ସାତ ବର୍ଷ ପୁରୁଣା ଫୋଟୋ ରେ ଦୀପିକାଙ୍କ ଅଣ୍ଟା ଦେଖୁଥିବା ଅବସ୍ଥା ରେ ଧାରା ପଡିଥିଲେ ରଣବିର ସିଁ, ଭାଇରାଲ ହେଉଛି ଫୋଟୋ

ଯଦି କାମ ବିଷୟ ରେ କଥା ହବା ତାହେଲେ ଦୀପିକା ଏବଂ ରଣବିର ଙ୍କର ନୂଆ ଫିଲ୍ମ ୮୩ ରେ ଦୁଇ ଜଣ ଏକା ସହ ଦେଖା ଯିବେ । କବୀର ଖାଙ୍କ ଡାଇରେକ୍ସନ ରେ ଏହି ଫିଲ୍ମ ତିଆରି ହେଉଛି ଯାହା ୧୯୮୩ ମସିହା ବିଶ୍ଵ ୱୋର୍ଲ୍ଡ କପ ବିଜେତା ଉପରେ ବନା ହେଉଛି । ଅଭିନେତା ରଣବିର ସିଂହ ଗୋଟେ ସାତ ବର୍ଷ ପୁରୁଣା ଫୋଟୋ ଇନଷ୍ଟାଗ୍ରାମ ରେ ଦେଇଛନ୍ତି ଯାହା ସେଟ ରାମ ଲୀଳା ରେ ଉଠା ହୋଇଥିଲା ।

ଏହି ଫୋଟୋ କୁ ଦେଖି ଦୀପିକା ବି ନିଜକୁ ଏହି ଫୋଟୋ ରେ କମେଣ୍ଟ ଦବାରୁ ଅଟକେଇ ପାରିଲେ ନାହିଁ ।

ଅଭିନେତାଙ୍କ ଦ୍ଵାରା ଦିଆଯାଇଥିବା ଏହି ଫୋଟୋ ରେ ରଣବିର ଦୀପିକାଙ୍କ ଅଣ୍ଟା କୁ ଦେଖୁଛନ୍ତି । ଫୋଟୋ ର କ୍ୟାପ୍ସନ ରେ ରଣବିର ଲେଖିଛନ୍ତି “କୌଣସି କ୍ୟାପ୍ସନ ଦରକାର ନାହିଁ “ । ଏହା ପରେ ଦୀପିକା ଲେଖିଛନ୍ତି “ ସାତ ବର୍ଷ ରେ କିଛି ବଦଳି ନାହିଁ “ ।

View this post on Instagram

 

No caption needed ???? @deepikapadukone #RamLeela

A post shared by Ranveer Singh (@ranveersingh) on

ଫୋଟୋ ଉପରେ ରଣବିର ଏବଂ ଦୀପିକାଙ୍କ ଇଣ୍ଡଷ୍ଟ୍ରି ସାଙ୍ଗମାନେ ବି ଏହି ଫୋଟୋ ରେ କମେଣ୍ଟ କରିଛନ୍ତି ଜଣେ ଲେଖିଛନ୍ତି “ ବାଜିରାଓ ନଜର ଉପରେ ସନ୍ଦେହ କରିବା ଉଚିତ ନୁହେଁ “ । ଇନଷ୍ଟାଗ୍ରାମ ଉପରେ ଏହି ଫୋଟୋ ୨୬,୭୧,୯୫୭ ଲାଇକ୍ସ ପାଇ ସାରିଛି ।

Leave a Reply

Your email address will not be published. Required fields are marked *