ସତ ହେଉଛି ମାଳିକା ବଚନ, ଆସୁଛି ଭୟଙ୍କର ସମୟ…. Malika Bachana

ଭଗବାନ ଙ୍କର ଲୀଳା କାହାକୁ ଜାନା ନାହିନ ତେବେ ଆମେ ଯଦି ଅଚ୍ୟୁତାନନ୍ଦ ଙ୍କୁ ଦେଖିବା ତ ଜାଣି ପାରିବା କି ନିଶ୍ଚିତ ଭାବେ ଜେନ ଦିବ୍ୟ ପୁରୁଷ ଯିଏ ଏହି ଧାରାକୁ ଭଗବାନ ଙ୍କ ବାରତ୍ତା ନେଇକି ଆସିଥିଲେ । ଅଚ୍ୟୁତାନନ୍ଦ କହିଥିବା ବାଣୀ କେବେ ହେଲେ ଅନ୍ଯଥା ହେବନି,

କିନ୍ତୁ ଏହା ଜାଣିବା କଠାକି ଏହାକୁ ଯଦି ଆମେ ଦେଖିକି ଆଉ କିଛି ଲେଖିବା ତେବେ ଏହା ସତ୍ୟ ହୋଇ ଜୀବ ନି । ଏହାଙ୍କ ଆଗରୁ ମଧ୍ୟ ଅନ୍ୟ ଯୁଗ ପୁରୁଷ ମାନେ ଅନେକ କଥା ରଚନା କରଛନ୍ତି କି କଲି ଯୁଗରେ କ୍କିଭଳି ବିପଦ ଆସିବ ଓ କିଭଳି ଆମେ ଏହାକୁ ସାମନା କରିବା । ଏହା ବେଦବ୍ୟାଶ ଋଷି କହିଛନ୍ତି ଏହା ଆଗରୁ ଭଗବାନ ଏହାକୁ ଗରୁଡ ଶ ଅକଥା ହେବ ସମୟରେ ମଧ୍ୟ କହିଛନ୍ତି ।

ଏହା ନୁହେଁ ସେ କେବଳ କହିଛନ୍ତି ବୋଲି ଏହା କିଛି ମାତ୍ରାରେ ଗୀତା ବହିରେ ମଧ୍ୟ ବର୍ଣନା କରା ଯାଇଛି । ଇନ୍ଦ୍ର କଳ୍ପ, ଚନ୍ଦ୍ର କଳ୍ପ, ହଋ ଅର୍ଜୁନା ଚଉତିଶା ସାତରରେ ଅର୍ଜୁନା କୁ କୁହା ଯାଇଛି, ପରି କଳ୍ପ ଏହି ଭଳି ଅନେକ କଳ୍ପ ଅଛି । ଏହି ସବୁ କଳ୍ପ ରେ ଭଗବାନ ନିଜ ମନ କଥାକୁ କହିଛନତି ଅନ୍ୟ ମାନଙ୍କୁ ଯେତେ ବେଳେ ଭି ସେମାନେ ଭବିଷ୍ୟତ ରେ କଳିଯୁଗ ବିଷୟରେ ପଚାରିଛନ୍ତି ସେତେବେଳେ । ତେଣୁ ମାଳିକା ବାଣୀ କେବେ ଭି ମିଥ୍ୟା ନୁହେ ।

ସେ ଲୋକଙ୍କୁ ଭୟ କରିବା ପାଇଁ କହି ନାହାଁନ୍ତି କି ପ୍ରଳୟ ଆସିବ କି ସୁନାମୀ ଆସିବ । ଏହା ପାଇଁ କୁହା ଯାଇନି ଏହାକୁ ଆଗରୁ ସଚେତନ କରିବା ଅପାଇନ କୁହା ଯାଇଛି । ଯିଏ ସବୁଙ୍କୁ ଧାରଣ କରିଛି ତାକୁ ଧର୍ମ କୁହା ଯାଇଛି ତେଣୁ କରି । ମାଳିକା ଅନୁସାରେ କହିବା ପାଇଁ ଗଲେ କହିଛନ୍ତି କି ସବୁ ପ୍ରକାର ଅନ୍ୟାୟକୁ ନାଶ କରି ଶେଷରେ ଏକ ଧର୍ମ ସ୍ଥାପନା କରାଯିବ । ଯାହା ପାଇଁ ଭଗବାନ ନିଜେ ଜନ୍ମ ନେବେ ।

ଉତ୍ତର ରୁ ହିମାଳୟ ପିଘିଳି ଜୀବ କେବଳ ସେଟଟିକି ନୁହନେ ସେପଟେ କେହି ଭି ରହି ପାରିବେ ନି କାରଣ ସେପଟେ ଅନ୍ୟାୟ ର ଆତଙ୍କ ଆରମ୍ଭ ହୋଇଯିବ । ଏବେ ଆପଣ ଦେଖିଲେ ଜାଣି ପାରିବେ କି ଆତଙ୍କ ବାଡି ମାନେ ଅଧିକ ଜାମୁ ଓ କାଶ୍ମୀର ରେ ଅଛନ୍ତି । ସବୁ ଆଡେ ଅହଂକାର ଆମ କୁ ମାରି ଚାଲିବ । କାରଣ ଆମେ ସବୁ କିଛି କରିବା ପାଇଁ ସକ୍ଷମ ହେବନି । ଆଜି ଠାରୁ ଏହା ଆରମ୍ଭ ହୋଇନି ଏହାକୁ ଆଗରୁ ହୋଇ ଆସୁଥିବା କାମର ପରିଣାମ ।

ମାଳିକା ରେ ଲେଖା ହୋଇଛି କି ୬୪ ପ୍ରକାର ରୋଗ ବ୍ୟାପୀବ । ଏହା ପାଇଁ ସବୁ ଅଧିକ ଲୋକମାନେ ଭୋଗ କରିବେ । ଅନେକ ଜାଗାରେ ଭଗବାନ ଙ୍କ ଶିଷ୍ୟ ମାନେ ଜନ୍ମ ହୋଇବେ ଓ ସେମାନେ ଯେବେ ଏକ ଜାଗାରେ ଆସି ଏକତ୍ରିତ ହୋଇ ଯିବେ ଓ ସେମାନେ ଏକ ଧର୍ମ ସ୍ଥାପନା କରିବ । ମାଳିକା ରେ କୁହା ଯାଇଥିବା ପ୍ରତେକ କଥା ଠିକ ହେବ ଓ ସେହି ସବୁ ସାରିଲା ପରେ ମାତ୍ର କିଛି ଲୋକ ରହିବେ ଯେଉଁ ମାନେ ନୂଆ ପୃଥିବୀ ରେ ରହିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *