କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ସେନାରେ 4 ବର୍ଷ ପାଇଁ ସାମିଲ ହେବେ ଦେଶର ଯୁବକ…. କଣ ସମ୍ପୁର୍ଣ୍ଣ ଖବର ଦେଖନ୍ତୁ

ବନ୍ଧୁଗଣ ଏବେ ସେନାରେ ଭର୍ତ୍ତି ହେବାର ସ୍ଵପ୍ନ ପୂରଣ ହେବ । ଯେଉଁ ଯୁବକ ମାନଙ୍କର ସେନା ରେ ଭର୍ତ୍ତି ହେବା ପାଇଁ ଇଚ୍ଛା ରହିଥିଲା ତାହା ଅତି ସହଜରେ ପୂରଣ ହୋଇ ପାରିବ । ଏହି ସ୍ଵପ୍ନ କୁ ପୁରା କରିବାକୁ ଯାଉଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଣିକି ଦେଶରେ ପ୍ରତେକଟି ଯୁବକ ଇଚ୍ଛା କରିଲେ ସେନାରେ ସାମିଲ ହୋଇ ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହ ମଧ୍ୟରେ ଅଗ୍ନିପଥ ନିଯୁକ୍ତି ନେଇ ଯୋଜନା ନେଇ ବଡ ଘୋଷଣା କରିପାରନ୍ତି ।

ଘୋଷଣା ପୂର୍ବରୁ ୩ ସେନା ମୁଖ୍ୟ ଯଥା ସ୍ଥଳ ସେନା ମୁଖ୍ୟ ମନୋଜ ପାଣ୍ଡେ, ବାୟୁ ସେନା ମୁଖ୍ୟ ଏୟାରଚିତ ମାର୍ସଲ ବି ଆର ଚୌଧୁରୀ ଏବଂ ମୋୟୁ ସେନା ଆର ହରିକୁମାର ପିଏମ ମୋଦୀଙ୍କ ସହ ଏହି ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏହି ଯୋଜନା ମୁତାବକ ଯୁବକ ମାନେ କମ ସମୟ ପାଇଁ ଅର୍ଥାତ ୪ ବର୍ଷ ପାଇଁ ସେନାରେ ସାମିଲ ହୋଇ ପାରିବେ ।

ସେମାନେ ସାମିଲ ହୋଇ ଦେଶର ସେବା କରି ପାରିବେ । ଏଥିପାଇଁ କମ ବୟସର ଯୁବକ ଙ୍କୁ ଚିହ୍ନଟ କରାଯିବ । ଆଉ ୪ ବର୍ଷ ସେନାରେ ରହି ମାଟି ଆମ ପାଇଁ ସେବା କରିବାର ସୁଯୋଗ ଦିଆଯିବ । ୪ ବର୍ଷ ପୁରା ହେବ ପରେ ସେନାରେ ସାମିଲ ହୋଇଥିବା ଯବାନ ମାନଙ୍କୁ ମୁକ୍ତ କାରଜୀବ ।

ସବୁଠାରୁ ବଡ କଥା ହେଉଛି ସେନାରେ ୪ ବର୍ଷ ପୂରିବା ପରେ ଯୁବକ ମାନଙ୍କୁ ଅନ୍ୟତ୍ର ଚାକିରି ଯୋଗାଇ ଦେବାକୁ ଭାରତୀୟ ସେନା ପକ୍ଷରୁ ପ୍ରାଧାନ୍ଯ ଦିଆଯିବ । ଏହା ସହ ଯେଉଁ ମାନେ ସେନାରେ ରହି ଭଲ ପ୍ରଦର୍ଶନ କରିଥିବେ ବା ଯେଉଁ ମାନଙ୍କର ଦକ୍ଷତା ଭଲ ଥିବ ସେମାନଙ୍କୁ ସେନାରେ ସାମିଲ କରାଯାଇ ପାରିବ ।

ଯଦି ସେହି ସମୟରେ ସେନାରେ ଭର୍ତ୍ତି ପାଇଁ କୌଣସି ନିଯୁକ୍ତି ସୁଯୋଗ ବାହାରିଥିବ ତେବେ ଦକ୍ଷ ଯୁବକ ଙ୍କୁ ସେନାରେ ସାମିଲ କରାଯାଇ ପାରିବ । ତାହା ମଧ୍ୟ ସେନାରେ ସାମିଲ ହୋଇଥିବା ଯୁବକ ଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ଯୁବକ ଙ୍କୁ ହିଁ ସେନାରେ ନିଜକ୍ତି ଦେବାର ବ୍ୟବସ୍ଥା କରାଯିବ ।

ଏବେ ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଡ୍ରିମ ପ୍ରୋଜେକ୍ଟ ଅଟେ । ଏହି ଯୋଜନା ସଫଳ ହେଲେ ଏହା ଦ୍ଵାରା ଯୁବ ପିଢୀଧ ବେଶ ଉପକୃତ ହେବେ । ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେମାନେ ସାମିଲ ହେବାକୁ ଚାହୁଁଥିବା ଅନେକ ଯୁବକ ସ୍ଵପ୍ନ ପୁରା ହୋଇ ପାରିବ ।

ଖାସ କରି ସେହି ମାନେ ଅଧିକ ଉପକୃତ ହୋଇ ପାରିବେ ଯେଉଁ ମାନେ ସେନାରେ ସାମିଲ ହେବାକୁ ଚାହୁଁଟିଏ ବି କୌଣସି କାରଣରୁ ପଛରେ ରହି ଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *