟକ୍ତି ଉପରେ ଦିନଭରି ଅଶୁଭ ବାତାବରଣ ଲାଗିରୁହେ ।

-ପଶୁମାନଙ୍କ ଫୋଟୋ ବି ଦେଖିବା କଥା ନୁହେଁ ,ଏହାଦ୍ବାରା ଦିନଭରି ବିବାଦ ଓ ଅସୁବିଧା ଲାଗି ରହେ । ସବୁଠୁ ଭଲ ହେବକି ଆପଣ ନିଜ ଘରେ କୌଣସି ହିଂସ୍ର ପଶୁମାନଙ୍କର ଫୋଟୋ ରଖନ୍ତୁ ନାହିଁ ।

ସକାଳୁ ନିଦ ଖୋଲିଲା ପରେ ଯେବେ ଆପଣ ଏହି ସବୁ ଜିନିଷ ଦେଖି ଥାନ୍ତି ଆପଣଙ୍କ ସାରା ଦିନ ବହୁତ ଖରାପ ହୋଇଥାଏ । ସମସ୍ତ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଥାଏ । ସେଥିପାଇଁ ଯେତେ ସମ୍ଭବ ଏହି ସବୁ ଜିନିଷଠୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

Image Courtesy: Google

ଆପଣ ଏମିତି କରିପାରିବେ କି ସକାଳୁ ଉଠି ପ୍ରଥମେ ଭଗବାନଙ୍କ ସ୍ମରଣ କରି ନିଜର ହାତ ପାପୁଲିକୁ ଦେଖନ୍ତୁ ଓ ଏହା ପରେ ଆପଣ ନିଜ ମୁହଁ ଧୋଇବା ପରେ ହିଁ ଅନ୍ୟ କାହାର ମୁହଁ ଦେଖନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *