ସଞ୍ଜିବନୀ ବୁଟୀ ମଧ୍ୟ କିଛି ନୁହେଁ ଏହା ଆଗରେ, ପୃଥିବୀର ଅମୃତ ଅଟେ ଯଦି କେଉଁଠି ମିଳିଯାଏ ତ ଛାଡନ୍ତୁ ନାହିଁ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରାୟତଃ ମନ୍ଦିର ବା ଘର ଗୁଡିକ ରେ ଦେଖିବାକୁ ମିଳିଥାଏ ଆଜି ଆମେ ଆପଣଙ୍କୁ କନ୍ୟାରୀ ଫୁଲ ବିଷୟରେ କିଛି କଥା କହିବାକୁ ଯାଉଛୁ, କନ୍ୟାରୀ ଫୁଲ ବହୁତ ସୁନ୍ଦର ହୋଇଥାଏ କନ୍ୟାରୀ ଗଛ ଗହବା ହୋଇଥାଏ ଏହାର ପତ୍ର ଲମ୍ବା ଲମ୍ବା ଛୁଞ୍ଚି ଭଳି ହୋଇଥାଏ, କନ୍ୟାରୀ ଫୁଲ ଚାରୋଟି ରଙ୍ଗ ର ହୋଇଥାଏ ନାଲି, ଧଳା, ହଳଦିଆ ଏବଂ ଗୋଲାପି ତେବେ ଆପଣ ମଧ୍ୟ କନ୍ୟାରୀ ଗଛ ନିଜ ଆଖ ପାଖରେ ନଚେତ ମନ୍ଦିରରେ ଦେଖିବାକୁ ପାଇଥିବେ ।

Image Courtesy: Google

ତେବେ ଆଜି ଏହାର ଅନ୍ୟ ରୂପ ବା ଗୁଣ୍ଡ ବିଷୟରେ ଆଜି ଆମେ ଆପଣଙ୍କୁ କିଛି କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ସୂଚନା ହୋଇବ । ଆଜି ଆମେ ଆପଣଙ୍କୁ କନ୍ୟାରୀ ଗଛ ବିଶେଷତା ବିଷୟରେ କହିବାକୁ ଯାଉଛୁ କନ୍ୟାରୀ ଗଛ ବହୁତ ପ୍ରକାର ରୋଗରେ କାମ କରିଥାଏ ଯେମିତିକି ଚର୍ମ ରୋଗ ଏବଂ ଏହା ଦ୍ଵାରା ଚୁଟି ମଧ୍ୟ କଳା ହୋଇଥାଏ ।

Image Courtesy: Google

କନ୍ୟାରୀ ଗଛ ପତ୍ର ସୁଖେଇ ଏହାକୁ ବାଟି ନିଅନ୍ତୁ ଏହା ପରେ ନଡିଆ ତେଲରେ ମିଶାଇ କୌଣସି ଘା ଉପରେ ଲଗାନ୍ତୁ ଯାହା ବହୁତ ମାସ ବା ବର୍ଷ ଧରି ସୁଖୀ ନାହିଁ ଦେଖିବେ ଖୁବ ଶୀଘ୍ର ଏହା ଶୁଖିବାକୁ ଲାଗିବ ଏବଂ ଆପଣଙ୍କୁ ଆରାମ ଲାଗିବ । କନ୍ୟାରୀ ଫଳ ବାଟି ଏହାକୁ କୁଣ୍ଡେଇ ହାଉଥିବା ଜାଗାରେ ଲଗାନ୍ତୁ ଆପଣଙ୍କ ସବୁ ପ୍ରକାର ଚର୍ମ ରୋଗ ଦୂର ହେବ । କୌଣସି ପ୍ରକାର ଆଁଠୁ ଗଣ୍ଠି ଦରଜ ପାଇଁ ଏହାର ଫଳ ବାଟି ଜାୟତୁନ ତେଲ ରେ ମିଶାଇ ହାଲ୍କା ହାତରେ ମସାଜ କଲେ ସବୁ ପ୍ରକାର ହାଡ ଦରଜ କମି ଯାଇଥାଏ । ମୁହଁ ରେ ବହୁତ ପିମ୍ପଲ ହେଲେ ଧଳା କନ୍ୟାରୀ ଫୁଲ ବାଟି ଚେହେରା ଉପରେ ଲଗାନ୍ତୁ କିଛି ୪ରୁ ୫ ଦିନ କଲା ପରେ ଆପଣଙ୍କ ଚେହେରା ସବୁ ଦାଗ ଭଲ ହୋଇଯିବ ଏବଂ ଚେହେରା ଚମକିବ ।

Image Courtesy: Google

ଯଦି ଆପଣ ଚୁଟି ଛଡୁଛି ବା ଧଳା ହେଉଛି ବା ଅନ୍ୟ ଚୁଟି ସମସ୍ଯା ଅଛି ତେବେ ଆପଣ କନ୍ୟାରୀ ପତ୍ର ନଡିଆ ତେଲରେ ଫୁଟେଇ ନିଅନ୍ତୁ ଏହାକୁ ଫୁଟେଇଲା ପରେ ଦେଖିବେ ପତ୍ର କଳା ହବାକୁ ଲାଗିବ ପତ୍ର କଳା ହେଲା ପରେ ଏହାକୁ ଛାଣି ତେଲ ବାହାର କରି ନିଅନ୍ତୁ ଏବଂ ଥଣ୍ଡା ହେଲା ପରେ ମୁଣ୍ଡରେ ଲଗାନ୍ତୁ ଏହାକୁ ରାତିରେ ଲଗାନ୍ତୁ ଓ ସକାଳେ ଶ୍ୟାମପୁ କରନ୍ତୁ ଆପଣଙ୍କ ଚୁଟି ଲମ୍ବା ଏବଂ ଗହବା ହବା ସହ କଳା ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *