ନିଜ ଘରେ ରଖନ୍ତୁ ଏହି ୭ଟି ଜିନିଷ, ଧନର ହେବ ବର୍ଷା ଏବଂ ଘରେ ଦେଖା ଦେବ ସୁଖ ଓ ସମୃଦ୍ଧି

ହିନ୍ଦୁ ଧର୍ମ ରେ କିଛି ମାନ୍ୟତା ଏମିତି ଅଛି ଯାହା ଲୋକ ବର୍ଷ ବର୍ଷ ଧରି ମାନି ଆସୁଛନ୍ତି, ଲୋକଙ୍କର ବିଶ୍ଵାସ ଅଛି କି ଏପରି କଲେ ଘରେ ସୁଖ, ଶାନ୍ତି, ସମୃଦ୍ଧି ଆହୁରି ବଢି ଥାଏ । ଆଜି ବି ଲୋକ ଏହି କଥାର ପାଳନ କରନ୍ତି ଏବଂ ନିଜେ ଘରେ ଏହି ସବୁ ଜିନିଷ ନିଶ୍ଚିନ୍ତ ରଖନ୍ତି, ଯଦି ଆପଣ ମଧ୍ୟ ନିଜ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣିବା ପାଇଁ ଚାହାନ୍ତି ତେବେ ନିଜ ଘରେ ନିଶ୍ଚିନ୍ତ ରଖନ୍ତୁ ।

ବିଘ୍ନହର୍ତ୍ତା ଗଣେଶ ଭଗବାନଙ୍କର ମୂର୍ତ୍ତି :

ଗଣେଶ ଠାକୁରଙ୍କ ମୂର୍ତ୍ତି ଘରେ ରଖିବା ଅତ୍ୟନ୍ତ ଜରୁରୀ ଏବଂ ଉଚିତ ଅଟେ, ଗଣେଶ ଠାକୁରଙ୍କୁ ବିଘ୍ନହର୍ତା ବୋଲି କୁହାଯାଏ ଏବଂ କୌଣସି ସଙ୍କଟ ବା ଦୁଃଖ କଷ୍ଟ ଆସିଲେ ଭଗବାନ ତାକୁ ନିବାରଣ କରନ୍ତି ବୋଲି ମାନ୍ୟତା ଅଛି ।

ଗଙ୍ଗା ଜଳ :

ହିନ୍ଦୁ ଧର୍ମ ରେ ମାନ୍ୟତା ଅଛି ଲୋକ ଘରେ ପୂଜା ସମୟରେ ଗଙ୍ଗା ଜଳ ନିଶ୍ଚିନ୍ତ ପକାନ୍ତି ଯାହା ଦ୍ଵାରା ଘର ସୁଧ ଓ ନିର୍ମଳ ହୋଇ ଯାଏ ଏହା କଲେ ଘରେ ସୁଖ ଓ ସମୃଦ୍ଧି ଆସି ଥାଏ ।

ଶଙ୍ଖ :

ପୂଜା ଘରେ ଶଙ୍ଖ ରଖିଲେ ଓ ସବୁଦିନ ବଜାଇଲେ ଘରର ନକାରାତ୍ମକ ଭାବନା ଦୂର ହୋଇଥାଏ ଏବଂ ଘରେ ମାଁ ଲକ୍ଷ୍ମୀଙ୍କ ବାସ ହୋଇଥାଏ କାହିଁକିନା ଶଙ୍ଖ ଭଗବାନ ବିଷ୍ନୁଙ୍କର ଅତି ପ୍ରିୟ ଅଟେ ।

ଗାଈ ଘିଅ :

ହିନ୍ଦୁ ଧର୍ମ ରେ ଗାଇଙ୍କୁ ପୂଜନୀୟ ମାନନ୍ତି, ଏହା ଉପଯୋଗ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପାଇଁ ମଧ୍ୟ କରା ଯାଇ ଥାଏ । ଗାଈ ଘିଅ ଦ୍ଵାରା ଦୀପ ଜାଲିଲେ ଏବଂ ଯଜ୍ଞ କଲେ ଘର ବାତାବରଣ ସବୁବେଳେ ସକାରାତ୍ମକ ହୋଇଥାଏ ।

ମହୁ :

ଘିଅ ପରି ମହୁ ମଧ୍ୟ ବହୁତ ପବିତ୍ର ବୋଲି ମାନ୍ୟତା ଅଛି, ମହୁରେ ବାସ୍ତୁ ଦୋଷ ଦୂର କରିବା କ୍ଷମତା ଅଛି, ଏହା ଛଡା ପୂଜା ପର୍ବ ରେ ମହୁ ଉପଯୋଗ ଘର ବାତାବରଣକୁ ସୁଧ କରିଥାଏ ।

ଆମ୍ବ ପତ୍ର :

ନିଜ ଘର ପାଖରେ ଆମ୍ବ ଗଛ ନିଶ୍ଚିନ୍ତ ଲଗାନ୍ତୁ, ହିଁଦୂ ଧର୍ମ ରେ ପୂଜା ସମୟରେ ଆମ୍ବ ପତ୍ରର ବହୁତ ବିଶେଷ ଉପଯୋଗୀ ହୋଇଥାଏ । ବିବାହ, ଯଜ୍ଞ, ଘର ପୂଜା ଇତ୍ୟାଦି ପାଇଁ ଆମ୍ବ ପତ୍ର ବିଶେଷ ମହତ୍ଵ ପୂର୍ଣ ଅଟେ ।

Leave a Reply

Your email address will not be published. Required fields are marked *