ବନ୍ଧୁଗଣ, ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବନ୍ଧୁଗଣ ଗତବର୍ଷ ଏହି ସଂକ୍ରମଣ ସାରା ଦେଶରେ ନିଜର ଆତଙ୍କ ସୃଷ୍ଟି କରିଥିବା ସମୟରେ ବର୍ତ୍ତମାନ ଏହା ଆହୁରି ଉଗ୍ର ରୂପ ଧାରଣ କରିଛି । ବନ୍ଧୁଗଣ ଗତବର୍ଷ ଏହି ଭୟାନକ ସଂକ୍ରମଣ ଟି କେବଳ
ବୟସ୍କ ଲୋକଙ୍କୁ ବହୁଳ ଭାବରେ ପ୍ରଭାବ କରୁଥିଲା ମାତ୍ର ବର୍ତ୍ତମାନ ଏହା ଖୁବ କମ ବୟସର ପିଲା ମାନଙ୍କୁ ଆକ୍ରାନ୍ତ କରୁଅଛି । ବନ୍ଧୁଗଣ ବିଶେଷଜ୍ଞ ମାନେ ସମସ୍ତ ପରିସ୍ଥିତି କୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ଘରେ ରହି ଅତ୍ୟନ୍ତ ସତର୍କ ସହିତ ନିୟମ ପାଳନ କରିବାକୁ କହିଛନ୍ତି । ବନ୍ଧୁଗଣ ଏହି ଭୟଙ୍କର ଭୟାବହ ସଂକ୍ରମଣ ରୁ ବଞ୍ଚିବା ପାଇଁ ଘରେ ରହି ଆପଣ ଏହି ନିୟମ ଗୁଡିକର ପାଳନ କରିବା ନିହାତି ଆବଶ୍ୟକ । ଯେପରିକି ପ୍ରତିଦିନ କାଢା ପିଅନ୍ତୁ, ମାସ୍କ ପିନ୍ଧନ୍ତୁ ।
ଏହା ସହିତ ଆପଣ ଯଦି କୌଣସି କାରଣ ବଶତ ବାହାରକୁ ଯାଉଛନ୍ତି ତେବେ ଘରକୁ ଫେରିବା ମାତ୍ରେ ଭଲ ଭାବରେ ସାବୁନ ରେ ହାତ, ମୁହଁ, ଗୋଡ ଇତ୍ୟାଦି ଧୋଇ ହୁଅନ୍ତୁ, ଏହା ସହିତ ସେନିଟାଇଜ ହୁଅନ୍ତୁ । ବନ୍ଧୁଗଣ ଷ୍ଟିମ ତଥା ଗରମ ବାମ୍ଫ ନେବାପାଇଁ ମଧ୍ୟ ଡାକ୍ତର ମାନେ ମତାମତ ଦେଉଛନ୍ତି । କାରଣ ଗରମ ବାମ୍ଫ ନେବାଦ୍ଵାରା ତାହା ଆମ ଫୁସଫୁସ କୁ ସିଧାସଳଖ ଯାଇଥାଏ ।
ଏହା ଫୁସଫୁସ କୁ ସଫା କରିବା ତଥା ମଜବୁତ କରିବାରେ ସହାୟ ହୋଇଥାଏ । ଏହା ବ୍ୟତୀତ ଯଦି ନିଶ୍ଵାସ ପ୍ରଶ୍ଵାସ ନେବାରେ ଆପଣଙ୍କୁ ବାଧା ସୃଷ୍ଟି ହେଉଛି ତେବେ ଗରମବାମ୍ଫ ନେବା ଦ୍ଵାରା ଶ୍ଵାସ ନାଲି ମଧ୍ୟ ବ୍ଲକେଜ ହୋଇଯାଇଥିଲେ, ତାହା ଖୋଲି ଯାଇଥାଏ । ବନ୍ଧୁଗଣ ଏଣୁ ଆପଣ ସପ୍ତାହକୁ ୩ ରୁ ୪ ଥର ଷ୍ଟିମ ନିଅନ୍ତୁ ।
ବନ୍ଧୁଗଣ, ଆମ୍ଭେ ଆଜି ଆପଣଙ୍କୁ ଏକ ନିଆରା ଦୃଶ୍ୟ ଦେଖାଇବାକୁ ଯାଉଛୁ । ବନ୍ଧୁଗଣ ବ୍ୟକ୍ତି ଜଣକ ଷ୍ଟିମ ନେବାର ଏକ ନୂଆ ପଦ୍ଧତି ଆପଣେଇଛନ୍ତି ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଏହି ବ୍ୟକ୍ତି ଜଣକ କାଥର ଚୁଲି ଲଗାଇ ସେଥିରେ ପ୍ରେସର କୁକର ବସାଇଛନ୍ତି, ଏହାପରେ ତାହାର ଉପରି ଭାଗରେ ପାଇପ ଲଗାଇଛନ୍ତି । ବନ୍ଧୁଗଣ ଯେଉଁଠାରେ କୁକର ସିଟି ଦେଇଥାଏ ସେହି ସ୍ଥାନରେ ଏହି ବ୍ୟକ୍ତି ଜଣକ ପାଇପ ଲଗାଇଛନ୍ତି । ଏହାପରେ ପାଇପ ର ଅନ୍ୟ ପାର୍ଶ୍ଵ ରେ ଏକ କିରୋସିନ କାହାଳି ଲଗାଇଛନ୍ତି ।
ଏହା ଫଳରେ ଅତି ସହଜ ଉପାୟରେ ଷ୍ଟିମ ନେଇ ପାରୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ବ୍ୟକ୍ତି ଜଣକ ବହୁତ ଭାଇରାଲ ହେବାରେ ଲାଗିଛନ୍ତି । ଦର୍ଶକ ମାନେ ଏହିବ୍ୟକ୍ତି ଜଣଙ୍କର କୋଶଳ କୁ ପ୍ରଶଂସା ମଧ୍ୟ କରୁଛନ୍ତି । ମାତ୍ର କିଛି ଦର୍ଶକ ଏଭଳି ଲେଖିଛନ୍ତି ଯେ, ଭାରତରେ କିଛି ମଧ୍ୟ ସମ୍ଭବ । ମାତ୍ର ଏଭଳି ପଦ୍ଧତି ବିପଦପୂର୍ଣ୍ଣ ହୋଇପାରେ । ଏହାକୁ ଆପଣ ମାନେ ଘରେ ଆଦୌ ପ୍ରୟୋଗ କରନ୍ତୁ ନାହିଁ କାରଣ ଏହା ସୁରକ୍ଷିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
https://www.facebook.com/watch/?v=126995172757141