ସେ ମୋ ଝିଅକୁ କଲବଲ କରି ମାରିଲା, ଟିକେବି ଭାବିଲାନି! ତା ସହ…. Santoshଙ୍କ ମୃତ୍ୟୁକୁ ନେଇ କଣ ସବୁ କହୁଛନ୍ତି Rasmirekhaଙ୍କ ମା’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ନିଜ ଭଡା ଘରେ ଆତ୍ମହତ୍ୟା କରତିଥିଲେ । ଯାହାକୁ ନେଇ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଗତ କାଲି ରଶ୍ମୀଙ୍କ ପୁରୁଷ ବନ୍ଧୁ ତଥା ତାଙ୍କ ସ୍ଵାମୀ ସନ୍ତୋଷ ଓଝା ନିଜ ବାସ ଭବନରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଛି । ତେବେ ଏହି ସମ୍ପର୍କରେ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ଙ୍କ ମା ରଞ୍ଜିତା ଓଝା ସନ୍ତୋଷ ପାତ୍ର ଙ୍କ ମୃତ୍ୟୁ କୁ ନେଇ କିଛି କହିଛନ୍ତି । ରଶ୍ମୀ ଙ୍କ ମା କହିଛନ୍ତି କି ଯାହା ହୋଇଛି ଠିକ ହୋଇଛି ।

ସନ୍ତୋଷ ଯେମିତି ମୋ ଝିଅକୁ କଲବଲ କରି ମାଡ ମାରି ଜୀବନରୁ ମାରିଦେଲା ଆଉ ସେ କଣ ପାଇଲା ଭଲ ? ଆହୁରି ବି ରଶ୍ମୀଙ୍କ ମା କହିଛନ୍ତି କି ରାଜା ବହୁତ ଭଲ ପିଲା କିନ୍ତୁ ଦୁନିଆ ଆଖିରେ କଣ ତାହା ସେ କହିପାରିବେ ନାହି । ଯାହା ହୋଇଛି ଠିକ ହୋଇଛି ଭଗବାନ ଦଣ୍ଡ ଦେଇଛନ୍ତି କିନ୍ତୁ ମୋର କିଛି ଆଉ କହିବାର ନାହି ବୋଲି ମନ୍ତବ୍ୟ ଦେଇଛନ୍ତି ରଶ୍ମୀ ଙ୍କ ମା ।

କାରଣ ସନ୍ତୋଷ ଯାହା କରିଛି କିଛି ଠିକ କରି ନାହାନ୍ତି । ଯଦି ସନ୍ତୋଷ ଓ ରଶ୍ମୀ ଦୁହେଁ ପରସ୍ପରକୁ ଭଲ ପାଉଥିଲେ ତେବେ ଦୁହେଁ ପରସ୍ପରର ପରିବାରକୁ ଜଣାଇ ପାରିଥାନ୍ତେ ଆଉ ସେମାନେ ବାହାଘର ମଧ୍ୟ କରାଇ ଦେଇଥାନ୍ତେ । କାରଣ ଆଜିକାଲି ଦୁନିଆ ତ ସେମିତି ହେଲାଣି ।

ସନ୍ତୋଷ ରଶ୍ମୀ ଙ୍କୁ ଯେମିତି କଲବଲ କରି ମରିଛନ୍ତି ଆଉ ତାଙ୍କ ଆଖି କୁ ଆଘାତ କରି ଏ ଦୁନିଆରୁ ଦୂରେଇ ଦେଇଛନ୍ତି କଣ ଲାଭ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ରଶ୍ମୀ ଙ୍କ ମା । ରଶ୍ମୀଙ୍କ ଆଖି ନଷ୍ଟ କରି ଦେଇଥିଲେ ସନ୍ତୋଷ ବୋଲି ରଶ୍ମୀଙ୍କ ମା କହିଛନ୍ତି ।

ସେମାନେ ଗର୍ବ କରି କହି ନାହାନ୍ତି ବରଂ ଭଗବାନ ଯାହା କରିଛତି ଠିକ କରିଛନ୍ତି ବୋଲି ରଶ୍ମୀ ଙ୍କ ମା ମତ ଦେଇଛନ୍ତି । ଭଗବାନ ସନ୍ତୋଷ କୁ ଉଚିତ ଶାସ୍ତି ଦେଇଛନ୍ତି । ରାଜା ଫୋନ କରି କୁହନ୍ତି ସନ୍ତୋଷ ରଶ୍ମୀ ଙ୍କୁ ମରାମରି କରିବା ସହ ମାନସିକ ଚାପ ଦେଉଥିଲେ ବୋଲି ରଶ୍ମୀ ଙ୍କ ମା ଖୁଲସା କରିଛନ୍ତି ।

ସନ୍ତୋଷ ରଶ୍ମୀ ଙ୍କୁ କହିଥିଲର ମୁଁ ପହଞ୍ଚିଲେ ମୋ ପାୱାର କେତେ ତୁ ଦେଖିବୁ ଯାହା ରଶ୍ମୀ ଙ୍କ ମା କହିଛନ୍ତି । ସବୁବେଳେ ସନ୍ତୋଷ ରଶ୍ମୀ ଙ୍କୁ ଧମକାଇ ରଖୁଥିଲେ । ଗୋଟେ ବୋତଲ ପିଇ ସାରିଛି ଆଉ ଗୋଟେ ବୋତଲ ପିଇବି ବୋଲି ଯେଉଁ କଲ ରେକର୍ଡ ଭାଇରାଲ ହୋଇଥିଲା ସନ୍ତୋଷ ଓ ରଶ୍ମୀ ଙ୍କ ମଧ୍ୟରେ ତାହା ମଧ୍ୟ ରଶ୍ମୀ ଙ୍କ ମା କହିଛନ୍ତି ।

ତେବେ କିଏ ଏଠି କାହାର ପାୱାର ଦେଖିଲା ଆଉ ସନ୍ତୋଷ ର କଣ ହେଲା ସେହି ବିଷୟରେ ରଶ୍ମୀ ଙ୍କ ମା ସୂଚନା ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ରଶ୍ମୀରେଖାଙ୍କ ମା କହିଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *